Sign in
Sign in
Recover your password.
A password will be e-mailed to you.
ଦେଶରେ କୋଇଲା ଅଭାବନେଇ ସଙ୍କଟ ଜନକ ପରିସ୍ଥିତି -ତ୍ୱରିତ କୋଇଲା ପରିବହନ ପାଇଁ
ଦେଶରେ କୋଇଲା ଅଭାବନେଇ ସଙ୍କଟ ଜନକ ପରିସ୍ଥିତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ତ୍ୱରିତ କୋଇଲା ପରିବହନ ପାଇଁ ସେହି ରୁଟ୍ରେ ଚଳାଚଳ କରୁଥିବା ୪୨ଟି ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି ।
ରେଳବିଭାଗ ପକ୍ଷରୁ କୁହାଯାଇଛି ଯେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ମହଜୁଦ!-->!-->!-->…
ଏସ୍ସିବି ମେଡ଼ିକାଲ କଲେଜ ବହିର୍ବିଭାଗ ଟିକଟ ଏଣିକି ଅନ୍ଲାଇନ୍ରେ
ଏସ୍ସିବି ମେଡ଼ିକାଲ କଲେଜ ବହିର୍ବିଭାଗ ଟିକଟ ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ । ଆସନ୍ତା ୯ ତାରିଖରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ରଗ୍ଦଙ୍ଗବଗ୍ଦଗ୍ଧଷଚ୍ଚବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ନାମକ ଏକ ପୋର୍ଟାଲ ଖୋଲାଯାଇଛି । ଫଳରେ ରୋଗୀ ଓ ରୋଗୀ!-->…
ଲେପ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ
ଲେପ୍ଟନାଣ୍ଟ ଜେନେରାଲ୍ ବାଗାବାଲି ସୁମାଶେଖର ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।ବିଜାପୁର ସୈନିକ ସ୍କୁଲ୍ର ବିଦ୍ୟାର୍ଥୀ ରହିଥିବା ଲେପ୍ଟନାଣ୍ଟ ଜେନେରାଲ୍ ବାଗାବାଲି ସୁମାଶେଖର ରାଜୁ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀରେଅଧ୍ୟୟନ କରିଥିଲେ ।!-->…
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ
ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ସମ୍ମିଳନୀରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।!-->…
ଭିଜନ୍ ଅଫ୍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍ ପଦ୍ଧତିର ସମୀକ୍ଷା
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ଅଫ୍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍ ପଦ୍ଧତିର ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତୀୟ ସର୍ବସାଧାରଣ ପ୍ରଶାସନ!-->…
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ
୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ
ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଭାରତୀୟ ମୁଦ୍ରା ଟଙ୍କାର ମୁଲ୍ୟ ୬ ପଇସା ବୃଦ୍ଧି ପାଇ ଡଲାର ତୁଳନାରେ ୭୬ ଟଙ୍କା ୪୩ ପଇସା ରହିଛି । ଡଲାର ସୂଚକାଙ୍କ ଶତକଡ଼ା ଶୂନ୍ ଦଶମିକ୍ ୫/୫ ଭାଗ ହ୍ରାସ ପାଇ ୧୦୩ ଦଶମିକ୍ ଶୂନ୍ ୫ରେ କାରବାର କରିଥିଲା । ପୂର୍ବ ଦିନର କାରବାରରେ ଡଲାର ଦୁଇ ଦଶନ୍ଧି!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି । ସେ କହିଛନ୍ତି, କୋଭିଡ୍ ହେଉଛି ଏହାର ସର୍ବବୃହତ ଉଦାହରଣ । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ସମୟରେ ଦେଶର ସାମର୍ଥ୍ୟକୁ ନେଇ କିଛି ଲୋକ ସନ୍ଦିହାନ ଥିଲେ!-->…
ଦିବ୍ୟାଙ୍ଗ ଏବଂ ଅସୁସ୍ଥ କୋର୍ ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣକୁ
ମଞ୍ଜୁର ପ୍ରଦାନ
ଦିବ୍ୟାଙ୍ଗ ଏବଂ ଅସୁସ୍ଥ କୋର୍ ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣକୁ ମଞ୍ଜୁର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମ ସମାଜର ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ!-->…
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ -ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ୍ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ…
।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ୍ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି!-->!-->!-->…
ଆଜାଦୀ କା ଅମୃତ ମହୋତ୍ସବ ପାଳନ
।
ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ନାଟକ ଉତ୍ସବ ଆରମ୍ଭ ହେଉଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ୫ ଜଣ ବରପୁତ୍ରଙ୍କ ଜୀବନୀକୁ ନେଇ ଏହି ନାଟକଗୁଡ଼ିକ ମଞ୍ଚସ୍ଥ ହେବ । ସନ୍ଥକବି ଭୀମଭୋଇ, ମଧୁସୂଦନ!-->!-->!-->…