ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍‍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍‍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । କୋବିଡ୍‍ ପ୍ରତିଷେଧକ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାର ସେମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ

ଜେଲ୍‌ରେ କ୍ରିକେଟିୟର ସିଦ୍ଧୁ

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଟିଆଲାସ୍ଥିତ କାରାଗାରକୁ ପଠାଇ ଦିଆଯାଇଛି । ଶ୍ରୀ ସିଦ୍ଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଏହି କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି । ଜେଲ୍‍ରେ ସିଦ୍ଧୁଙ୍କୁ ସ୍ୱତନ୍ତ୍ର

ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା

ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ବିଦେଶୀ ପୁଞ୍ଜି ନିବେଶ ଦେଶ ଭାବରେ ଗତ ଆର୍ଥିକ ବର୍ଷରେ ୮୩ ଦଶମିକ ୫୭ ବିଲିୟନ ୟୁଏସ୍‍ ଡଲାର ପୁଞ୍ଜି ନିବେଶ ହୋଇଥିବାର ରେକର୍ଡ କରିଛି । ଗତ ଆର୍ଥିକ ବର୍ଷରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ

ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଇଣ୍ଡିଆନ୍‍ କାଉନ୍‍ସିଲ୍‍ ଅଫ୍‍ କଲଚରାଲ୍‍ ରିଲେସନ୍ସ ଏବଂ ଲୁମ୍ବିନି ବୁଧିଷ୍ଟ ୟୁନିଭରସିଟି ମଧ୍ୟରେ ଡକ୍ଟର ଆମ୍ବେଦକର ଚେୟାର୍‍ ପ୍ରତିଷ୍ଠା ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ସହ ଆଇ.ସି.ସି.ଆର୍‍.

ଆଗାମୀ ୧୯ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା

ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତର ଓଡିଶାରେ ପ୍ରବଳ ଗ୍ରୀଷ୍ମ ଲହରି ଅବ୍ୟାହତ ରହିଛି । ତେବେଆଗାମୀ ୧୯ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ବଢୁଥିବାରୁ ଏହା ରାଜ୍ୟର ତାପମାତ୍ରାକୁ ହ୍ରାସ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା

ଉତ୍ତରାଖଣ୍ଡର ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପ୍ରଥମ ୬ ଦିନରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୧୨ ହଜାର ଫୁଟ ପାର୍ବତ୍ୟାଞ୍ଚଳରେ ଅମ୍ଳଜାନ ସ୍ତର କମ୍‍, କମ୍‍ ଆର୍ଦ୍ରତା,

ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ କୋଭିଡ୍‍ ଟିକା କୋର୍ବେଭାସ୍କ୍‍ର
ମୂଲ୍ୟ ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ କରିଛି

ହାଇଦ୍ରାବାଦ୍‍ ସ୍ଥିତ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ କୋଭିଡ୍‍ ଟିକା କୋର୍ବେଭାସ୍କ୍‍ର ମୂଲ୍ୟ ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ କରିଛି । ଏହି ମୂଲ୍ୟ ଘରୋଇ ଟିକାକରଣ କେନ୍ଦ୍ର ପାଇଁ ପ୍ରଯୁଜ୍ୟ ହେବ । ଏକ ବିଜ୍ଞପ୍ତିରେ କମ୍ପାନୀ କହିଛି, ଜି.ଏସ୍‍.ଟି. ଏବଂ

ଆସିଗଲାଣି ବର୍ଷା ଏଥର ଶୀଘ୍ର ମୌସୁମୀ – ଆଣ୍ଡାମାନରେ ଆରମ୍ଭ ହେଲାଣି ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗତକାଲି ଆଣ୍ଡାମାନ ସାଗରରେ ଦକ୍ଷିଣ -ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଛି । ନିମ୍ନ କ୍ରାନ୍ତି ବଳୟ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା

ବୁଦ୍ଧ ହେଉଛନ୍ତି ମାନବତାକୁ ବୁଝିବାର ଏକ ଶ୍ରେଷ୍ଠ ମାଧ୍ୟମ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଏବଂ ନିବିଡ଼ ସଂପର୍କ ବିଶ୍ୱର ସମସ୍ତ ମାନବ ଜାତିର କଲ୍ୟାଣ ସାଧନ ସହିତ ଓ ସାଂପ୍ରତିକ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ । ଗତକାଲି ନେପାଳର ଲୁମ୍ବିନିଠାରେ ବୁଦ୍ଧପୂର୍ଣ୍ଣିମା ଅବସରରେ ଆୟୋଜିତ