Sign in
Sign in
Recover your password.
A password will be e-mailed to you.
ଯୋଡ଼ା ଯୁବବର୍ଗଙ୍କ ଦକ୍ଷତାର ବିକାଶ କରୁଛି ଟିଏସ୍ଏଫ୍ ର ‘ବାହ୍ୟ ନେତୃତ୍ୱ ଶିବିର’
ଯୋଡ଼ା, ଡିସେମ୍ବର ୨୭, ୨୦୨୨: ଗ୍ରାମୀଣ ଯୁବବର୍ଗମାନଙ୍କ ମଧ୍ୟରେ ନେତୃତ୍ୱ ଓ ଦଳଗତ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଯୋଡ଼ା ଓ ଏହା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଯୁବବର୍ଗଙ୍କ ନିମନ୍ତେ ଜାମସେଦପୁରଠାରେ ଏକ ବାହ୍ୟ ନେତୃତ୍ୱ ଶିବିର ଆୟୋଜିତ ହୋଇଯାଇଛି!-->…
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ମହିଳା ସଶକ୍ତୀକରଣ ପାଇଁ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ
ବାଲେଶ୍ୱର: ଜୀବନଜୀବିକା ଅଭିଯାନ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ସବାଇ ଘାଷ ହସ୍ତକଳା ଉତ୍ପାଦ ଉପରେ ଏକ ଦୁଇ ମାସ ବ୍ୟାପୀ ପ୍ରଶିକ୍ଷଣ କର୍ମଶାଳାର ଶୁଭାରମ୍ଭ କରାଯାଇଛି । ବାଲିଆପାଳର!-->…
ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସମ୍ବର୍ଦ୍ଧନା…
ବାଲେଶ୍ୱର: ଉତର ଓଡ଼ିଶାରେ ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଅଧୀନସ୍ଥ ୧୫୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମ!-->…
ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରୁଛି ଡିସିବି ବ୍ୟାଙ୍କ
ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶାରେ ଲୋକମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ ଡିସିବି ବ୍ୟାଙ୍କ କାର୍ଯ୍ୟ କରୁଛି । ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକ୍ର ଗ୍ରାମାଂଚଳରେ ଭୂତଳ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରଛି । ଏହି ଅଭିଯାନରେ ଗତ!-->…
ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍’ର ଶୁଭାରମ୍ଭ କରାଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରତି ପିଲା ଯେଭଳି ଅଂଶଗ୍ରହଣ କରିପାରିବେ!-->…
ଶକ୍ତି ସଂରକ୍ଷଣ ସପ୍ତାହ-ଆଗାମୀ ପିଢ଼ି ପାଇଁ ଏକ ଉତମ ଭବିଷ୍ୟତ ନିଶ୍ଚିତ କରିବା ଲାଗି ଶକ୍ତି ସରକ୍ଷଣ କରନ୍ତୁ
ଭୁବନେଶ୍ୱର: ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏହାର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱ ତାପନ, ଜଳବାୟୁ ପରିବର୍ତନକୁ ନେଇ ସଚେତନତା ବୃଦ୍ଧି କରିବା, ଶକ୍ତି ଉତ୍ସକୁ!-->…
ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ
ଭୁବନେଶ୍ୱର : ସିକେ ବିର୍ଲା ହେଲ୍ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା!-->…
ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍ଲେଟ୍ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି
ଭୁବନେଶ୍ୱର : ଭାରତର ପ୍ରଥମ ଇଂଟେଲିଜେଂଟ୍ ଇଲେକ୍ଟ୍ରିକ୍ ସ୍କୁଟର୍ ମାନୁଫ୍ୟାକ୍ଚରର୍ ଆଥର୍ ଏନର୍ଜି ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍ ସ୍କୋୟାର୍ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍ର ଉଦ୍ଘାଟନ କରାଯାଇଛି । ଏହି ନୂଆ ଆଉଟ୍ଲେଟ୍ ଦୁଇଟିକୁ ଜ୍ୟୋତି ମୋଟର୍ସ ସହ!-->…
ଟାଟା ଷ୍ଟିଲ ଫାଉଣ୍ଡେସନ୍ ମେରାମଣ୍ଡଳୀର ମାର୍ଗଦର୍ଶନରେ ଯୁବ ଭଲିବଲ ଖେଳାଳିଙ୍କ ଜାତୀୟ ସ୍ତରରେ ଚମକପ୍ରଦ ପ୍ରଦର୍ଶନ
ମେରାମଣ୍ଡଳୀ, ଡିସେମ୍ବର ୨୧, ୨୦୨୨: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ମେରାମଣ୍ଡଳୀର ଭଲିବଲ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ତାଲିମ ହାସଲ କରିଥିବା ୩ ଜଣ ଭଲିବଲ ଖେଳାଳି ୧୬ଡିସେମ୍ବରରୁ ୨୨ ଡିସେମ୍ବର ମଧ୍ୟରେ ମଧ୍ୟପ୍ରଦେଶର ପାନାଠାରେ ଚାଲିଥିବା ୨୫ତମ ଯୁବ!-->…
ଆକ୍ସିସ୍ ଗ୍ରୁପ୍ ପକ୍ଷରୁ ଅବସରକାଳୀନ ବ୍ୟବସାୟର ଶୁଭାରମ୍ଭ
ଭୁବନେଶ୍ୱର: ଜାତୀୟ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍) ଅଧୀନରେ ପାଣ୍ଠି ପରିଚାଳନା କରିବା ଲାଗି ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତୃପକ୍ଷ (ପିଏଫ୍ଆର୍ଡିଏ)ଙ୍କ ପକ୍ଷରୁ ପେନ୍ସନ୍ ଫଣ୍ଡ୍ ମ୍ୟାନେଜର ଭାବେ ଆକ୍ସିସ୍ ପେନ୍ସନ୍ ଫଣ୍ଡ୍ ମ୍ୟାନେଜମେଂଟ୍ ଲିମିଟେଡ୍ (ଆକ୍ସିସ୍!-->…