Sign in
Sign in
Recover your password.
A password will be e-mailed to you.
ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍ର ଶୁଭାରମ୍ଭ
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍ର ଶୁଭାରମ୍ଭ କରିବାକୁ ଯୋଜନା କରାଯାଉଛି । ଚନ୍ଦ୍ର ପୃଷ୍ଠରେ ରୋଭରକୁ ସ୍ଥାପନ କରିବା ହେଉଛି ଏହି ମିଶନ୍ର ମୂଳ ଲକ୍ଷ୍ୟ । ଗତକାଲି ବେଙ୍ଗାଲୁରୁ ଠାରେ!-->…
ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି
ଟ୍ରେନ୍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ!-->…
ଅନେକ ଖବର ଅଳ୍ପରେ
ଇଲେକ୍ଟ୍ରିକ୍ ଯାନଗୁଡ଼ିକ ପ୍ରଦୂଷଣ ଦୂରୀକରଣରେ ମୁଖ୍ୟ ଭୂମିକା ଗ୍ରହଣକରିଛି । ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍ ଯାନ ଆଧୁନିକ ପରିବହନର ନୂଆଉପାୟ ହୋଇଛି । ଇଲେକ୍ଟ୍ରିକ୍ ଯାନଗୁଡ଼ିକ ଅଧିକ ଶକ୍ତିଶାଳୀହେଉଥିବାବେଳେ ଏହା ପାରମ୍ପରିକ ଇନ୍ଧନ ଉପରେ ନୀର୍ଭରଶୀଳ ନୁହେଁ ।ତା’ଛଡା ଅଙ୍ଗାରକାମ୍ଳ!-->…
ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍ ଉତ୍ପାଦନ କରିବ ସାଉଦିଆରବ
ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ!-->…
ଜଳିବ ଓଡ଼ିଶା ୪୫ ଡିଗ୍ରୀ ହୋଇପାରେ ତାପମାତ୍ରା-ଲଘୁଚାପ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବ
ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ମୌସୁମୀବାୟୁ କେରଳରେ ପହଞ୍ଚି ନଥିବାରୁ ଓଡ଼ିଶା ଆସିବା ପାଇଁ ଏହା ଆହୁରି ବିଳମ୍ବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ!-->…
ଏନ୍ଆଇଆର୍ଏଫ୍ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ
ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ!-->…
ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ
ଏନ୍.ସି.ଇ.ଆର୍.ଟି.ର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନକରାଯାଇଛି । ସି.ବି.ଏସ୍.ଇ. ଦଶମ ଶ୍ରେଣୀ ବହିରୁ ଛାତ୍ରଛାତ୍ରୀମାନଙ୍କ ପାଇଁପିରିୟଡିକ୍ ଟେବୁଲ, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟଗୁଡ଼ିକ ହଟାଇଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବାପାଇଁ ଏହି!-->…
ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ
ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରରମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯କିଲୋଗ୍ରାମ ବ୍ୟାବସାୟିକ ଏଲ୍.ପି.ଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓଚେନ୍ନାଇରେ ୧୯୩୭!-->…
ନିଶା କାରବାରରେ ଲିପ୍ତ ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍ ପକ୍ଷରୁ ନିର୍ଦ୍ଦେଶନାମା
ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଓ ନିଶା ବେପାରୀଙ୍କବିରୋଧରେ କମିଶନରେଟ୍ ପୁଲିସ୍ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ।ପୁଣି ଥରେ ଅପରେସନ୍ ହ୍ୱାଇଟ୍ ସ୍ପାଇଡର୍କୁ ପୁଲିସ୍ ପକ୍ଷରୁ ଜୋର୍ଦାରକରାଯାଇଛି । ଏଣିକି ରାଜଧାନୀରେ ନିଶା କାରବାରରେ ଲିପ୍ତ ଥିବାଅପରାଧୀମାନଙ୍କୁ ୬ ମାସ!-->…
ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ
ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନକରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ!-->…