ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ଫାଇନାଲ

କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ୨ୟ ସେମି ଫାଇନାଲ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ତେଲୁଗୁ ୟୋଦ୍ଧାସକୁ ୩୧-୨୯ ପଏଂଟରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ଏହି ରୋମାଂଚକର ବିଜୟ ସହିତ ଏବେ ଚେନ୍ନାଇ

ଅଲ୍ଟିମେଟ ଖୋ ଖୋ ସିଜନ-୨, ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ଗୁଜରାଟ ଜିଆଂଟ୍ସ

କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜିଆଂଟ୍ସ ୨୯-୨୭ ପଏଂଟରେ ଓଡିଶାକୁ

ଅଲଟିମେଟ ଖୋଖୋ ସିଜନ-୨ ସେମି ଫାଇନାଲରେ ଗୁଜରାଟ ଜିଆଂଟସକୁ ସାମ୍ନା କରିବ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସ

କଟକ,୧୦ ଜାନୁଆରୀ ୨୦୨୪: ଆସନ୍ତାକାଲି (ଗୁରୁବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍ସ ବିରୋଧରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା

ବିଶ୍ୱ ଏସିଡିଟି ଦିବସରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳାଏକ ରୂପାନ୍ତରୀତ ଯାତ୍ରାର ଅଂଶ…

ପୁରୀ/ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ଏସିଡିଟି (ଅମ୍ଳଦୋଷ) ଦିବସକୁ ଅତି ଚମତ୍କାର ଢଙ୍ଗରେ ପାଳନ କରାଯାଇଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା ଜରିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି ବାଲୁକା କଳା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ

ଅଲଟିମେଟ ଖୋ ଖୋ ସିଜନ-୨: ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ କ୍ୱିକ ଗନ୍ସ, ଓଡିଶା ଜଗରନଟ୍ସର ସହଜ ବିଜୟ

କଟକ,୯ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ଗୁଜରାଟ ଜାଏଂଟ୍ସ ବିରୋଧରେ ୩୮-୨୧ ପଏଂଟର ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଲିଗ ଶେଷ କରିଛି । ଏହି ବିଜୟ ସହ ଚେନ୍ନାଇ, ଓଡିଶାକୁ ପଛରେ

ଅଲଟିମେଟ ଖୋ ଖୋ ସିଜନ-୨: ରାଜସ୍ଥାନ ୱାରିୟର୍ସ ବିପକ୍ଷରେ ଚେନ୍ନାଇ କ୍ୱିକ ଗନ୍ସର ବୃହତ ବିଜୟ, ତେଲୁଗୁ ୟୋଦ୍ଧାସଙ୍କୁ …

କଟକ,୮ ଜାନୁଆରୀ ୨୦୨୪: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଅଲଟିମେଟ ଖୋ ଖୋ ସିଜନ-୨ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୪୨-୧୯ ପଏଂଟରେ ହରାଇ ଚେନ୍ନାଇ କ୍ୱିକ ଗନ୍ସ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଆଜିର ଏହି ମ୍ୟାଚ ଅଲଟିମେଟ୍ ଖୋ ଖୋ ଇତିହାସର

ଆସନ୍ତା ୧୨ ରୁ ୧୪ ତାରିଖ ଜନତା ମଇଦାନରେ ଅନୁଷ୍ଠିତ ହେବ କୃଷି ଓଡ଼ିଶା – ୨୦୨୪

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି (ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର

ଅଲଟିମେଟ ଖୋ ଖୋ ସିଜନ-୨, ତେଲୁଗୁ ୟୋଦ୍ଧାସକୁ ହରାଇ ପଏଂଟ ତାଲିକାର ଶୀର୍ଷରେ ଓଡିଶା ଜଗରନଟ୍ସ

କଟକ,୭ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସକୁ ପରାଜିତ କରି ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ ପଏଂଟ ତାଲିକାର ଶୀର୍ଷରେ ପହଂଚିଛି । ଓଡିଶା ଜଗରନଟ୍ସ, ତେଲୁଗୁ

ଅଲଟିମେଟ ଖୋ ଖୋକୁ ଉପଭୋଗ କଲେ ଓଡିଆ ସିନେମା “ଡିୟର ପୁରୁଷ’ର କଳାକାରମାନେ

କଟକ, ୬ ଜାନୁଆରୀ ୨୦୨୪: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଗୁଜରାଟ ଜିଆଂଟ୍ସକୁ ୩୦-୨୭ ଗୋଲରେ ପରାସ୍ତ କରି ଅଲ୍ଟିମେଟ ଖୋ ଖୋ ସିଜନ-୨ର ସେମିଫାଇନାଲରେ ପ୍ରବେଶ କରିବାରେ ଓଡ଼ିଶା ତୃତୀୟ ଦଳ ହୋଇଛି । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଅଲ୍ଟିମେଟ୍

ଅଲଟିମେଟ ଖୋ ଖୋ ସିଜନ-୨,୪ର୍ଥ ଦଳ ଭାବେ ସେମିରେ ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ