ଓଡ଼ିଶାରେ ପ୍ରତିଷ୍ଠା ହେବ ୮ଟି ନୂତନ ସରକାରୀ ମେଡିକାଲ କଲେଜ: ଡଃ ମୁକେଶ ମହାଲିଙ୍ଗ

ସିଆଇଆଇ ଓଡିଶା ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱରରେ ଏହାର ସିଆଇଆଇ ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ର ପ୍ରଥମ ସଂସ୍କରଣର ସଫଳତାର ସହ ଆୟୋଜନ କରିଛି । ଏହି ସମ୍ମିଳନୀ ଏକ ସୁସ୍ଥ ଭବିଷ୍ୟତ ପାଇଁ

ଭୁବନେଶ୍ୱରରେ ଗ୍ଲୋବାଲ ଇନୋଭେଶନ ସେଂଟରର ଶୁଭାରମ୍ଭ କରିଛି ଲଜାଇଲ

ଭାରତର ଏଆଇ ବିପ୍ଳବର ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା : ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଭୁବନେଶ୍ୱରରେ ରିଟେଲ ଅପ୍ଟିମାଇଜେସନ୍ ଏବଂ ଯୋଗାଣ ଶୃଙ୍ଖଳା ସମାଧାନ

ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ମହିଳାଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଓ ମାସିକ ଋତୁସ୍ରାବକୁ ନେଇ ରହିଥିବା ଅପବାଦକୁ ଦୂର କରିବା ପାଇଁ ଆୟୁ ଫାଉଣ୍ଡେଶନ ପକ୍ଷରୁ, ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱର, ୯ଏମ ଫର୍ଟିଲିଟି, ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ (ଆଇଡି ବି୬୦୩୬) ଓ ୟୁନିଚାର୍ମ ସହ ସହଭାଗିତାରେ ଏକ

ଆସୋଚାମ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ଆୟୋଜିତ

ଜିଡିପିରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ଯୋଗଦାନ ବୃଦ୍ଧି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ହେମନ୍ତ ଶର୍ମା ଭୁବନେଶ୍ୱର : ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ

ଭୁବନେଶ୍ୱରରେ ଏସ୍‌ଫିକନ ଓ ୱେସକନ ୨୦୨୫ ଆୟୋଜିତ

ଭୁବନେଶ୍ୱର : ଏଣ୍ଡୋସ୍କୋପିକ ସ୍ପାଇନ ଫାଉଣ୍ଡେଶନ (ଇଣ୍ଡିଆ) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରଠାରେ ଜୁନ୍ ୧୨ରୁ ୧୪ ତାରିଖ ୨୦୨୫ ପର୍ଯ୍ୟନ୍ତ ଏଣ୍ଡୋସ୍କୋପିକ ସ୍ପାଇନ ସର୍ଜରୀ ବିଷୟବସ୍ତୁ ଉପରେ ଭାରତର ପ୍ରମୁଖ ସମ୍ମିଳନୀ ୬ଷ୍ଠ ଏସ୍‌ଫିକନ ଓ ୱେସକନ ୨୦୨୫ର ଘୋଷଣା

ଭୁବନେଶ୍ୱର ଲିଙ୍ଗିପୁରଠାରେ ଶ୍ରୀଲେଦର୍ସ ର ନୂତନ ଶୋ’ରୁମ

ଭୁବନେଶ୍ୱର: ଏକ ଲୋକପ୍ରିୟ ଫୁଟ୍‌ୱେୟାର ଓ ଆକ୍‌ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍‌ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ

ଭୁବନେଶ୍ୱରରେମିତସୁବିଶିଇଲେକ୍ଟ୍ରିକଇଣ୍ଡିଆରଏକ୍ସକ୍ଲୁସିଭଶୋରୁମଉଦଘାଟିତ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ "କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍‌-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ।

ଭୁବନେଶ୍ୱରରେ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର ଆୟୋଜିତ

ମିଳିତ ଭାବେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ ଦ୍ୱାରା ଆୟୋଜିତ ହେବ ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର

ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ UPI ପେମେଣ୍ଟ

~ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପଠାରୁ GSPay IPକୁ ଅଧିଗ୍ରହଣ କରିଛି ଫୋନପେ ଲିମିଟେଡ (“ଫୋନପେ”), ଆଜି ଫିଚର ଫୋନଗୁଡ଼ିକ ପାଇଁ UPI ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ

କପା ଚାଷ ପାଇଁ କ୍ରିଷ୍ଟାଲ କ୍ରପ ପ୍ରୋଟେକ୍ସନ ଲିମିଟେଡ ପକ୍ଷରୁ “ଜିଭୋରା”ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି-ରସାୟନ ସମାଧାନ କମ୍ପାନୀ କ୍ରିଷ୍ଟାଲ୍ କ୍ରପ୍ ପ୍ରୋଟେକ୍ସନ୍ ଲିମିଟେଡ୍ (ସିସିପିଏଲ୍‌) ଏକ ପ୍ରମୁଖ ଗବେଷଣା-ସମ୍ବଳିତ କୀଟନାଶକର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହାର ଅଭିବୃଦ୍ଧିକୁ ଆହୁରି ବୃଦ୍ଧି କରିବା ଏବଂ ମାର୍କେଟ ଲିଡର ଭାବରେ ଏହାର