Sign in
Sign in
Recover your password.
A password will be e-mailed to you.
ରେଳ କ୍ଷେତ୍ରରେ ଉନ୍ନତି ପାଇଁ ଭାରତ, କୋରିଆ ସହଯୋଗ ବୁଝାମଣା
ନୂଆଦିଲ୍ଲୀ. -ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ…
ଭାରତ ଓ ମରକ୍କୋ ମଧ୍ୟରେ ବିମାନ ସେବାରେ ଉନ୍ନତି ଘଟିବ
ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମରକ୍କୋ ମଧ୍ୟରେ ବିମାନ ସେବା ଲାଗି ସଂଶୋଧିତ ଚୁକ୍ତିରେ ସ୍ୱାକ୍ଷର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ନୂଆ ଚୁକ୍ତି ଲାଗୁ ହେବା ସହିତ ଡିସେମ୍ବର ୨୦୦୪ରେ କରାଯାଇଥିବା…
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର , ଧର୍ମେନ୍ଦ୍ର କହିଲେ ଆମେରିକା ଦାୟୀ
ନୂଆଦିଲ୍ଲୀ : ଗତ ଦୁଇ ସପ୍ତାହ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛି । ତେବେ ଏହା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଦେଶ ସହିତ ଆମେରିକାର ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ…
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ଏଥିରେ ନିମ୍ନ ଲିଖିତ…
ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ
ନୂଆଦିଲ୍ଲୀ.- ଭାରତ-କେନିଆ ସଂଯୁକ୍ତ ବ୍ୟବସାୟିକ ସମିତିର ଅଷ୍ଟମ ବୈଠକ ଅଗଷ୍ଟ ୨୨ ରୁ ୨୫ ପର୍ୟ୍ୟନ୍ତ କେନିଆର ନାଇରୋବିଠାରେ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ କେନିଆ ସରକାରଙ୍କ ଉଦ୍ୟୋଗ ବ୍ୟାପାର ତଥା ସହକାରୀ…
ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ
ନୂଆଦିଲ୍ଲୀ.-କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅଗଷ୍ଟ ୨୭ ତାରିଖରେ ବିଭିନ୍ନ ରପ୍ତାନୀ ଭାଗିଦାରୀ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଭାରତର ରପ୍ତାନୀରେ ନୂତନ ଶକ୍ତି ଭରିବା ଏବଂ ଏହାକୁ ୨୦୧୫…
ଡ୍ରୋନ ଉଡାଣ ପାଇଁ କେନ୍ଦ୍ରସରକାରଙ୍କ ଅନୁମତି, ବିଦେଶୀ ଉଡଇ ପାରିବେନି ଡ୍ରୋନ
୨-୧୮ ଡିସେମ୍ବର ୧ ତାରିଖରୁ ନୂତନ ନିୟମ ଲାଗୁ
ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହେବ ।
ବନ୍ୟା ପ୍ରଭାବିତ କେରଳରେ ସିବିଏସଇ ଛାତ୍ରମାନଙ୍କୁ ଡିଜିଟାଲ ସାର୍ଟିଫିକେଟ ଓ ମାର୍କସିଟ ଦିଆଯିବ
ନୂଆଦିଲ୍ଲୀ.- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହାଦ୍ୱାରା ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ସେହି ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା ରୂପେ ଡିଜିଟାଲ ପ୍ରମାଣପତ୍ର ଏବଂ ଅଙ୍କ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯେଉଁମାନଙ୍କର ବୋର୍ଡ ପରୀକ୍ଷାର କାଗଜପତ୍ର ଯେପରିକି…
ଘୂର୍ଣ୍ଣୀବଳୟ ସୃଷ୍ଟି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର.- ଓଡିଶାର ଉତ୍ତର ଓ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡିଶାରେ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।…
ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ.- ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଛନ୍ତି । ବିମଷ୍ଟେକର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ କାଠମାଣ୍ଡୁରେ ପହଞ୍ଛନ୍ତି । ଏହା ପୂର୍ହକୁ ସେ ନୂଆ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି…