ଅଗାମୀ ସରକାର ପାଇଁ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତିରେ ବ୍ୟସ୍ତ ଅମଳା କର୍ମଚାରୀ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ମେ’ ମାସ ୧୯ ତାରିଖ ପୂର୍ବରୁ ବାକି ୩ଟି ପର୍ଯ୍ୟାୟର ମତଦାନ ଶେଷ ହେବ । ଏହା ପରେ ମେ’ ମାସ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭାରତୀୟ ଜନତା ପାର୍ଟି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ…

୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦେଶର ୭୨ ଲୋକସଭା ଆସନ ପାଇଁ ମତଦାନ ଜାରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ଦେଶର ୭୨ଟି ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ଆଜି ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପାଖାପାଖି ପାଖାପାଖି ୧୨ କୋଟି ମତଦାତା ଭୋଟ ଦେଉଛନ୍ତି । ଏହି ପର୍ଯ୍ୟାୟରେ ବିହାର ୫ଟି,…

ତ୍ୱଚା ଅନୁସାରେ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ, ଖୁବ ସୁନ୍ଦର ଦେଖାଯିବେ

ଆଜିକାଲିର ପରିବେଶରେ ଖରା ଓ ପ୍ରଦୂଷଣ ପାଇଁ ତ୍ୱଚାରେ ବହୁତ ସମସ୍ୟା ଦେଖାଦେଉଛି । ଏହି ସବୁ ସମସ୍ୟାରେ ଫେସପ୍ୟାକ ବହୁତ ସାହାଯ୍ୟ କରିଥାଏ । ସବୁପ୍ରକାର ତ୍ୱଚା ପାଇଁ ଭିନ୍ନ-ଭିନ୍ନ ପ୍ରକାର ଫ୍ୟାସପେକର ଆବଶ୍ୟକତା ରହିଥାଏ । ଶୁଷ୍ମ ତ୍ୱଚା ପାଇଁ- ଖରା ଦିନେ ଶୁଷ୍ମ ତ୍ୱଚା ବହୁତ…

ଆମେରିକାରେ ବଢୁଛି ଶାକାହାରୀ ଲୋକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଏମିତି ମଧ୍ୟ ହୋଇଥାଏ, ଯେବେ ଆପଣ ଅଫିସରେ ସାଙ୍ଗ ମାନଙ୍କ ସହିତ ଖାଉଥିବେ, କୌଣସି ଏକ ଦିନ ଜଣେ ନନଭେଜ ଖାଇବା ନେଇ ଆସିଥିବେ ଓ ସେଥିରୁ ଜଣେ ନନଭେଜ ଖାଉନଥିବେ, ସେ ନିଜକୁ ଗୋଟିଏ ପାଖକୁ ନେଇ ଯାଆନ୍ତି । ଏହା ପରେ ସେହି କଥାକୁ ନେଇ ତାଙ୍କ ମଧ୍ୟରେ ଆଲୋଚନା ହୋଇଥାଏ, ନନଭେଜ ଖାଇବା…

ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ

ଭୁବନେଶ୍ୱର: ରାଜ୍ୟର ୧୨ଟି ବୁଥରେ ସାନି ମତଦାନ ପାଇଁ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ଏହି ୧୨ଟି ବୁଥରେ ଏପ୍ରିଲ ୨୩ରେ ମତଦାନ ବେଳେ କୌଣସି ନା କୌଣସି କାରଣରୁ ମତଦାନରେ ବିଭ୍ରାଟ ଦେଖାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…

ଆଧୁନିକ ଭାରତୀୟ ବଜାରରେ ଆଜି ବି ରହିଛି ପାରମ୍ପରିକ ଚାହିଦା

ଆଧୁନିକ ଭାରତୀୟ ଯୁବପୀଢ଼ି ଅନଲାଇନ ସପିଂଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଯେତେବେଳେ କଥା ଉଠେ ପାରମ୍ପରିକ ଜିନିଷ ପ୍ରତି, ସେତେବେଳେ ଲୋକେ ସହରର ସ୍ଥାନୀୟ ବଜାରକୁ ଆବଶ୍ୟକ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି । ଏମିତି ବଜାର ଭାରତରେ ବହୁତ ଅଛି ।…

ଜଗତସିଂହପୁର-କେନ୍ଦ୍ରାପଡ଼ାରେ ନବୀନଙ୍କ ହାଇଟେକ୍ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଟେକ ପ୍ରଚାର କରିଛନ୍ତି । ଚତୁୁର୍ଥ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ନବୀନ ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା…

ବାରାଣସୀରୁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରାଣସୀ: ବହୁ ପ୍ରତୀକ୍ଷାର ଅବସାନ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ମୋଦୀଙ୍କ ନାମାଙ୍କନ ଦାଖଲ ସମୟରେ ଜନତା ଦଳ (ୟୁନାଇଟେଡ)ର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ…

ହଳଦୀ ଖାଇଲେ କିଡ୍‌ନୀ ଷ୍ଟୋନ ଓ ଅନ୍ୟ ସମସ୍ୟାରୁ ରକ୍ଷା ପାଇବେ ଜାଣନ୍ତୁ କିପରି

କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ। ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ। ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ। ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି…

ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାମାନେ ଆସି ନଥାନ୍ତି: ନବୀନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ । ଅତୀତରେ ରାଜ୍ୟରେ ଫାଇଲିନ, ତିତଲି, ହୁଡହୁଡ ଭଳି ବାତ୍ୟା ଓ ବାତ୍ୟା ପରେ ବନ୍ୟା ହୋଇଛି । ମରୁଡି ସମୟରେ ମଧ୍ୟ କେନ୍ଦ୍ରୀୟ ନେତାଙ୍କର ଦେଖା ନଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର…