ଫନି ପ୍ରଭାବିତ ଅଞ୍ଚଳରେ ମୋବାଇଲ୍‌ ଉପଭୋକ୍ତା ଯେ କୌଣସି ନେଟଓ୍ୱାକ ବ୍ୟବହାର କରିପାରିବେ , ଦେବାକୁ ପଡିବନି କୌଣସି ଦେୟ

ଟେଲିଯୋଗାଯୋଗ ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍‌ଏନ୍‌ଏଲ୍‌ର ୨ଟି ଜିଓର ୨ଟି, ଏୟାରଟେଲ୍‌ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍‌ଏନ୍‌ଏଲ୍‌ର ୭ଟି, ଏୟାରଟେଲ୍‌ର ୭ଟି ବେସ୍‌ ସୁଇଚିଂ ସେଣ୍ଟର ଡିଜି ସେଟ୍‌ ବିନିଯୋଗ…

ଫନି ବାତ୍ୟା ପରେ ଉଜୁଡି ଯାଇଛି ନଡିଆ ଓ ପାନ ଚାଷ, ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ

ଭୁବନେଶ୍ୱର .- ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍‌ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକଫର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକଫର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି…

ଫନିର ପ୍ରଭାବରେ ଧ୍ୱସ୍ତ ହେଲା ବାଲୁଖଣ୍ଡ ଅଭୟାରଣ୍ୟ, ମିଳୁନି ହରିଣଙ୍କ ପତ୍ତା, ଜଙ୍ଗଲ ଓ ପରିବେଶ ନଷ୍ଟ

ପୁରୀ .- ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ନନ୍ଦନକାନନ ଚିଡିଆଖାନାରେ କୌଣସି ବନ୍ୟପ୍ରାଣୀ ମୃତୁ୍ୟବରଣ କରିଥିବା ଖବର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ…

ପୁରୀରେ ୨୦ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୯୭ଟି ଏଟିଏମ୍‌ ସଚଳ ହେଲା

ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା କ୍ରମଶଃ ସ୍ୱଭାବିକ ହେଉଛି । ଜିଲ୍ଲାର ୨୩୯ଟି ବ୍ୟାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ୨୭୩ଟି ଏଟିଏମ୍‌ ମଧ୍ୟରୁ ୨୦ଟି ଏଟିଏମ୍‌ ସଚଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର…

୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡ , ୧୫ରେ ଗଳି କନ୍ଦିରେ ସ୍ୱାଭାବିକ ହେବ ବିଦ୍ୟୁତ ଯୋଗାଣ

ବିଦ୍ୟୁତ  ସଂଯୋଗୀକରଣ ଭିତ୍ତିଭୂମିକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ବେଗରେ କାର୍ଯ୍ୟ ଚାଲିଛି । ଭୁବନେଶ୍ୱର ସହରରେ ସେସୁ ଅଧୀନସ୍ଥ ତିନୋଟି ଡିଭିଜନର ୧୫୬ଟି ଫିଡର ମଧ୍ୟରୁ ଆଜି ସୁଦ୍ଧା ୬୫ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ ତାରିଖ…

ପୁରୀ, ଭୁବନେଶ୍ୱର କଟକରେ ସ୍ୱାଭାବିକ ହେଲା ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର ..-  ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ…

ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା

ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍‌ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍‌ ଏବଂ…

ଜେଲ କର୍ମଚାରୀଙ୍କର ବାଇକ୍‌ ଧରି ଚମ୍ପଟ ମାରିଲା କଏଦୀ

ଫୁଲବାଣୀ .- ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲ୍‌ କର୍ମଚାରୀଙ୍କ ବାଇକ୍‌ ଧରି ଜଣେ ବଳାତ୍କାର ଆସାମୀ ଚମ୍ପଟ ମାରିଛି । ସେମାନଙ୍କୁ ଜଗିଥିବା ଜେଲ୍‌ କର୍ମଚାରୀଙ୍କର ଦାୟୀତ୍ୱହୀନତା ଓ କଏଦୀ କିପରି ବାଇକର୍‌ ଚାବି ପାଇଲା ସେ ନେଇ ଚର୍ଚ୍ଚା ଚାଲିଛି । ଚମ୍ପଟ ମାରିଥିବା କଏଦୀର…

ଭୁବନେଶ୍ୱରର ଅନେକ ସ୍ଥାନରେ ଆସିଲା ବିଦ୍ୟୁତ , ୧୨ ତାରିଖ ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହେବ

ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ଅନେକସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କର ଅହରହ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ଚନ୍ଦ୍ର ଶେଖରପୁର -୧, ଶିଖରଚଣ୍ଡୀ, ନନ୍ଦନ ବିହାର, ଇନେଫୋସିଟି ସ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ଡୁମଡୁମା ହାଉସିଂ ବୋର୍ଡ,…

ମୋଦିଙ୍କୁ ଇସି କ୍ଲିନଚିଟ, କଂଗ୍ରେସ ନିରାଶ

ନୂଆଦିଲ୍ଲୀ - ଦୁଇଟି ନିର୍ବାଚନ ଆଚରଣବିଧି ଉଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ (ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ଦେଇଛି। ଏହି ଦୁଇ କ୍ଲିନଚିଟକୁ ମିଶାଇଲେ ମୋଦିଙ୍କୁ ଇସି ମୋଟ ୮ଟି ମାମଲାରେ କ୍ଲିନଚିଟ ଦେଇଛି। ଗତ ଏପ୍ରିଲ ୯ରେ ମୋଦି କର୍ଣ୍ଣାଟକରେ ଅନୁଷ୍ଠିତ ଏକ…