Sign in
Sign in
Recover your password.
A password will be e-mailed to you.
ଉପକୂଳ ଅଞ୍ଚଳରେ ଏଣିକି ବାତ୍ୟା ପ୍ରତିରୋଧ କରିପାରୁଥିବା ବୃକ୍ଷ ରୋପଣ କରାଯିବ
ଭୁବନେଶ୍ୱର- ଫନୀ ପ୍ରଳୟଙ୍କରୀ ବାତ୍ୟାର କ୍ଷୟକ୍ଷତି ଅତୁଳନୀୟ, ଏସବୁକୁ ଆଉଥରେ ଭରଣା କରିବା ଯେଉଁ ଭଳି ପୂର୍ବବତ ସବୁଜସୁନ୍ଦର ଭୁବନେଶ୍ୱର, ପୁରୀ, କଟକ ବିଶେଷକରି ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବ ଅବସ୍ଥାକୁ ଆଣିବାକୁ ଆଉ ୨୦ ବର୍ଷ ଲାଗିଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ…
ବ୍ୟାଙ୍କରମାନେ ଫନୀ ପ୍ରଭାବିତ ଏମ୍ଏସ୍ଏମ୍ଇମାନଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ:ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ଭୁବନେଶ୍ୱର, -ଏମ୍ଏସ୍ଏମ୍ଇ ଓ ଦକ୍ଷତା ବିକାଶ ସଂପର୍କିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍କମିଟି ବୈଠକ ଆଜି ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଦ୍ୱାରା…
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭୋଡାଫୋନ୍ ଆଇଡିଆର ୯୦% ନେଟୱାର୍କ କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ପକ୍ଷରୁ ବାତ୍ୟା ଫନି ପ୍ରଭାବିତ ୧୦ଟି ଜିଲ୍ଲାରେ ପାଖାପାଖି ୯୦ ପ୍ରତିଶତ ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ଏହିସବୁ ଅଞ୍ଚଚଳରେ ୨୬୦୦ରୁ ଉର୍ଦ୍ଧ ସ୍ଥାନରେ ନେଟୱାର୍କକୁ ଏବେ ସଚଳ କରାଯାଇଛି। ଏହାବାଦ୍ କମ୍ପାନୀ ଏହାର ୩ଜି ଏବଂ ୪ଜି ଗ୍ରାହକଙ୍କ…
ଆଇଡିବିଆଇ ବ୍ୟାଙ୍କ ତରଫରୁ ଓଡ଼ିଶା ଖୁଚୁରା ଗ୍ରାହକମାନଙ୍କୁ ରିହାତି
ଭୁବନେଶ୍ୱର : ବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟର ସ୍ଥାନୀୟ ଲୋକମାନଙ୍କୁ ରିହାତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଇଡିବିଆଇ ବ୍ୟାଙ୍କ ତରଫରୁ ଏହାର ଖୁଚୁରା ଋଣ ଗ୍ରାହକ ବା ରିଟେଲ୍ କଷ୍ଟମର୍ (ଗୃହ ଋଣ, ସଂପତି ବଦଳରେ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଓ…
ବାତ୍ୟା ‘ଫନି’ର ୧୨ ଦିନ ପରେ ବି ଅନ୍ଧାରରେ ବିତୁଛି ଜୀବନ
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ୧୨ ଦିନ ବିତିଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଏହାର ମରାମତି କରାଯାଇଛି । ଫଳରେ ଭୁବନେଶ୍ୱରର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ…
ଅଧ୍ୟୟନ: ୨୦୪୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୧.୫ କୋଟି ଲୋକଙ୍କୁ ଦରକାର ହେବ କିମୋଥେରାପି ଚିକିତ୍ସା
ମେଲବର୍ଣ୍ଣ: ବର୍ଷ ୨୦୪୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ୧.୫ କୋଟିରୁ ଅଧିକ ଲୋକଙ୍କୁ କିମୋଥେରାପିର ଆବଶ୍ୟକ ପଡିବ । ନିମ୍ନ ଓ ମଧ୍ୟମ ଧରଣର ଆମଦାନୀ କରୁଥିବା ଦେଶମାନଙ୍କରେ କେନସରର ରୋଗୀଙ୍କ ସଂଖ୍ୟା ଯେପରି ବଢିବାରେ ଲାଗିଛି, ଏହାକୁ ଦେଖି ଚିକିତ୍ସା କରିବା ପାଇଁ ହାରାହାରି ଏକ…
ରେକର୍ଡ: ୧୩ ଘଣ୍ଟା ୨୦ ମିନିଟରେ ୫୩ ମେଦବହୁଳ ରୋଗୀଙ୍କ ଅପରେଶନ
ଇନ୍ଦୋର: ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟପ୍ରଦେଶର ଇନ୍ଦୋରରେ ୧୩ ଘଣ୍ଟା ୨୦ ମିନିଟରେ ୫୩ ଜଣଙ୍କର ମେଦବହୁଳ ହ୍ରାସ କରିବା ପାଇଁ ସର୍ଜରୀ କରିଛନ୍ତି । ଏଥିରେ ୧୮୨ କିଲୋ ଓଜନର ରୋଗୀ ମଧ୍ୟ ସାମିଲ ଥିଲେ । ଏହାକୁ ୱାଲ୍ଡ ବୁକ ଅଫ ରେକଡର୍ସ ଲଣ୍ଡନ କୀର୍ତ୍ତିମାନ ଭାବେ ମାନ୍ୟତା ଦେଇ ସର୍ଜନଙ୍କ…
ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନ୍ୟ ରାଜରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସହ ଆଇଟିଆଇ ଛାତ୍ର କରୁଛନ୍ତି ବିଦ୍ୟୁତ…
ଭୁବନେଶ୍ୱର - ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ବିଦ୍ୟୁତ, ରିଲିଫ୍ ଓ ପୁନରୁଦ୍ଧାର, ଟେଲିଯୋଗାଯୋଗ, ବ୍ୟାଙ୍କିଂ ସୁବିଧା, ସ୍ୱାସ୍ଥ୍ୟ ଏବଂ ପରିମଳ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ କୁଶଳୀ…
ଫନି ସହାୟତା , ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଆଇପିଏସ୍ ଅଧିକାରୀ ସଂଘ ଦେଲେ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର .- ଫନି ସହାୟତା ପାଇଁ ଓଡ଼ିଶା ଆଇପିଏସ୍ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ମୋଟ୍ ୧୦ ଲକ୍ଷ ଟଙ୍କାରେ ଏକ ଚେକ୍କୁ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି…