ମହାବାହୁଙ୍କର ପତିତପାବନ ଲୀଳା

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ  ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ…

ସ୍ନାନ ବେଦୀର ଶାସ୍ତ୍ରୀୟ ବାଖ୍ୟା

ଦକ୍ଷିଣାଭିମୁଖେ  ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ। ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ।। ପଦେ ପଦେऽଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍। ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   । ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ।। …

ଶ୍ରୀକ୍ଷେତ୍ରରେ ପବିତ୍ରସ୍ନାନ ପୂର୍ଣ୍ଣମୀ ପାଳିତ, ହାତୀବେଶରେ ଦର୍ଶନ, ଭକ୍ତଙ୍କୁ ସ୍ପର୍ଶ ବାରଣ

ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ…

ସ୍ନାନ ମଣ୍ଡପରେ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର: ବଡ଼ଦେଉଳରୁ ବାହାରି ଶ୍ରୀଜିଉ ମାନେ ସୋମବାର ସ୍ନାନବେଦୀ ବିରାଜମାନ ହେବେ । ଶ୍ରୀଜିଉମାନେ ଆଜି ଅପରାହ୍ଣରେ ଲକ୍ଷାଧିକ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ବଡ଼ ଭାଇ ଓ ଭଉଣୀଙ୍କ ସହିତ ରଥଯାତ୍ର୍ରା କରିବା ପବୂରୁ ଆଜି ୧୦୮ ଗରା ପାଣିରେ ଗୋଧୋଇବେ ।…

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ସଂଦଦର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କ ଏହା ହେବ ପ୍ରଥମ ବଜେଟ ଅଧିବେଶନ । ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବେ । ତିନ ତଲାକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ…

୫୦ ଓଭର୍‌ରେ ଭାରତ କଲା ୩୩୬ ରନ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍‌ କରି ଅଧିନାୟକ ବିରାଟ କୋହଲୀ ଆଉଟ୍‌ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍‌ରେ ସେ କିପର୍‌ ସରଫରାଜ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇଯାଇଥିଲେ ।…

୭୭ ରନ୍‌ରେ ବିରାଟ କୋହଲୀ ଆଉଟ୍‌, ଅମ୍ପିୟାରଙ୍କ ନିଷ୍ପତ୍ତି ପୂର୍ବରୁ କ୍ରିଜ୍‌ ଛାଡି ଚାଲିଗଲେ

ମାଞ୍ଚେଷ୍ଟର - ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍‌ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଥିଲା । ବର୍ଷା ପରେ ମ୍ୟାଚ ଆରମ୍ଭ ହେବାରୁ ୭୭ ରନ୍‌ କରି ଅଧିନାୟକ ବିରାଟ କୋହଲୀ ଆଉଟ୍‌ ହୋଇଯାଇଥିଲେ । ମହମ୍ମଦ ଅମିରଙ୍କ ବଲ୍‌ରେ ସେ କିପର୍‌ ସରଫରାଜ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇଯାଇଥିଲେ…

ରାଜସ୍ଥାନର ସୁମନ ରାଓ ହେଲେ ମିସ୍‌ ଇଣ୍ଡିଆ ୨୦୧୯

ମୁମ୍ବଇ .- ୨୦୧୯ ଫେମିନ୍‌ ମିସ୍‌ ଇଣ୍ଡିଆର ଟାଇଟେଲ୍‌ ରାଜସ୍ଥାନର ସୁମନା ରାଓ ଜିତିଛନ୍ତି । ୫୬ ତମ୍‌ ମିସ୍‌ ଇଣ୍ଡିଆରେ ସୁମନା ବିଜୟନୀ ହୋଇଥିବା ବେଳେ ଶିବାନୀ ଜାଧବ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ଓ ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଣ୍ଟ ହୋଇଛନ୍ତି । ମୁମ୍ବଇର ସର୍ଦାର…

ଫାଦର୍ସ ଡେ

ଜୀବନରେ ପିତାଙ୍କ ମହତ୍ତ୍ୱ ଅନେକ । ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ପିତା ସ୍ୱର୍ଗ, ପିତା ଧର୍ମ । ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପି୍ରୟନ୍ତେ ସର୍ବଦେବତା…