ରାହୁଲ ଗାନ୍ଧୀଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ

ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ କଂଗ୍ରେସକୁ ଆଗାମୀ ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ମିଳିପାରେ । ଜାତୀୟ ଗଣାମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ କଂଗ୍ରେସ ପାର୍ଟିର…

ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା କରିପାରିବେନି ଟ୍ୟୁସନ୍‌!

ଭୁବନେଶ୍ୱର . - ସରକାରଙ୍କ ଆଦେଶ ପତ୍ର ନଂ- ୪୧୬୪/RDE ୩୧.୦୩.୨୦୧୭ ଅନୁସାରେ କୌଣସି ବେତନ ଭୋଗୀ ଶିକ୍ଷକ ଶିକ୍ଷୟତ୍ରୀ,(ଲେକଚରର୍‌) ଆଧ୍ୟ୍ୟାପକ ,ଅଧ୍ୟ୍ୟପିକା କିମ୍ବା ଡେମନଷ୍ଟ୍ରେଟର କୌଣସି ଛାତ୍ର ଛାତ୍ରୀ ଙ୍କୁ ପ୍ରାଇଭେଟ୍‌ ଟ୍ୟୁସନ କରିପାରିବେ ନାହି । ସରକାର ଏହି ନିୟମ ପ୍ରଣୟନ…

ହାଲୁଆ ଉତ୍ସବରୁ ଆରମ୍ଭ ହେଲା ବଜେଟ କାମ

ନୂଆଦିଲ୍ଲୀ . - ଦିଲ୍ଲୀ ସଂସଦ ଭବନ ନର୍ଥ ବ୍ଲକରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ୍‌ ପାଇଁ ହାଲୁଆ ଉତ୍ସବରୁ କାମ ଆରମ୍ଭ ହୋଇଛି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ହାଲୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୌଣସି କାମ ଆରମ୍ଭରେ ହାଲୁ ଶୁଭ ବୋଲି…

ଦୀର୍ଘାୟୁ ର ରହସ୍ୟ

ସୁସ୍ଥ ରହବା ପାଇଁ ସନ୍ତୁଳିତ ଆହାର ଏବଂ ଆୟୁର୍ବେଦ ଶାସ୍ତ୍ର ଅନସୁାରେ ଦିନଚର୍ଯ୍ୟା, ରାତିଚର୍ଯ୍ୟା ଓ ଋତଚୁର୍ଯ୍ୟା ପାଳନର ଏକାନ୍ତ ଆବଶ୍ୟକତା ଅଛି। ସାଧାରଣ ରୋଗର ଚିକିତ୍ସା ପାଇଁ ହାତ ପାଆନ୍ତାରେ ତଥା ବାଡ଼ିବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷଲତାକୁ ଚିହ୍ନି ତା’ର ଔଷଧୀୟ…

ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି

ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍‌ କମ୍‌ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର…

ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶନିବାରରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ…

“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ”

ନୂଆଦିଲ୍ଲୀ . - ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି । ଏହି ଅଧିବେଶନରେ…

 ଓଡିଶାରେ  ବଦଳିଲା ସରକାରୀ ଅଫିସ୍‌ ସମୟ ଏବେ ଦିନ ୧୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଅଫିସ୍‌

ଭୁବନେଶ୍ୱର . - ରାଜ୍ୟ ସରକାର ଏବେ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ସମୟ ପରିବର୍ତ୍ତନ କରିଛନ୍ତି  । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟ ଏବେ ଅଫିସ୍‌ ଖୋଲା ରହିବା ସହ କର୍ମଚାରୀ ଉପସ୍ଥିତ ରହି କାମ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦେଶାନାମା ଜାରି କରାଯାଇଛି  ।…

ଧନୀ ମନ୍ଦିର, ଗରିବ ଦେବତା

ନୂଆଦିଲ୍ଲୀ: ଭାରତ ହେଉଛି ମନ୍ଦିରମାନଙ୍କର ଦେଶ । ଏଠାରେ ଯେତେ ମନ୍ଦିର, ସେତେ ହି ସେଥିରେ ରହସ୍ୟ ଓ ଭିନ୍ନ ଭିନ୍ନ ମାନ୍ୟତା ଲୁକକାୟିତ ରହିଛି । ମନ୍ଦିର ଉପରେ ବିଶ୍ୱାସ ରଖୁଥିବା ଲୋକମାନଙ୍କର ଅଭାବ ନାହିଁ । ଏହି ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମନ୍ଦିର ହେଉଛି ତିରୁପତିର…

ଆୟୁଷ୍ମାନ ଯୋଜନାରେ ୧୫ ହଜାର ଲୋକ ନେବେ ପ୍ରଶିକ୍ଷଣ

ରାଞ୍ଚି: ଦେଶରେ ଗରିବମାନଙ୍କୁ ଭଲ ଚିକିତ୍ସାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ରାଷ୍ଟୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଓ ଆଇସିଆଇସିଆଇ ଫାଉଣ୍ଡେସନ ହାତ ମିଶାଇଛି । ଦୁଇ ସଂଗଠନ ଅସହାୟମାନଙ୍କ ପାଖରେ…