ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ ଲୋକା ର୍ପିତ

ଭୁବନେଶ୍ୱର, - ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ଲୋକର୍ପିତ ହୋଇଯାଇଛି । ‘ବିଜୁ ପଟ୍ଟନାୟକ ସ୍ମୃତିଫଟୋ ଗ୍ୟାଲେରୀ’କୁ ବାଚସ୍ପତି ଡ. ସୂର୍ୟନାରାୟଣ ପାତ୍ର ଲେ।କା ର୍ପଣ କରିଛନ୍ତି। ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସି ଦ୍ୱାରା…

ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇ ଚୁକ୍ତି ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର - ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମୁ୍ୟନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସି ପିଏଲ୍‌)…

ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର - ସୋମବାର ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଦିଆନ୍‌ ଗଣମାଧ୍ୟମକୁ କହିଛନ୍ତି…

ରବି ଧାନ ସଂଗ୍ରହ ସଂପର୍କିତ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର - ସୋମବାରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୧୮-୧୯ ରବି ସଂଗ୍ରହଣ ଋତୁରେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି…

‘ଫନୀ’ କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନ୍‌ସନ୍‌

ଭୁବନେଶ୍ୱର - ‘ଫନୀ’ ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା ଯଥା-ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନ୍‌ସନ୍‌ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବରେ ଗୋଟିଏ ମାସର ପେନ୍‌ସନ୍‌ ରାଶି ପ୍ରଦାନ…

ପରିବର୍ତ୍ତିତ ଜୟବାୟୁ ମ୍ୟାଲେରିଆ ରୋଗର ଅନ୍ୟତମ କାରଣ

ଭୁବନେଶ୍ୱର: ଅଧିକାଂଶ ସମୟରେ ଆଜିକାଲି ପାଗ ବଦଳୁଛି, କେତେବେଳେ ବର୍ଷାରେ ପାଗ ଥଣ୍ଡା ପଡୁଛି ତ କେତେବେଳେ ଗରମରେ ଲୋକ ଛଟପଟ ହେଉଛନ୍ତି । ଦିଲ୍ଲୀରେ ପାଗ ବଦଳିବା କାରଣରୁ ଲୋକଙ୍କୁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗରେ ପଡୁଛନ୍ତି । କାରଣ ଏହିପରି ପାଗରେ ସବୁଠାରୁ ବେଶୀ ମଶା ହୋଇଥାନ୍ତି, ଯାହା…

ସାଇରନ୍‌ ଶଦ୍ଦରେ ଚୋର ଛାନିଆଁ, ବ୍ୟାଙ୍କରୁ ଡରି ପଳେଇଲେ

ଢେଙ୍କାନାଳ . ଢେଙ୍କାନାଳରେ ଥିବା ଏକ ବ୍ୟାଙ୍କର ଶାଖାରେ ରାବିବାର ରାତିରେ ଚୋରି ଉଦ୍ୟମ୍‌ ଅସଫଳ ହୋଇଛି । ଷ୍ଟ୍ରଙ୍ଗ ରୁମ୍‌ରେ ଲାଗିଥିବା ସାଇରନ୍‌ ଚୋରାମାନେ ତାଲା ଭାଙ୍ଗୁଥିବା ବେଳେ ବାଜି ଉଠିବାରୁ ଚୋରମାନେ ପ୍ରାଣ ବିକଳରେ ସେହି ସ୍ଥାନ ଛାଡି ପଳାଇଛନ୍ତି । ଢେଙ୍କାନାଳ ସହରେ ଥିବା…

୬ ବର୍ଷର ନାବାଳିକାକୁ ଅପହରଣ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କଲେ ପୁଲିସ ଅଧିକାରୀ

ରାମପୁର . - ଜଣେ ୬ ବର୍ଷୀୟା ନାବାଳିକାକୁ ଅପହରଣ କରିବା ପରେ ବଳାତ୍କାର କରି ହତ୍ୟା କରିଥିବା ଅଭିଯୁକ୍ତୁକୁ ପୁଲିସ ଏନ୍‌କାଉଣ୍ଟର କରିଛି । ରାମପୁର ଏସ୍‌ପି ଅଜୟ ପାଲ୍‌ ଶର୍ମାଙ୍କ ଗୁଳିରେ ଅଭିଯୁକ୍ତ ନାଜିଲ୍‌ ଗୁରୁତର ହୋଇଛି । ଅଭିଯୁକ୍ତର ଦୁଇ ଗୋଡରେ ଗୁଳି ବାଜିଛି । ଏହି ଅଭିଯୁକ୍ତକୁ…

ପ୍ରଥମ କରି ପିଲା ସ୍କୁଲ ଯାଉଥିଲେ…

ଭୁବନେଶ୍ୱର: କୁହାଯାଇଥାଏ ଯେ, ପିଲାମାନଙ୍କର ପଢିବା- ଲେଖିବା ଘରୁ ଆରମ୍ଭ ହୋଇଥାଏ । ସେମାନେ ଯାହା ଦେଖିଥାନ୍ତି, ତାହା କରଥାନ୍ତି । ଏଥିପାଇଁ ଜରୁରୀ ଯେ ପିଲାମାନଙ୍କୁ ଖାଲି ଭଲି ଅଭ୍ୟାସ ଶିଖାନ୍ତୁ ନାହିଁ ବରଂ ସମୟ ସମୟରେ ତାଙ୍କର ମାର୍ଗଦଶନ କରିବା ଆବଶ୍ୟକ । ଗୋଟିଏ ପିଲାର ମସ୍ତିକ ଖୋଲା…

କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ

ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ । ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି ,…