Sign in
Sign in
Recover your password.
A password will be e-mailed to you.
ପୁନେରେ କାନ୍ଥ ଭୁଶୁଡ଼ି ୧୭ ମୃତ
ପୁନେ: ମହାରାଷ୍ଟ୍ରର ପୁନେରେ କାନ୍ଥ ଭୁଶୁଡ଼ିବାରୁ ଶୁକ୍ରବାର-ଶନିବାର ରାତି ଏକ ବଡ଼ ଦୁର୍ଘଟଣା ଘଟିଛି । କୋଢବାରେ କାନ୍ଥ ଢଳିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହୁରି କିଛି ଲୋକ ଆହତ ହୋଇଛିନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି…
ଓଡ଼ିଶା ବଜେଟ ୨୦୧୯-୨୦ : ସରକାରଙ୍କ ଜନମଙ୍ଗଳ ଯ଼ୋଜନା, ବିପର୍ୟ୍ୟୟ ପରିଚାଳନା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଓଡିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ…
ରଥଯାତ୍ରା ସହ ଜଡିତ କିଛି ବିଶେଷ ତଥ୍ୟ
ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡିଥାଏ। ଭଗବାନ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହ ରଥରେ ବିଜେ କରନ୍ତି। ଏହି ରଥର ଅନ୍ୟ ନାମ ଘୋଷ ଯାତ୍ରା, ମହାବେଦୀ ମହୋଉତ୍ସବ, ପତିତପାବନ ଯାତ୍ରା ଦକ୍ଷିଣାଭିମୁଖୀ ଯାତ୍ରା, ଗୁଣ୍ଡିଚା ମହୋଉତ୍ସବ, ନବଦିନ…
ବିଧାୟକଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ଅଧିକାରୀ ଆଇସିୟୁରେ ଭର୍ତ୍ତି
ଇନ୍ଦୋର: ଭାରତୀୟ ଜନତା ପାର୍ଟିର ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ପୌରପାଳିକାର ଅଧିକାରୀଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପଲାସିଆ ଅଂଚଳରେ ଥିବା ପୌରପାଳିକାସ୍ଥିତ ଘରୋଇ ହସ୍ପିଟାଲର ଡାକ୍ତର ଶୁକ୍ରବାର ଏହା…
ଗର୍ଭବତୀଙ୍କ ପାଇଁ ଗୁଆସେମି ଔଷଧ ଭଳି କରେ କାମ
ଭୁବନେଶ୍ୱର: ଗୁଆସେମି ପରିବା ଠାରୁ ଅଧିକ ଏହା ଏକ ଔଷଧ ଅଟେ । ଏଥିରେ ଉଭୟ ପ୍ରୋଟିନ ଓ ଫାଇବର ଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-କେ, ଭିଟାମିନ-ସି, ଭିଟାମିନ-ଏ, ଫୋଲିକଏସିଡ ଓ କାର୍ବୋହାଇଡେଟସ ସହିତ ପ୍ରଚୁର ମାତ୍ରାରେ ଖଣିଜ, ଫସଫରସ, କ୍ୟାଲସିୟମ, ଆୟରନ, ଓ ପୋଟାସିୟମ ମଧ୍ୟ ମିଳିଥାଏ ।…
ବଜେଟ ଉପସ୍ଥାପନା ପୂର୍ବରୁ ମନମୋହନସିଂଙ୍କୁ ଭେଟିଲେ ନିର୍ମଳା ସୀତା ରମଣ
ନୂଆଦିଲ୍ଲୀ . -- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ସାଧାରଣ ବଜେଟକୁ ଉପସ୍ଥାପନ କରିବେ । ଏଥିପାଇଁ ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ମାତ୍ର ଏହା ପୂର୍ବୁର ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ଓଜେଇଇ ୨୦୧୯ ନାମରେ ପ୍ରକାଶିତ ଜାଲ ବିଜ୍ଞାପନ ଉପରେ ସ୍ପଷ୍ଟୀକରଣ
ଭୁବନେଶ୍ୱର,- ଜୁନ୍ ୨୧ ତାରିଖ ଦିନ ଏକ ସ୍ଥାନୀୟ ସମ୍ବାଦପତ୍ରରେ ଓଜେଇଇ-୨୦୧୯ ନାପରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା ।
ସେଥିରେ ବି.ଟେକ୍ କୋର୍ସରେ ଆଡ୍ପିସନ୍ ସହିତ ଓଜେଇଇ ହେଲପ୍ଲାଇନ୍ ଭାବେ ଦୁଇଟି ପୋବାଇଲ୍ ନମ୍ବର ପଧ୍ୟ
ଦିଆଯାଇଥିଲା ।
ଏ ସମ୍ବନ୍ଧରେ ଓଜେଇଇ ପକ୍ଷରୁ ଏକ…
ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳିକରି ହତ୍ୟା
ଫରିଦାବାଦ: ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି । କିଛି ଦୁବୃର୍ତ୍ତ ବିକାଶ ଚୌଧୁରୀଙ୍କୁ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେକ୍ଟର ୯ସ୍ଥିତ ମାର୍କେଟରେ ଦିନଦ୍ୱିପ୍ରହରରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ…
ନିଃସ୍ୱାର୍ଥ ମନରେ ଭଲ କାମ କରିଥିଲେ ଭାବନ୍ତୁ ନାହିଁ ଏଥିରୁ କ’ଣ ଲାଭ ମିଳିବ
ଭୁବନେଶ୍ୱର: ପ୍ରଚଳିତ ଲୋକକଥା ଅନୁସାରେ ପୁରାତନ ସମୟରେ କୌଣସି ଏକ ନଦୀ କୂଳରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ଥ ରହୁଥିଲେ । ସେହି ଆଶ୍ରମର ଆଖପାଖରେ ବହୁତ ଗୁଡିଏ ଲମ୍ବା ଲମ୍ବା ଘାସ ହୋଇଯାଇଥିଲା । ସନ୍ଥ ସେହି ଘାସରୁ ଟୋକେଇ ବନାଇବା କଳା ଜାଣିଥିଲେ । ଗୋଟିଏ ଦିନ ସନ୍ଥ ଆଶ୍ରମକୁ ସଫା କଲେ ଓ…
ଲଘୁଚାପ ଯୋଗୁଁ ଜୁନ ୩୦ ତାରିଖ ରବିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର - ବଙ୍ଗୋପ ସାଗର ଉପରେ ଏକ ଲଘୁଚାପ ଘନୀଭୂତ ହେଉଛି । ଏହା ଘନୀଭୂତ ହେବାଫଳରେ ରବିବାରୁଠାରୁ ଉପକୂଳବର୍ତ୍ତୀ ଓଡିଶା ସହ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଏକ ତାରିଖ ବେଳେକୁ ଏହ ଅବପାତରେ ପରିଣତ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ । ଏହାର ପ୍ରବାବରେ…