Sign in
Sign in
Recover your password.
A password will be e-mailed to you.
ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ୱଜ
ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧
ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ)
ରଥର ଚକ ସଂଖ୍ୟା- ୧୪
ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ
ରଥର ଅଧିଶ୍ବର ଦେବତା- ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ
ରଥର ଆୟୁଧ- ହଳ ଓ ମୂଷଳ…
ଟ୍ୱିଟ କରି ରଥ ଯାତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ . - ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀ ରଥଯାତ୍ରାରେ ଶୁଭ କାମନ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅହମ୍ମଦାବାଦରେ ଅନୁଷ୍ଠିତ ରଥଯାତ୍ରାର ଫଟୋ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସେ ସମସ୍ତଙ୍କର ସ୍ୱାସ୍ଥ୍ୟ , ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।
Best wishes to everyone on…
ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥ ଯାତ୍ରା
ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା.
ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ…
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷର ବର୍ଣ୍ଣନା
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ
ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ
ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬
ରଥ ରକ୍ଷକ- ଇନ୍ଦ୍ର
ରଥାଧୀପ- ବୈନତେୟ
ରଥ ଧ୍ବଜାରେ- ହନୁମାନ
ରଥପାଳ- ଭୈରବ, ନରସିଂହ…
ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭିନ୍ନ ଭିନ୍ନ ସ୍ଥାନରେ ୨୨ ମୃତ
ମୁମ୍ବାଇ: ମହାରାଷ୍ଟ୍ରରେ ମୌସୁମୀ ବର୍ଷାରେ ସେମାବାର-ମଙ୍ଗଳବାର ରାତି ଭିନ୍ନ ଭିନ୍ନ ସ୍ଥାନରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କେବଳ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁନେ ଜିଲ୍ଲାରେ ୬ ଜଣ ଜୀବନ ହରାଇଛନ୍ତି । ପ୍ରବଳ ବର୍ଷାରେ କାନ୍ଥ ଗୁଡ଼ିକ…
ଜମ୍ମୁ କଶ୍ମୀର: ସଡ଼କ ଦୁର୍ଘଟଣାରେ ୩୫ ମୃତ
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏକ ମିନି ବସ ଖାଳକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ…
ମହାଭାରତରେ ଲୁଚି ରହିଛି ସଫଳତାର ରହସ୍ୟ
ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଏମିତି କିଛି ଗ୍ରନ୍ଥ ଓ ପୁରାଣ ରହିଛି, ଯାହା ଆମକୁ ଜୀବନ ଦର୍ଶନ ଓ ପଥ ପ୍ରଦର୍ଶନ ବାବଦରେ ରାସ୍ତା ଦେଖାଇଥାଏ । ମହାଭାରତ ମଧ୍ୟ ଏମିତି ଏକ ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବାର ମନ୍ତ୍ର ଲୁଚି ରହିଛି । ମହାଭାରତ ଅନୁସାରେ ଯଦି ଆପଣ…
ଆପଣଙ୍କ ବିଶ୍ୱାସ ମୋତେ ଏହି କାର୍ଯ୍ୟକ୍ରମରେ ପୁଣି ଥରେ କଥା କହିବାକୁ ସୁଯୋଗ ଦେଇଛି: ମୋଦୀ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର କ୍ଷମତାକୁ ଦ୍ୱିିତୀୟ ଥର ପାଇଁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ‘ ମନ କୀ ବାତ’ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ନିର୍ବାଚନ ସମୟରେ…
ମୁଜାଫରପୁର ଶିଶୁ ମୃତ୍ୟୁ ଘଟଣା: ଡାକ୍ତର କହିଲେ- ୪୦% ପିଲା ଲିଚୁ ଖାଇ ନାହାନ୍ତି
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ହେଉଥିବା ପିଲାମାନଙ୍କର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦିଲ୍ଲୀର ଏକ ଟିମ ଇନସେଫାଲଇଟିସ ବିଷୟରେ ଗମ୍ଭୀରତାର ସହିତ ଅନୁଧ୍ୟାନ କରିଛନ୍ତି । ସେମାନେ ପାଇଛନ୍ତି ଯେ ପିଲାମାନଙ୍କୁ ହେଉଥିବା ରୋଗ ଇସ୍ନୋଫଲାଇଟିସ ପରି ନୁହେଁ ବରଂ ଏହାର ଲକ୍ଷଣ ଇସ୍ନୋଫଲାଇଟିସ ପରି…
ପ୍ରଦୂଷଣ ନେଉଛି ଜୀବନ, ମହିଳାଙ୍କ ପାଇଁ ଅଧିକ ବିପଦ
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏପରିକି ଘରେ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗୃହିଣୀ ମହିଳାମାନେ ଘର ଭିତରେ ଅଧିକାଂଶ ସମୟ ରହୁଥିବାରୁ ସେମାନେ ଅଧିକ ମାନସିକ ସ୍ତରରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।…