Sign in
Sign in
Recover your password.
A password will be e-mailed to you.
କାହିଁକି ଟଙ୍ଗା ଯାଏ ଲଙ୍କା ଓ ଲେମ୍ବୁ ଏହାର ବୈଜ୍ଞାନିକ ଅବଲୋକନ ଓ ବିଶ୍ୱାସ
ଲଙ୍କା ଓ ଲେମ୍ବୁ ଓହଳାଇବା ଭାରତୀୟ ସମାଜରେ ଧନର ଦେବୀ ଲକ୍ଷ୍ମୀଙ୍କୁ କୁହାଯାଏ। ତାଙ୍କର ଯାଆଁଳା ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, ଯାହାକୁ ଓଡ଼ିଶାର ଲୋକେ ଅଲକ୍ଷଣୀ କହନ୍ତି। ଏହି ଅଲକ୍ଷ୍ମୀଙ୍କ ନଜର କାଳେ ଦୋକାନ ଓ ଗାଡ଼ି ଉପରେ ପଡ଼ିଯିବ ସେଥିପାଇଁ ସେମାନେ ଲଙ୍କା ଓ ଲେମ୍ବୁ ଓହଳାଇଥା’ନ୍ତି।…
ଦାରୁବ୍ରହ୍ମଙ୍କୁ ଲାଗି ହେଉଥିବା ଫୁଲ , ତୁଳସୀ ଟାହିଆ ଓ ଏହି ଦୟଣାମାଳି ସେବକ ରାମଚନ୍ଦ୍ର ରଣାଙ୍କ ପରିବାର
ମହାପ୍ରଭୁ ଶ୍ରୀଜଗନ୍ନାଥ ଫୁଲ ପ୍ରେମୀ. ମହାପ୍ରଭୁଙ୍କୁ ପ୍ରତିଦିନ ତରାଟ,ଟଗର ଗୋଲାପ ପଦ୍ମ ଆଦି ଫୁଲ ସହ ତୁଳସୀ ଲାଗି କରାଯାଏ. ମହାପ୍ରଭୁଙ୍କ ବେଶ ସହ ନିତୀରେ ବ୍ୟବହାର ହୁଏ ଫୁଲ. ପହଣ୍ଡି ସମୟରେ ଟାହିଆରେ ବି ଫୁଲ ଲଗାଯାଇ ଥାଏ. ଆଉ ଏହି ଟାହିଆର ଫୁଲକୁ କାଳିକା ଦେବୀ ସାହିରେ ରହୁଥିବା…
କେନ୍ଦ୍ରୀୟ ବଜେଟରେ ଚାବାହାର ବନ୍ଦର ପାଇଁ କମିଲା ବ୍ୟୟବରାଦ , ଇରାନର ଚିନ୍ତା
ନୂଆଦିଲ୍ଲୀ . - ଇରାନରେ ଥିବା ଚାବାହାରରେ ଭାରତ ପକ୍ଷରୁ ଏକ ବନ୍ଦର ନିର୍ମାଣ କରାଯାଉଛି । ସୁରକ୍ଷା ଓ ନୌବାଣିଜ୍ୟ ଦୃଷ୍ଟିରୁ ଏହା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ମାତ୍ର ଚଳିତ ବର୍ଷ ଏହାର ବ୍ୟୟ ବରାଦ କମ୍ କରାଯାଇଛି। ଏହାକୁ ନେଇ ଇରାନ୍ ସାମାନ୍ୟ ଚିନ୍ତା ପ୍ରକାଟ କରିଛି ।…
କାହିଁକି ନନ୍ଦି ଘୋଷରଥ ଭାଙ୍ଗିଲେ ମହାଲକ୍ଷ୍ମୀ
ଜଗ୍ଗଜନନୀ ମା' ମହାଲକ୍ଷ୍ମୀ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ରୁକ୍କୁଣୀ ବିବାହ ସମ୍ପନ୍ନ ହେବାର କିଛି ଦିନ ପରେ ମହାପ୍ରଭୁ ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହ ରଥଯାତ୍ରାରେ ଜନ୍ମ ଭୂମିରେ ବିରାଜ ମାନ କରିଛନ୍ତି ।
ବିବାହ ସରିଛି, ହେଲେ ବୈବାହିକ ଜୀବନ ଆରମ୍ଭ ହୋଇନାହିଁ . ସମସ୍ତ ବିଧି ମଧ୍ୟ…
କିଏ ଦିଅନ୍ତି ରଥ ଦକ୍ଷିଣ ମୋଡ ଆଦେଶ, କେଉଁ ରଥ ଆଗ ହୁଏ ଦକ୍ଷିଣ ମୋଡ !
ରଥ ଯାତ୍ରାରେ ଓଡିଆ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ । ଏଥିରେ ଭାଇ ଭଉଣୀ ମଧ୍ୟରେ ଥିବା ସ୍ନେହ ମମତା, ପତ୍ନୀଙ୍କ ଅଭିମାନ , ପତି ପତ୍ନୀଙ୍କୁ ମନାଇବାର କୌଶଳ, ବନ୍ଧୁ ଘରକୁ ବୁଲିବାକୁ ଯିବା , ନିଜ ଜନ୍ମ ମାଟିକୁ ମନେ ରଖି ସେଠାରୁ ଯିବା ଜନ୍ମ ମାଟିର ମୋହା , ଭକ୍ତଙ୍କ ଗହଣକୁ ଭଗବାନ୍…
ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ
ଭୁବନେଶ୍ୱର: ଘର ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉତ୍କଳ ଆଲୁମିନାର ସିଏସ୍ଆର୍ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି। ୬୮ ବର୍ଷୀୟା ଶ୍ରୀମଣୀ ମୁଦୁଲିଙ୍କୁ ପଚାରନ୍ତୁ। ସେ ହେଉଛନ୍ତି ଅଣ୍ଡିରାକାଂଚ ଗ୍ରାମର ଅନ୍ୟତମ ଉପେକ୍ଷୀତ…
ରଥର ଦକ୍ଷିଣ ମୋଡ
ହେରାପଞ୍ଚମୀରେ ଲକ୍ଷ୍ମୀ ରଥ ଭାଙ୍ଗିଛନ୍ତି . ଦେବୀ ସୁଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରରେ ତିନି ରଥର ଦକ୍ଷିଣ ମୋଡ ନୀତି ସମ୍ପାଦିତ ହେବ . ତିନି ରଥ ନିକଟକୁ ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ କରିବା ପରେ ରଥଗୁଡିକୁ ନାକଚଣା ଦ୍ବାର ସମ୍ମୂଖରେ ଲଗାଯିବ . ଏହି କ୍ରମରେ ବାହୁଡା…
କର୍ଣ୍ଣାଟକ: କଂଗ୍ରେସରୁ ନିଲମ୍ବିତ ବିଧାୟକ ବିଜେପିରେ ହେବେ ସାମିଲ!
ବେଙ୍ଗାଲୁରୁ: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କର୍ଣ୍ଣାଟକରେ ରାଜନୀତି ଜୋର ଧରିଛି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଅନେକ ବିବାଦ ଦେଖାଯାଉଛି । ନିକଟରେ ରାଜ୍ୟ ରାଜନୀତି ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । କଂଗ୍ରେସରୁ ନିଲମ୍ବିତ ବିଧାୟକ ରୋଶନ ବେଗ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟିରେ…
ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ
ରାୟପୁର: ପୁଲିସ ଏନକାଉଣ୍ଟରରେ ମଙ୍ଗଳବାର ଛତିଶଗଡ଼ର ସକୁମା ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ସଂରକ୍ଷିତ ଗାର୍ଡର ସହଯୋଗରେ କୋବ୍ରା ବାଟାଲିଅନର ଯବାନମାନେ ସର୍ଚ୍ଚ ଅପରେଶନ ସମୟରେ ଦୋବାକଣ୍ଟା ଜଙ୍ଗଲରେ ନକ୍ସଳକୁ ନିପାଲ କରିଛନ୍ତି । ଯବାନମାନେ…
ଚତୁର୍ଦ୍ଧା ମୂର୍ତ୍ତି ଚାରି ବେଦ, ବଳରାମ ଦାସଙ୍କ ଅନୁସାରେ ନୟନ ହିଁ ତ୍ରିମୂର୍ତ୍ତି
ଓଡ଼ିଆ ରାମାୟଣର ରଚୟିତା ବଳରାମ ଦାସ ତିନି ମୂର୍ତ୍ତିଙ୍କ ତତ୍ୱକୁ ଶରୀର ତତ୍ୱ ସହ ତୁଳାନା କରିଛନ୍ତି ।
ଡୋଳାଭିତରେ ଧଳା ଯେହୁଁ । ବଳଭଦ୍ର ଅଟେ ସେହୁ ॥
ତଥି ଉପରେ କଳା ଯେହୁଁ । ସୁଭଦ୍ରା ଅଟେ ସେହୁ ॥
ତହିଁରେ ପିତୁଳାଯେ ଜାଣ । ଶ୍ରୀ ଜଗନ୍ନାଥ ତାକୁ ଚିହ୍ନ ॥
ଶରୀର ନୟନରେ…