Sign in
Sign in
Recover your password.
A password will be e-mailed to you.
ଜାମ୍ମୁ-କାଶ୍ମୀରର ୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ, ଇଣ୍ଟରନେଟ୍ ଓ ଫୋନ୍ ସେବା ବନ୍ଦ ରହିବ
ଶ୍ରୀନଗର-
- ଜାମ୍ମୁ ଜିଲ୍ଲାରୁ ଉଠିଲା ୧୪୪ ଧାରା
- କାଶ୍ମୀର ଘାଟୀର ଅନେକସ୍ଥାନରେ ଖୋଲିଲା ସ୍କୁଲ କଲେଜ
-୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ
-ଇଣ୍ଟରନେଟ୍ ଓ ଫୋନ୍ ସେବା ଏବେ ବନ୍ଦ ରହିବ ।
- ତେବେ ଶ୍ରୀନଗରରେ ୧୦ ହଜାର ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ…
ନାଲି ମାଂସ ଖାଇବା ହୋଇପାରେ ସ୍ତନ କର୍କଟର ଅନ୍ୟତମ କାରଣ
ନୂଆଦିଲ୍ଲୀ: ସ୍ୱାଦ ଦୃଷ୍ଟିରୁ ଲାଲ ମାଂସ(ରେଡ ମିଟ) ଲୋକମାନଙ୍କ ପାଇଁ ଆକର୍ଷକ ହୋଇପାରେ କିନ୍ତୁ କେହି ମଧ୍ୟ ଏଥି ସହିତ ଜଡିତ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଅଣଦେଖା କରିପାରିବେ ନାହିଁ । ଗବେଷକମାନଙ୍କ ମତରେ ଲାଲ ମାଂସ ଖାଇଲେ ସ୍ତନ କର୍କଟର ସମସ୍ୟା ବଢିପାରେ କନ୍ତୁ କୁକୁଡା ମାଂସ…
ରାମ ଜନ୍ମଭୂମି ଗୁରୁତ୍ୱପୂର୍ଣ୍ଣ ସ୍ଥାନ: ରାମଲାଲ ବିରାଜମାନ
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ତୃତୀୟ ଦିନ ଶୁଣାଣୀ ବେଳେ ରାମଲାଲ ବିରାଜମାନଙ୍କ ତରଫରୁ ‘ଜନନୀ ଜନ୍ମଭୁମିଶ୍ଚ ସ୍ୱର୍ଗାଦପି ଗରିୟସୀ’ ଶ୍ଲୋକର ଉଦାହରଣ ଦେଇ କୁହାଯାଇଛି ଯେ, ଜନ୍ମଭୁମି ଯେକୌଣସି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାମଙ୍କ ଜନ୍ମସ୍ଥାନର ଅର୍ଥ ଗୋଟିଏ ଏମିତି ସ୍ଥାନ…
ଠିକ୍ ଭାବେ କାମ କରୁ ନଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ
ଯାଜପୁର . - ଯାଜପୁର ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗରେ କିଛି ଦୁର୍ବଳ ପ୍ରଦର୍ଶନକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିକାପ୍ରସ୍ତୁତ କରିଚ୍ଥି ।
ଲୋକେ ତ୍ୱରିତ ନ୍ୟାୟ ନ ପାଉଥିବାରୁ ଏହି କର୍ମଚାରୀଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ…
ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ- କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ
କଟକ- ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ କରି ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିବେ । ସ୍ୟାଟ ଉଚ୍ଛେଦ ନେଇ ନିକଟରେ ପ୍ରକାଶିତ ବିଜ୍ଞପ୍ତିକୁ ଆଇନଜୀବୀମାନେ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡିଶା
ହାଇକୋର୍ଟ ବାର ସମେତ କଟକରେ ଥିବା ବିଭିନ୍ନ ଆଇନଜୀବୀ ସଂଘର ସଦସ୍ୟମାନେ…
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ସହ ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ
ନୂଆଦିଲ୍ଲୀ .- ଦେଶର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତଥା ଭୁପେନ ହଜାରିକା ଓ ନାନାଜୀ…
୩୦ ମିନିଟରେ କେମିତ ନେବେ ଓ୍ୱାଟରପ୍ରୁଫ ମେକ୍ଅପ୍, ଜାଣନ୍ତୁ ଟିପ୍ସ
ଭୁବନେଶ୍ୱର: ଏବେ ବର୍ଷା ଋତୁ ଚାଲିଛି । ଏମିତିରେ ମେକଅପ କେମିତି ନେବେ ଏହା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ଏହି ଋତୁରେ ମେକଅପ ୱାଟରପ୍ରୁଫ ରଖନ୍ତୁ । ୱାଟରପ୍ରୁଫ ମେକଅପ ପାଇଁ ମୁହଁରେ ଷ୍ଟୁଡିଓ ଫିକ୍ସ, ସୁଫଲେ ବା ମୁଜର ବବହାର କରିପାରିବେ । ଏହା ମୁହଁରେ ଲଗାଇଲେ ପାଉଡରରେ ଭଳି…
୨୦୦୫-୦୬ରୁ ଅନେକ ବସ୍ତୁରେ ଜିଆଇ ଟ୍ୟାଗ ପାଇଛି ଓଡ଼ିଶା ,ଜାଣନ୍ତୁ
ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି ।
ଏଥି ମଧ୍ୟରେ ୮ଟି…
ରାଜ୍ୟର କେତକ ସ୍ଥାନରେ ବନ୍ୟା ପରିସ୍ଥିତି
ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ---- ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ପ୍ରଭୃତି କେତେକ ଜିଲ୍ଲାର ବିଭିନ୍ନ ଅଞ୍ଚଳ…
ଆଇପିଏସ୍ ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ
ଭୁବନେଶ୍ୱର . - ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀଭାବେ ବିଜୟ କୁମାର ଶର୍ମା ଏହି…