ପୂଜାରେ କରନ୍ତୁ ମାଲପୁଆ

ଆବଶ୍ୟକ ସାମଗ୍ରୀ ଅଟା – ଆବଶ୍ୟକ ପରିମାଣରେ କଦଳୀ – ୨ଟି ଚିନି – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ଚାମଚ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ…

ଚିଙ୍ଗୁଡି ବେସରର ପ୍ରସ୍ତୁତି ପ୍ରଣାଳୀ

ଚିଙ୍ଗୁଡି ବେସରର ସ୍ୱାଦ ଅଲଗା । ଅଧିକାଂଶ ଉତ୍ସବ ଓ ବାହାଘରରେ ଚୁଙ୍ଗୁଡି ବେସର ହୋଇଥାଏ ଚିଙ୍ଗୁଡି ବେସରର ସୁଆଦ ନିଆରା । ଏହା ଅତି ସ୍ୱାଦଷ୍ଟ ଆବଶ୍ୟକୀୟ ଜିନିଷ ଚିଙ୍ଗୁଡି ୨୫୦ ଗ୍ରାମ ଧନିଆ ଗୁଣ୍ଡ ୧୦ ଗ୍ରାମ୍ ଡାଲଚିନି ୧୫ ଗ୍ରାମ୍ ପାନମଧୁରିଗୁଣ୍ଡ ୫୦ ଗ୍ରାମ୍,(ବଟା ପାନ ମଧୁରୀ ବି…

ମାଛ ବେସରର ପ୍ରସ୍ତୁତି ପ୍ରଣାଳୀ

ପୂଜାରେ ଅନେକ ଶକ୍ତି ପୀଠରେ ମାଛ ବେସର ହୋଇଥାଏ । ମାଛ ବେସରର ସୁଆଦ ନିଆରା । ଏହା ଅତି ସ୍ୱାଦଷ୍ଟ ଆବଶ୍ୟକୀୟ ଜିନିଷ ସମୁଦ୍ର ମାଛ ହେଲେ ଭଲ ମାଛ ଏକ କିଲୋ ଧନିଆ ଗୁଣ୍ଡ ୧୦ ଗ୍ରାମ୍ ଡାଲଚିନି ୧୫ ଗ୍ରାମ୍ ପାନମଧୁରିଗୁଣ୍ଡ ୫୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ) ବଟା…

ପୂଜାରେ ହେଉଥିବା ନିରାମିଷ ବେସରର ପ୍ରସ୍ତୁତି ପ୍ରଣାଳୀ

ଓଡିଆ ଘରର ପୂଜା ମାନଙ୍କରେ ବେସର ହୋଇଥାଏ । ଏହା ଉଭୟ ଆମିଷ ଓ ନିରାମିଷ ହୋଇପାରେ । ତେବେ ନିରାମିଷ ବେସର କରିବେ କେମିତି ଆବଶ୍ୟକୀୟ ଜିନିଷ ଧନିଆ ଗୁଣ୍ଡ ୧୦ ଗ୍ରାମ୍ ଡାଲଚିନି ୧୫ ଗ୍ରାମ୍ ପାନମଧୁରିଗୁଣ୍ଡ ୧୦ ଗ୍ରାମ୍,(ବଟା ପାନ ମଧୁରୀ ବି ବ୍ୟବହାର କରିପାରିବେ) ବଟା ସୋରିଷ ୩୦…

ହିମାଳୟ ପ୍ୟୁରିଫାଇଙ୍ଗ ନିମ ଫେସୱାସ ପକ୍ଷରୁ ଭୁବନେଶ୍ୱରରେ ସର୍ବ ଭାରତୀୟ ଅଭିଯାନ “ମାଇଁ ଫାର୍ଷ୍ଟ ପିମ୍ପଲ” ର ତୃତୀୟ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସୱାସ ବ୍ରାଣ୍ଡ ହିମାଳୟାନ ପ୍ୟୁରିଫାଇଙ୍ଗ ନିମ ଫେସ ୱାସ ପକ୍ଷରୁ ଅଭିଯାନ “ମାଇଁ ଫାର୍ଷ୍ଟ ପିମ୍ପଲ” ର ତୃତୀୟ ପର୍ଯ୍ୟାୟ ସାନ୍ତନୁ ଇଂରାଜୀ ମିଡିୟମ ବିଦ୍ୟାଳୟରେ ଆୟୋଜିତ ହୋଇଛି। “ମାଇଁ ଫାର୍ଷ୍ଟ ପିମ୍ପଲ” ଅଭିଯାନ ଏକ ସ୍ୱତନ୍ତ୍ର ପଦକ୍ଷେପ ଯାହା ୧୩-୧୪ ବର୍ଷର…

ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁର ପ୍ରଭାବ, ୨୦୦ ରକ୍ତ ନମୁନାରୁ ୩୦ ପଜେଟିଭ୍‌

କଟକ- ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷାରୁ ଡେଙ୍ଗୁ ରୋଗ ଥିବା ଚିହ୍ନଟ କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ…

ଖୁବ୍‍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ

କଟକ- ଖୁବ୍‍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ କରାଯିବ । କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କଟକ ବଡ଼ ଡାକ୍ତରଖାନାରେ ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମଧ୍ୟ ମୁଣ୍ଡରେ ଖପୁରୀ ନ ଥିବାରୁ ସେ…

ସିସୋର୍‍ ଚିଟ୍‍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ୮ଟି ମାମଲାରେ ଜାମିନ ମଞ୍ଜୁର

କଟକ - ସିସୋର୍‍ ଚିଟ୍‍ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ପୃଥକ ଭାବେ ଦାୟର ୮ଟି ଆଗୁଆ ଜାମିନ୍‍ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜାମିନ୍‍ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ…

ଗାଡି କାଗପତ୍ର ପ୍ରସ୍ତୁତ ପାଇଁ ଭୁବନେଶ୍ୱରରେ ଖୋଲିବ ଅତିରିକ୍ତ ୫ କେନ୍ଦ୍ର

ଭୁବନେଶ୍ୱର - ଗାଡି ଚାଳକମାନେ ସୁବିଧାରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଏଣିକି ଅତିରିକ୍ତ କେନ୍ଦ୍ର ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲାଯିବ ବୋଲି ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା…

୫ଜଣ ନବନିଯୁକ୍ତ ଆଇଏଏସ ଅଫିସରଙ୍କୁ ପୁରୀ ଦାୟିତ୍ୱ

ପୁରୀ - ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉନ୍ନତିକରଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ୫ଜଣ ନବନିଯୁକ୍ତି ଆଇଏଏସ ଅଫିସରଙ୍କୁ ପୁରୀ ପଠାଇଛନ୍ତି । ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର…