ପୂଜାରେ କରନ୍ତୁ ମାଲପୁଆ

0 5,394

ଆବଶ୍ୟକ ସାମଗ୍ରୀ
ଅଟା – ଆବଶ୍ୟକ ପରିମାଣରେ
କଦଳୀ – ୨ଟି
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରୁ କଡ଼େଇରେ ଗୋଲ ଗୋଲ କରି ପକାଇ ଛାଣନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ତାପରେ ଏକ ପାତ୍ରରେ ଚିନି ଓ ପାଣି ନେଇ ଗରମ କରନ୍ତୁ। ଚିନିରୁ ସିରା ପ୍ରସ୍ତୁତ ହୋଇଗଲେ ସେଥିରେ ଛାଣିଥିବା ପିଠାକୁ ପକାଇ କିଛି ସମୟ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଲପୁଆ।

Leave A Reply