କେମିତି କରିବେ ଚକୁଳି ପିଠା
ଓଡିଶାର ଘରେ ଘରେ ଚକୁଳି ପିଠା ହୋଇଥାଏ । ଏବେ ଚକୁଳି ପିଠା କରିବା ଅତି ସହଜ । ଏହି ପ୍ରଣାଳୀରେ କରନ୍ତୁ ଚକୁଳି ପିଠା
ଚୋପା ଛଡ଼ା ବିରି – ୨ କପ
ଅରୁଆ ଚାଉଳ – ୪ କପ
ପାଣି – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁସାରେ
ତେଲ – ୩ ଚାମଚ
ପ୍ରଣାଳୀ-
ପ୍ରଥମେ ଚାଉଳ ଓ ବିରିକୁ ପାଣିରେ…