ଯୁକ୍ତ ଦୁଇ ପ୍ରଥମ ବର୍ଷ କଲେଜ ପରିବର୍ତ୍ତନ ପାଇଁ ସାମସ୍‌ ଓ୍ୱେବସାଇଟ୍‌ରେ ଆବେଦନ ୧୯ ତାରିଖରୁ ଆରମ୍ଭ

ଭୁବନେଶ୍ୱର - ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ କଲେଜ ପରିବର୍ତ୍ତନ ପାଇଁ ସାମ୍‍ସ ୱେବ୍‍ସାଇଟ୍‍ samsodisha.gov.in › Juniorwebରେ ଆବେଦନ କରିପାରିବେ । ଆଜିଠାରୁ ଆସନ୍ତା ୧୯ତାରିଖ ସୁଦ୍ଧା ଇଚ୍ଛୁକ ଛାତ୍ରଛାତ୍ରୀ ଅନ୍‍ଲାଇନ୍‍ ମାଧ୍ୟମରେ…

ଛୁଟି ଦିନରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ

ଭୁବନେଶ୍ୱର  - ସରକାରୀ ଛୁଟି ଦିବସରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସୁବିଧାକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା…

ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ…

ଭୁବନେଶ୍ୱର - ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ…

ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର

ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ୨୦୧୮ ମସିହା ସକାଶେ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜୁକ୍‍ଙ୍କୁ ମନୋନୀତ କରାଯାଇଥିବାବେଳେ ୨୦୧୯ ସକାଶେ ଅଷ୍ଟ୍ରିଆର ପିଟର ହାଣ୍ଡକେଙ୍କୁ ଚୟନ…

ଟ୍ରେନରୁ ୧୧ କିଲୋଗ୍ରାମ ସୁନା ଜବତ

ଝାରସୁଗୁଡା - ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଗୁରୁବାରରେ ୧୧ କିଲୋଗ୍ରାମ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪କୋଟିରୁ ଅଧିକ ଟଙ୍କା ହେବ ।ଘଟଣାରୁ ଜଣାପଡିଛି ଯେ, ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ…

ଭୁବନେଶ୍ୱର ସୁରଟ୍‍-ବିମାନ ସେବା ଜାନୁଆରୀ ଏକ ତାରିଖରୁ ଆରମ୍ଭ ହେବ

ଭୁବନେଶ୍ୱର - ଗୁଜରାଟ୍‍ର ସୁରଟ୍‍ ସହରରେ ରହୁଥିବା ଓଡିଆଙ୍କ ପାଇଁ ଏଣିକି ଗମନାଗମନରେ ଆଉ ବିଶେଷ କିଛି ଅସୁବିଧା ହେବନାହିଁ । ବିମାନ ଯୋଗେ ସେମାନେ ଭୁବନେଶ୍ୱରରୁ ସୁରଟ୍‍ ଯାଇପାରିବେ । ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ତାରିଖରୁ ଭୁବନେଶ୍ୱରରୁ ସୁରଟ୍‍କୁ ସିଧାସଳଖ ବିମାନସେବା ଆରମ୍ଭ ହେବ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାର ୧୧ ଅକ୍ଟୋବର ୨୦୧୯ ଦିନ ସାଢ଼େ ବାରଟାରୁ ସାଢ଼େ ୩ଟା…

ସବୁଠି ଭସାଣୀ ପୁରୀରେ ଗୋସାଣୀ

ପୁରୀ - ବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଜୟାଦଶମୀ ପରଦିନ ଏକାଦଶୀରେ ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହିଯାତ୍ରା ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା । ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର…

ଦୁର୍ନୀତି କରିବା ମହଙ୍ଗା ପଡିଲା , ପୁଣି ବିଦା ହେଲେ କୋଟିପତି ସରକାରୀ ବାବୁ, ଜବତ ହୋଇଥିବା ଏକ କୋଟି କ୍ୟାଶ

ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓ.ଏଫ୍‍.ଏସ୍‍. ଅଫିସର ତଥା ପୂର୍ବତନ ଡିଏଫ୍‍ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ମିଳିଛି । ଭିଜିଲାନ୍ସ ଯାଞ୍ଚ ମାମଲାରେ ପ୍ରମାଣ ପାଇବା…

ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ

ବେଙ୍ଗାଲୁର - ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’…