ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଛି୨୦୦ ଟଙ୍କା କୁପନ , ପ୍ଲେ ଷ୍ଟୋରରୁ କିଣି ପାରିବେ କୌଣସି…

ନୂଆଦିଲ୍ଲୀ ୧୦।୧୧............ ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୦୦ ଟଙ୍କା ମିଳୁଛି। ଏହି ଟଙ୍କାରେ ପ୍ଲେ ଷ୍ଟୋରରୁ କୌଣସି ଗେମ୍‌ କିଣି ପାରିବେ । ପବଜି ମୋବାଇଲ୍‌ ସିଜିନ୍‌ର ୧୦ରେ ନୂଆ ଦି ରୁଇନସ୍‌ ମ୍ୟାପ ରହିଛି । ଏହି କୁପନର ଲିମିଟେଡ୍‌ ଭ୍ୟାଲିଡିଟି ରହିଛି ।…

ବୁଲବୁଲ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ବର୍ତ୍ତମାନ ପାରାଦ୍ୱୀପଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ଦକ୍ଷିଣ ଆଡ଼କୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ…

ଶନିବାରରେ ଆସିବ ଅଯୋଧ୍ୟା ମାମଲାର ରାୟ

ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ଶେଷ ହୋଇଛି । ଆସନ୍ତାକାଲି ଶନିବାର ପୂର୍ବାହ୍ନରେ ଏହାର ରାୟ ପ୍ରକାଶ ପାଇବ । ଶନିବାର ସକାଳ ୧୦ଟା ୩୦ ସମୟରେ ଏହା ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ । ଏଥିପାଇଁ ଉତ୍ତରପ୍ରଦେଶର ବିଭିନ୍ନ…

ଦିପାବଳୀ ପାଳନ କରିବାର କାରଣ

ଏହି ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ସୀତା ଓ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିର ପ୍ରତୀକ ସ୍ୱରୂପରେ ଅଯୋଧ୍ୟା ବାସୀ ତେଲରେ ଦୀପ ଲଗାଇ ଆଲୋକତ୍ସବର ପାଳନ କରିଥିଲେ। ଏହି କାରଣରୁ ଏହାକୁ ଆଲୋକର ପର୍ବ ଭାବେ…

ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ବଙ୍ଗଳାଦେଶ ଆଡକୁ ମୁଁହଉଛି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ “ବୁଲ୍‍ବୁଲ୍‍” ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍‍ଲ୍‍ବୁଲ୍‍’ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର…

ଉ  ତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍‍ଲ୍‍ବୁଲ୍‍’ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ପ୍ରଭାବରେ ଉପକୂଳ ତଥା ଉତ୍ତର ଓଡ଼ିଶାରେ ପବନ ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା…

ଆସୁଛି ନୂଆ ଫାୟାର ଆର୍ମ ନିୟମ, ଜଣେ ବ୍ୟକ୍ତି ଗୋଟିଏ ବନ୍ଧୁକ, ନିୟମ ଖିଲାପ କଲେ ୧୦ ବର୍ଷରୁ ଆଜୀବନ ଜେଲ୍‌

ଆସୁଛି ନୂଆ ଫାୟାର ଆର୍ମ ନିୟମ, ଜଣେ ବ୍ୟକ୍ତି ଗୋଟିଏ ବନ୍ଧୁକ, ନିୟମ ଖିଲାପ କଲେ ୧୦ ବର୍ଷରୁ ଆଜୀବନ ଜେଲ୍‌ ନୂଆଦିଲ୍ଲୀ -- ଏବେ ସରକାର ଫାୟାର ଆର୍ମ ପାଇଁ ନୂଆ ନିୟମ ପ୍ରଣୟନ କରିବାପାଇଁ ଯାଉଛନ୍ତି । ତିନଥର ଫାୟାର ଆର୍ମ ନିୟମ ଖିଲାପ କଲେ ୧୦ ବର୍ଷର ଜେଲ୍‌ ଦଣ୍ଡ ପ୍ରବାଧାନ ରହିଛି । ଏହା…

୨ହଜାର ଟଙ୍କା ପାଇଁ ୫୦ ଅଣ୍ଡା ଖାଇବାକୁ ଚାଲେଞ୍ଜ ମାରି ୪୨ ଟି ଖାଇ ମରିଗଲେ

୨ହଜାର ଟଙ୍କା ପାଇଁ ୫୦ ଅଣ୍ଡା ଖାଇବାକୁ ଚାଲେଞ୍ଜ ମାରି ୪୨ ଟି ଖାଇ ମରିଗଲେ ଲକ୍ନଉ- ମାତ୍ର ଦୁଇ ହଜାର ଟଙ୍କା ବ ବାଦି ମାରି ଜନଙ୍କନଜୀବନ ଯାଇଛି । ଜଣେ ବ୍ୟକ୍ତି ପଚାଶ ଅଣ୍ଡା ଖାଇ ଦେବେ ବୋଲି ବାଦୀ ମାରି ଥିଲେ । ସେ ୪୧ ଟି ଅଣ୍ଡା ଖାଇ ଥିଲେ । ୪୨ ଟି ଖାଇବା ବେଳକୁ ଅଣନିଶ୍ୱାସୀ ହେବ…

ଆଜି ହେଉଛି ଶୁଭ ଧନ୍‍ତେରସ୍‍

ଆଜି ହେଉଛି ଶୁଭ ଧନ୍‍ତେରସ୍‍ । ଆଜି ଲୋକେ ଧନର ଦେବୀ ମା’  ଲକ୍ଷ୍ମୀ ଓ କୁବେର, ଭଗବାନ୍‍ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବାପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏହି ଅବସରରେ ସୁନାଗହଣା କିଣିବାପାଇଁ ସୁନା ଦୋକାନରେ ଭିଡ଼ ଲାଗି ରହିଛି ।