୮୧ ଅ।ସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ

ରାଞ୍ଚି --- ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିପାଇଁ ନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଝାରଖଣ୍ଡର ୧୯ଟି ଜିଲା ସମ୍ବେଦନଶୀଳ । ୧୩ଟି ଜିଲା ଅତି ସମ୍ବେଦନଶୀଳ । ଏହିସବୁ ଜିଲାରେ ମାଓବାଦୀଙ୍କ ସକ୍ରିୟ ରହିଛନ୍ତି । ଏଥିପାଇ ଏହି ସବୁ…

ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର - ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟାରୁ ୭ଟା ୧୫ ମିନିଟ୍‍ ମଧ୍ୟରେ ଏଲ୍‍.ସି.-୩ ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍‍କ୍ଷେପଣ କରାଯାଇଥିଲା । ଏକହଜାର କିଲୋଗ୍ରାମ ଓଜନ ବିଶିଷ୍ଟ

ଅଭୟଙ୍କୁ ପୁଲିସ୍‍ ଡିଜି ,ସୁନୀଲ ରାୟଙ୍କୁ ହୋମ୍‍ଗାର୍ଡ଼ ଏବଂ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି

ଭୁବନେଶ୍ୱର - ୧୯୮୬ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅଭୟଙ୍କୁ ପୁଲିସ୍‍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ ନ୍ୟାସନାଲ୍‍ ପୁଲିସ୍‍ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଭୟ ପୁଲିସ୍‍ ଡିଜି ଭାବେ ଦାୟିତ୍ୱ ଗ୍ରହଣ

ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ -ଚଳିତବର୍ଷର ବାର୍ତ୍ତା ହେଉଛି କାହାକୁ ପଛରେ ଛାଡିବା ନାହିଁ

ନୂଆଦିଲ୍ଲୀ - ଆଜି ହେଉଛି ବିଶ୍ୱ ଶୌଚାଳୟ ଦିବସ । ଜାତିସଂଘ, ବିଶ୍ୱ ଶୌଚାଳୟ ସଂଗଠନ ଓ ୟୁ.ଏନ୍‍.ୱାଟର ଆନୁକୂଲ୍ୟରେ ୨୦୧୩ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଉଛି । ସ୍ୱଚ୍ଛତାର ଅଭାବ ବିଭିନ୍ନ ରୋଗର କାରଣ । ତେଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି…

କୁନ୍ଦଲୀ ମାମଲାର ହେବ ଏସ୍‌ଆଇଟି ତଦନ୍ତ

କଟକ - କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ୍‍ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‍. ଜାଭେରୀ ଓ ଜଷ୍ଟିସ କେ. ଆର୍‍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଏହି ଘଟଣାରେ ସ୍ପେଶାଲ ଇନ୍‍ଭେଣ୍ଟିଗେସନ ଟିମ୍‍ (ଏସ୍‍ଆଇଟି) ଗଠନ କରିବା ପାଇଁ ନିର୍ଦ୍ଦେଶ…

ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‍. ଶେଶାନଙ୍କର ପରଲୋକ

ଚେନ୍ନାଇ - ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‍. ଶେଶାନଙ୍କର ଗତକାଲି ରାତିରେ ହୃଦ୍‍ଘାତରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ୧୯୫୫ ବ୍ୟାଚ୍‍ର ତାମିଲନାଡୁର କ୍ୟାଡରର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ…

ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ

ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍‍ ସମ୍ପର୍କୀତ ପ୍ରସ୍ତାବ ଗୃହୀତ କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ…

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ, ୫ ଜଣଙ୍କର ମୃତ୍ୟୁ ସୂଚନା

ଭୁବନେଶ୍ୱର -  ବାତ୍ୟା ବୁଲ୍‍ବୁଲ୍‍ର ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ  ଫସଲ ନଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର  ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଟ୍‍ ନଷ୍ଟ ହୋଇଥିବା ଫସଲ  ମଧ୍ୟରୁ ୨ଲକ୍ଷରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ୩୩…

ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି

ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍‍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…

ଅଯୋଧ୍ୟାରେ ହେବ ରାମ ମନ୍ଦିର -ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - ବହୁ ପ୍ରତିକ୍ଷୀତ ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡାନ୍ତ ରାୟ ଗତକାଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି । ଅଯୋଧ୍ୟାର ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରିବାପାଇଁ ଏହି ଜମିକୁ ଏକ ଟ୍ରଷ୍ଟ ହାତକୁ ହସ୍ତାନ୍ତର କରିବା ସକାଶେ ୩ରୁ ୪ ମାସ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ…