ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ

କଟକ ୦୪।୦୧ - କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ…

ପେନସନ୍‌ରେ ଇପିଏଫ୍‌ଓ ଦେବାକୁ ଯାଉଛି ଏହି ସୁବିଧା, ୬.୩ ଲକ୍ଷ କର୍ମଚାରୀଙ୍କୁ ହେବ ସୁବିଧା

ନୂଆଦିଲ୍ଲୀ ୨୮।୧୨ - ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କର୍ମଚାରୀଙ୍କୁମାନଙ୍କର ପେନସନ୍‌ ଯୋଜନା ଅନ୍ତର୍ଗତରେ ଆଂଶିକ ଭାବେ ବା କମ୍ୟୁଟେସନ୍‌ର ସୁବିଧା ଦେବା ପାଇଁ ଯାଉଛି । ୨୦୨୦ ଜାନୁଆରୀ ତାରିଖରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ । ଏଥିରେ ୬.୩ ଲକ୍ଷ…

ଆଉ ୪ ଦିନ କୋହଲା ପାଗ, ସାରା ରାଜ୍ୟରେ ଶୀତ ଲହରୀ ଜାରି

ଭୁବନେଶ୍ୱର -- ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । କୋହଲା ପାଗ ଓ ଘନକୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୋନ୍‍ପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ଥିବାର…

ବଲାଙ୍ଗିରରେ ଏଲ୍‍.ପି.ଜି. ବଟଲିଂ ପ୍ଲାଣ୍ଟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ବଲାଙ୍ଗୀର -- ବଲାଙ୍ଗିର ଜିଲ୍ଲାର ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍‍ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ପରେ ତାଙ୍କ…

ଟାଟା ମ୍ୟାନେଜ୍‌ମେଣ୍ଟକୁ NCALTର ଝଟକା , ସାଇରସ୍‌ମିସ୍ତ୍ରୀ ପୁଣି ହେବେ ଟାଟା ଗ୍ରୁପର ଚେୟାରମ୍ୟାନ

ନୂଆଦିଲ୍ଲୀ --- ୨୦୧୬ ମସିହାରେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟାର ଚେୟାରମ୍ୟାନ ପଦର ହଟାଇ ଦିଆଯାଇଥିଲା । ରତନ ଟାଟା ଓ ସାଇରସ୍‌ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ତାଙ୍କୁ ପଦରୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସାଇରସ୍‌ ମିସ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବୋର୍ଡ…

ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା

କଟକ -- ଓଡ଼ିଶା ରାଜ୍ୟ ଆଇନ୍‍ସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ତାଙ୍କର ଆଇନ୍‍ଗତ ଅଧିକାରୀ ଏହି କେନ୍ଦ୍ରରର ଦ୍ୱାରସ୍ଥ ହୋଇପାରିବେ । ମଧ୍ୟସ୍ଥଙ୍କ ଜରିଆରେ ଏହି…

ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…

ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ…

ନୂଆଦିଲ୍ଲୀ --- ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ ୧୦ ବର୍ଷ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‍ ଗତକାଲି ସଂସଦର ଅନୁମୋଦନ ଲାଭ କରିଛି । ବିଲ୍‍ ଅନୁଯାୟୀ ଏହି ସଂରକ୍ଷଣ ବ୍ୟବସ୍ଥା…

ବକେୟା ବିଲ୍‌ ନଦେଲେ କଟିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର -- ରାଜ୍ୟରେ ବିଜୁଳି ବିଲ୍‍ ବକେୟା ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି । ସଠିକ୍‍ ସମୟରେ ସେହି ଉପଭୋକ୍ତାମାନେ ବିଦ୍ୟୁତ ବିଲ୍‍ ପୈଠ କରିନାହାନ୍ତି । ଏହି ବକେୟା ବିଲ୍‍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଯାଏଁ ସମୟ ଦିଆଯାଇଛି । ଏହା…

ମହିଳାଙ୍କ ଉପରେ ହିଂସା ମାମଲାର ଶୀଘ୍ରନ୍ୟାୟ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍‍ କୋର୍ଟ

ଭୁବନେଶ୍ୱର --- ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଏହି ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା…