ଭୁବନେଶ୍ୱର ଏମସ୍‌ରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ

ଭୁବନେଶ୍ୱର -- ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମସ୍‌ରେ ହିନ୍ଦୀ ଭାଷାର ପ୍ରଚଳନ ନେଇ ନିର୍ଦ୍ଦେଶନାମା ଜାରି କରାଯିବା ପ୍ରସଙ୍ଗକୁ ଉଭୟ ବିଜେଡ଼ି ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ଏ ସମ୍ପର୍କରେ ଆଜି ବିଜେଡ଼ି ସାଂସଦ ଓ ବିଧାୟକମାନଙ୍କ ଏକ ପ୍ରତିନିଧି…

୨୪ ତାରିଖରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର ୨୨।୦୨।୨୦୨୦ ----ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ରୁ ୨୬ ତାରିଖ ଚାରି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼,…

ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତର

ମଦନପୁର -- ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଗତକାଲି ରାତିରେ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ମଦନପୁର ରାମପୁର ନିକଟ କେନ୍ଦୁଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି ।…

ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାରେ ସଡକ ଦୁର୍ଘଟଣା ୩ ମୃତ ୭ ଗୁରୁତର

ଝାରବାହିଲି -- ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟ ଝାରବାହିଲି ବୁଲାଣିରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣହାନୀ ଓ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ମିନିଟ୍ରକରେ ଉଲୁଣା ବ୍ଲକ୍‍ ଖେମାଲୋଏ ଗ୍ରାମରୁ ଏକ ବାଜିପାର୍ଟି ଦଳ…

ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କଲେ

ଭୁବନେଶ୍ୱର ୨୨.୦୨.୨୦୨୦ - କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା। ଏନେଇ ହାଇଦ୍ରାବାଦ କ୍ରିକେଟ୍‍ ଆସୋସିଏସନ୍‍କୁ ଚିଠି ଲେଖିବା ସହ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି ଶ୍ରୀ ଓଝା। ଭାରତୀୟ କ୍ରିକେଟ୍‍ ଦଳ ତରଫରୁ ସେ ମୋଟ ୧୮ଟି…

କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ

ସୁନ୍ଦରଗଡ଼ -- ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…

୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି

ଭୁବନେଶ୍ୱର -- ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ,…

ବିଦ୍ୟୁତ୍‍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ

ଭୁବନେଶ୍ୱର --- ବିଦ୍ୟୁତ୍‍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି । ବିଦ୍ୟୁତ୍‍ ତାର ଲାଗି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ…

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା – ଗ୍ରହଣ କରାଯାଇଛି ଏହି ବ୍ୟବସ୍ଥା

ଭୁବନେଶ୍ୱର ୧୮।୦୨ - ବୁଧବାରରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ସ୍ପର୍ଶ ଦିଆଯାଇଛି । ଚଳିତବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୨ ହଜାର ୭୬୩ଟି ପରୀକ୍ଷା…

ଜାଣନ୍ତୁ – ରାଜ୍ୟ ବଜେଟ୍‌ରେ କାହା ପାଇଁ ଦିଆଯାଇଛି କେତେ ଅର୍ଥ

ଭୁବନେଶ୍ୱର ୧୯।୦୨- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାରରେ ଓଡ଼ିଶା ବିଧାନସଭାରେ ୨୦୨୦-୨୧ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ୍‍ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍‍ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସର୍ବାଧିକ ଲୋକଙ୍କୁ…