କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର -  କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ସୂଚନା ଦେଇଛନ୍ତି ଏହାର ନିର୍ଦେଶକ ଡାକ୍ତର ଗୀତାଂଜଳୀ ପଦ୍ମନାଭନ। ସେ କହିଛନ୍ତି ଯେ ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ…

ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ…

ଭୁବନେଶ୍ୱର -  ରାଜ୍ୟରେ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । ନିର୍ଦ୍ଦେଶାବଳୀ…

କରୋନା ରୋଗୀଙ୍କୁ ଚିକିତ୍ସାକୁ ନେଇ ବିବାଦିତ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର - ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସ୍‍ପେନସରୀରେ ଡାକ୍ତର ଲଳିତ ବେହେରାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ଆଇନ୍‍ ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାପାଇଁ କାମ ଆରମ୍ଭ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ବୈଷୟିକ ମହାବିଦ୍ୟାଳୟରେ ୫୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ…

ପୃଥିବୀରେ ୬ ଲକ୍ଷ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ - କରୋନା ଭୂତାଣୁ ସଂକ୍ରମଣରେ ସର୍ବଶେଷ ସୂଚନା ଅନୁଯାୟୀ ବିଶ୍ୱବ୍ୟାପୀ ୫ଲକ୍ଷ ୯୪ହଜାର ୭୯୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୩୩ହଜାର ୬ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ୨୭ହଜାର ୨୫୫ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ସର୍ବାଧିକ ୧ଲକ୍ଷ ୨ହଜାର ୫୬୮ଜଣ ସଂକ୍ରମିତ ହୋଇଥିବାବେଳେ…

ଲକ୍‌ଡାଉନ୍‌ ସମୟରେ ୨ହଜାର ୨ ଶହ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨ ହଜାର ୨ ଶହ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଏଥିରେ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ସମସ୍ତ…

ହେଲ୍‍ପ୍‍ ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ‘ସାଧନ’ ହେଲ୍‍ପ୍‍ ଲାଇନ୍‍

ଭୁବନେଶ୍ୱର - ରାଜ୍ୟରେ ଅତ୍ୟବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍‍ପ୍‍ ଲାଇନ୍‍ ଆରମ୍ଭ କରିଛନ୍ତି । ସେହି ହେଲ୍‍ପ୍‍ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ । ଅନ୍ୟପକ୍ଷରେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ଥିବା ଲୋକଙ୍କ ଘର ବାହାରେ ଷ୍ଟିକର୍‍ ଲଗାଯିବାକୁ…

୧୦୦ ଡାଏଲ୍‌ କରି କିମ୍ବା ଥାନାରୁ ଲକ୍‌ ଡାଉନ୍‌ ବେଳେ ଅତ୍ୟାବଶକୀୟ କାମ ପାଇଁ ପାଇ ପାରିବେ ପାସ୍‌

  ଭୁବନେଶ୍ୱର -  ଲକ୍‍ଡାଉନ୍‍ ସମୟରେ କଟକ ଏବଂ ଭୁବନେଶ୍ୱରରେ ପାସ୍‍ ନ ଥିଲେ କୌଣସି ଗାଡ଼ି ଗଡ଼ିବ ନାହିଁ ବୋଲି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ କୁହାଯାଇଛି । ଅତି ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପୁଲିସ୍‍ଠାରୁ ପାସ୍‍ ଆଣିବା ବାଧ୍ୟତାମୂଳକ ବୋଲି ପୁଲିସ୍‍ କମିଶନର ସୁଧାଂଶୁ…

କଡା କଡି ଭାବେ ପାଳନ କରାଯିବ ଲକ୍ ଡାଉନ୍‌

ଭୁବନେଶ୍ୱର - ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବାବେଳେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ଜନତା କର୍ଫ୍ୟୁ ସହିତ ରାଜ୍ୟରେ କେତେକ ଜିଲ୍ଲା ଓ ସହରରେ ଲକ୍‍ଡାଉନ୍‍ ଘୋଷଣା…

କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ ୨୩.୦୩ - କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ କୁହାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିବାବେଳେ ହାଇକୋର୍ଟଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ପାଳିକରି ଆସିବାକୁ ନିର୍ଦ୍ଦେଶ …