ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ ୧୫.୦୪- ଦେଶବ୍ୟାପି ଜାରି ଲକଡାଉନ୍‍ ସମୟସମୀମା ବଢ଼ାଇ ଦିଆଯାଇଥିବାରୁ ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ୍‍ ସେବାକୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ସବୁ ଟିକେଟ୍‍ କାଉଣ୍ଟର ଓ ୟୁଟିଏସ୍‍ ଏବଂ ପିଆର୍‍ଏସ୍‍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି…

ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ମୋଟ୍‍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ

ଭୁବନେଶ୍ୱର - ପାଠ୍ୟପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି । ମୋଟ୍‍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାସ କହିଛନ୍ତି । ସେହି ୮ଟି ବିଷୟ ହେଉଛି ସାହିତ୍ୟସିନ୍ଧୁ, ସ୍କିଲ ଅଫ୍‍ କମୁନିକେଟିଭ୍‍ ଇଂଲିସ୍‍,…

କୃଷିପାଇଁ ‘ଆମ କୃଷି’ ସେବାର ହେଲ୍ପଲାଇନ୍‌ ନମ୍ବର ଜାରି

ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଅମଳ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରିଛନ୍ତି । ‘ଆମ କୃଷି’ ଓ ‘ଏମ୍‍ କିଷାନ’ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ…

ଜାଣନ୍ତୁ ଏହି ଭାଇରାଲ୍‌ କଥା କେତେ ସତ କେତେ ମିଛ – ଲକ୍‌ଡାଉନ୍‌ ସମୟରେ ପ୍ରତ୍ୟେକ ଭାରତୀୟଙ୍କୁ ମୋଦୀ ସରକାର…

ବେଙ୍ଗାଲୁର - ଏବେ ଲକ୍‌ଡାଉନ୍‌ ସମୟରେ ଅନେକ ମିଛ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଅନେକ ଲୋକ ଗୁଜବ କରିବା ପାଇଁ ପଛଉ ନାହାନ୍ତି । ଲକ୍‌ଡାଉନ୍‌ ସମୟରୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ…

କୁମ୍ଭକର୍ଣ୍ଣଙ୍କ ଖାଇବା-ଶୋଇବାର ପୁନାରାବୃତ୍ତି:ଏହେ କୋଭିଡ୍ ଲକ୍‌ଡାଉନ୍‌ରେ ଦେଉଛି ପ୍ରେରଣା

ନୂଆଦିଲ୍ଲୀ - କରୋନା ଲକ୍‌ଡାଉନ୍‌ପାଇଁ ଦୂରଦର୍ଶନରେ ୧୯୮୭ ମସିହାର ଲୋକପ୍ରିୟା ଧାରାବାହିକ ରାମାୟଣ ମହାଭାରତ ସହ ଅନେକ ଅନ୍ୟ ଧାରାବାହିକ ପ୍ରସାରିତ ହେଉଛି । ଦୂରଦର୍ଶନରେ ଏହି ସବୁ ଧାରାବାହିକ ପ୍ରସାରିତ ହେଉଛି । କୋଟ କୋଟି ଦର୍ଶକ ଏହି ଧାରାବାହିକକୁ ଉପଭୋଗ କରୁଛନ୍ତି । ଲୋକମାନେ ରାମ,…

ହେଲିକପ୍ଟର ମନି – ଜାଣନ୍ତୁ ହେଲିକପ୍ଟର ମନି କଣ, କରୋନା ସଙ୍କଟରେ କିପରି କରିବ ସାହାଯ୍ୟ

ନୂଆଦିଲ୍ଲୀ - କଳ୍ପନା କରନ୍ତୁ ଆପଣ ଶୋଇକରି ଉଠିବା ବେଳେ ଦେଖିବେ ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହୋଇଛି । ଏହା ଏକ କଳ୍ପନା ମାତ୍ର । ଏହା କେବଳ ହେଲିକପ୍ଟର ମନି ଦ୍ୱାରା ସମ୍ଭବ । ହେଲିକପ୍ଟର ମନି ହେଉଛି ସରକାର ଆକାଉଣ୍ଟରେ ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଥିବା ଟଙ୍କା । ଏହା…

ଧ୍ୟାନ ଦିଅନ୍ତୁ- ଆରୋଗ୍ୟ ସେତୁ ଆପ୍‌ ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ଇ-ପାସ୍ ଭାବରେ କାର୍ଯ୍ୟ କରିପାରିବ:…

ନୂଆଦିଲ୍ଲୀ - ଏବେ କେନ୍ଦ୍ର ସରକାର କରୋନା ଭାଇରସ୍‌ ମହାମାରୀ ବିଷୟରେ ବିଭିନ୍ନ ତଥ୍ୟ ଦେବା ପାଇଁ ଆରୋଗ୍ୟ ସେତୁ ଆପ୍‌ ଲଞ୍ଚ କରିଛନ୍ତି । କରୋନାଭାଇରସ୍ ମହାମାରୀ ମଧ୍ୟରେ ଯାତ୍ରା ପାଇଁ ଆରୋଗିଆ ସେଟୁ ଆପ୍ ଇ-ପାସ୍ ଭାବରେ ବ୍ୟବହୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।…

ଧର୍ମ ପୁରାଣ- ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ…

ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ କରିଥିଲେ। ଏହାପରେ ସେ ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଥିଲେ ଯେ ବିଷୁବ…

ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ

ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ , ହନୁମାନ,ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ…

ନୋ ମାସ୍କ ନୋ ପେଟ୍ରୋଲ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସରକାରଙ୍କର ଏହି ନିୟମକୁ ସମର୍ଥନ କରିବା ସହ ସହଯୋଗର ହାତ ବଢ଼ାଇଛି ରାଜ୍ୟ ପେଟ୍ରୋଲ୍‍ ପମ୍ପ୍‍ ମାଲିକ ସଂଘ । ତେଣୁ ପେଟ୍ରୋଲ ପମ୍ପକୁ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ଯିବା ସମୟରେ…