ଚଳିତ ଶିକ୍ଷାବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରିବା ପାଇଁ ପରାମର୍ଶ ଦେଲେ ୟୁଜିସି ପ୍ୟାନେଲ୍‌- ସମ୍ଭବ ହେଲେ ଅନ୍‌ଲାଇନ୍‌…

ନୂଆଦିଲ୍ଲୀ -  ଏବେ ସାରା ଦଶରେ କରୋନା ଯୋଗୁଁ ଲକ୍‌ଡାଉନ୍‌ । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି ।  ଲକ୍‌ଡାଉନ୍‌ ପରେ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ୟୁଜିସି ପକ୍ଷରୁ ଏକ…

ଅକ୍ଷୟ ତୃତୀୟରେ ଆରମ୍ଭ ହୁଏ ରଥ କାଠ ଅନୁକୂଳ

ପୁରୀ-ଅକ୍ଷୟ ତୃତୀୟଠାରୁ ଶ୍ରୀମନ୍ଦିରର ରଥକାଠ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀନହର ନିକଟରେ ହୋଇଥିବା ରଥଖଳା ନିକଟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଯଜ୍ଞ, ମନ୍ତ୍ରୋପଚାର ପରେ ରଥ କାଠ ଅନୁକୂଳ କରାଯାଏ . ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିର…

ଅକ୍ଷୟ ତୃତୀୟା ଦିବସରେ ଗଙ୍ଗା ନାରାୟଣ ନାମ ଧରି ଯେ କୌଣସି ଜଳାଶୟରେ ସ୍ନାନ କଲେ ପାପ କ୍ଷୟ ହୁଏ

ଅକ୍ଷୟ ତୃତୀୟା, ଚାଷୀମାନଙ୍କ ଚାଷ ଶୁଭ ଅନୁକୂଳର ପର୍ବ। ଏହା ଏକ ପବିତ୍ର ଦିବସ। ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିବସରେ ଯେ କୌଣସି କାର୍ଯ୍ୟ ଆରମ୍ଭ କଲେ ଅତ୍ୟନ୍ତ ଶୁଭଫଳ ମିଳେ ବୋଲି ହିନ୍ଦୁ ମତ ରହିଛି। ଶାସ୍ତ୍ରରେ ରହିଛି ଏହି ପବିତ୍ର…

ଅକ୍ଷୟ ତୃତୀୟାର ବିଶେଷତ୍ୱ

କୁହାଯାଏ ଆଜିର ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା ବେଦବ୍ୟାସ ଏବଂ ପ୍ରଭୁ ଶ୍ରୀ ଗଣେଶ ଆଜିର ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ଏହା ସହ ଘରକୁ ସୁଖ – ସମୃଦ୍ଧି…

 ସିଦ୍ଧି  ଓ ଶୁଦ୍ଧିର ଦିବସ  ଅକ୍ଷୟ ତୃତୀୟା

ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ ଓଡ଼ିଶା ଚାଷୀମାନେ ଅକ୍ଷି ମୁଠି ଅନକୂଳ କରିଥାଆନ୍ତି । ଏହି ଦିବସକୁ ଅତି ପବିତ୍ର ଓ ଶୁଭ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଅକ୍ଷି ମୁଠି ଅନୁକୂଳ କଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ…

ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା

ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିନ୍ତି। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଥାଏ। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ…

ଆଗକୁ ବହୁତ ବଢିବ ସୁନାଦର – ବିଶେଷଜ୍ଞଙ୍କ ମତ, ସୋଭରଜେନ୍‌ ଗୋଲ୍ଡ ବଣ୍ଡରେ ସୁରକ୍ଷିତ ଭାବେ କରନ୍ତୁ ନିବେଶ

ନୂଆଦିଲ୍ଲୀ - ଏବେ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ସୁନାର ଚାହିଦା ହ୍ରାସ ପାଇଛି । ବଜାର ବନ୍ଦ ପଡିଥିବାରୁ ସୁନା ରୂପା କିଣିବାରେ କେହି ଆଗ୍ରହ ଦେଖାଉ ନାହାନ୍ତି । ଗୁରୁବାରରେ ସୁନାଦର ସାମାନ୍ୟ ବୃଦ୍ଧି ପାଇଥିଲା। ୧୦ ଗ୍ରାମ ଶୁଦ୍ଧ ସୁନାଦର ୪୬,୨୦୦ ସ୍ପର୍ଶ କରିଥିଲା । ମାତ୍ର…

ଦେଶର ୯୩ ପ୍ରତିଶତ ଲୋକ ଏହି ଜରୁରୀ ପରିସ୍ଥିତିରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ମୋଦୀ ସରକାରଙ୍କ ପଦକ୍ଷେପକୁ କରୁଛନ୍ତି…

ନୂଆଦିଲ୍ଲୀ - ଏବେ ଦେଶରେ କରୋନା ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଏପ୍ରିଲ ୨୩ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ୭୦୦ ପାଖାପାଖି । ଏହି ଜରୁରୀ ପରିସ୍ଥିତିରେ ମୋଦୀ ସରକାର ଯେପରି କରୋନା ନିୟନ୍ତ୍ରଣ ପାଇଁ ଜୁରୁରୀକାଳିନ…

ସରକାରୀ କର୍ମଚାରୀଙ୍କୁ ଭାରି ପଡିବ ଲକ୍‌ଡାଉନ୍‌, କେନ୍ଦ୍ର ସରକାର ଏମିତି ଭରି ପାରନ୍ତି ଅର୍ଥ କୋଷ

ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅର୍ଥ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିଛି । ସରକାର ଖର୍ଚ୍ଚ କାଟ କରିବାପାଇଁ କର୍ମଚାରୀଙ୍କର କିଛି ଦରମା ପିଏମ୍‌ କେୟାରସ୍‌ ଫଣ୍ଡରେ ଜମା କରିବେ । ୨୦୨୦ ଜାନୁଆରୀରୁ ମିଳିବା ପାଇଁ…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର ୧୬.୦୪ - ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରହୁଛି । ଆଗକୁ ତାତି ଅଧିକ ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ କରିବା ପରେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ…