କଟକରୁ ଭୁବନେଶ୍ୱର ଗଡିଲା ବସ୍‌ 

କଟକ -   ରାଜ୍ୟ ସଡକ ପରିବହନ ନିଗମର ଏକ ବସ କଟକରୁ  ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଛି । ବସଟି ସିଡିଏ ସେକ୍ଟର-୯ରୁ ବାହାରି ସତୀ ଚୌରୀ, ବାଦାମବାଡି ଦେଇ ଯାତ୍ରା କରିଛି। ବସଟିକୁ ସଂପୂର୍ଣ ସାନିଟାଇଜ କରା ଯାଇଥିବା ସହ ସେଥିରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀ ମାସ୍କ ପରିଧାନ କରିଥିଲେ।…

ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି

ପୁରୀ - ପୁରୀ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ବୁଧବାରରେ ଆରମ୍ଭ ହୋଇଛି । ଜୁନ୍‍ ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କର ସ୍ନାନଯାତ୍ରା ଓ ଅଣସର ନୀତି ସମ୍ପର୍କରେ ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ମୁଖ୍ୟ…

ଆତ୍ମନିର୍ଭରଶୀଳ ହେବ ଭାରତ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତସନ୍ଧ୍ୟାରେ…

ବିଶ୍ୱ ସେବିକା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସଂଗ୍ରାମର ଆଗଧାଡିର ଯୋଦ୍ଧା…

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । - ବିଶ୍ୱ ସେବିକା ଦିବସ ଅବସରରେ ମାନ୍ୟବର…

ମେ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‍ ଖାତା ମୂଲ୍ୟାୟନ

ଭୁବନେଶ୍ୱର - ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‍ ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମୂଲ୍ୟାୟନରେ ୨୩ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ପ୍ରତିବର୍ଷ ୧୭ହଜାର…

ଦେଶରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ - ଦେଶବ୍ୟାପି ପର୍ଯ୍ୟାୟ କ୍ରମେ ଯାତ୍ରୀବାହି ଟ୍ରେନ୍‍ ସେବା ଆରମ୍ଭ ହେଉଛି । ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ୩୦ଟି ମାର୍ଗରେ ଚଳାଚଳ କରିବ । ଏଥିପାଇଁ ସେମବାର ସନ୍ଧ୍ୟାରୁ ବୁକିଂ ଆରମ୍ଭ ହୋଇଛି । ସଂରକ୍ଷିତ ଟିକଟର ଅବଧି ୭ ଦିନ ବଳବତ୍ତର ରହିବ । ତେବେ ନିଶ୍ଚିତ ସଂରକ୍ଷିତ…

କଟିବନି କେନ୍ଦ୍ରସରକାରୀ କର୍ମଚାରୀଙ୍କର ଦରମା

ନୂଆଦିଲ୍ଲୀ - କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା ହ୍ରାସ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି । There is no proposal under consideration of Govt for any cut whatsoever in the existing salary…

ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ - କରୋନା ଭାଇରସ ସଂକ୍ରମଣ କାରଣରୁ ବିଭିନ୍ନ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି । ଏମାନେ ବିମାନ ଓ ଜାହାଜରେ ଆସୁଛନ୍ତି । ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି…

ରାଜ୍ୟର କରୋନା ସମ୍ପର୍କୀତ ଅପଡେଟ୍‌

ଭୁବନେଶ୍ୱର - କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ  ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ  ସଂଜୟ କୁମାର ସିଂ ଆଜି…

ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ

ବିଶାଖାପାଟଣା - କିରଣଡୁଲ-ବିଶାଖାପାଟଣା ରେଳ ରାସ୍ତାରେ ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ଘଟଣାରେ ୪ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବୁରାଗୁହାଳୁ-ଚିମିଡିପଲି ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର…