ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ରେଲ୍‌ୱେ କଲୋନୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଭୁବନେଶ୍ୱର : ମୌସୁମୀ ଋତୁ ଭାରତର ଏକ ବହୁ ପ୍ରତିକ୍ଷୀତ ଋତୁ ଅଟେ କାରଣ ଏହା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ସତେଜତାର ଗୁଣ ସହିତ ଏହା ନିଜ ସହ ଅନେକ ରୋଗ ମଧ୍ୟ ଆଣିଥାଏ ଯାହା ବିଶେଷ କରି ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ

ଉତ୍ସବ ଏବଂ ଉତ୍ସବ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଲାଇଭ୍ ହୋଇଛି Amazon.in ନବରାତ୍ରୀ ଷ୍ଟୋର ଭୁବନେଶ୍ଵର: ଚଳିତ ବର୍ଷ Amazon.in ର ନବରାତ୍ରୀ ଷ୍ଟୋର ଗ୍ରାହକଙ୍କ ପାଇଁ ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗ୍ୟାଜେଟ୍ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ଆକର୍ଷଣୀୟ ଚୟନ ସହିତ

ଦେଶବ୍ୟାପୀ ଡେଲିଭରି କ୍ଷମତାକୁ ଉନ୍ନତ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଓ ଆମାଜନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଏହି ସହଭାଗିତା ଇଣ୍ଡିଆ ପୋଷ୍ଟର ସେବା ଓ ପହଂଚକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପ୍ରକ୍ରିୟାଗୁଡିକର ବ୍ୟବହାର କରି ଆଧୁନିକ ଓ ସୁଦୃଢ କରିବା ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି। ଗତ ୧୮ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ନେଟ୍‌ୱର୍କ ମାଧ୍ୟମରେ ଡେଲିଭର କରାଯାଇଥିବା ଆମାଜନ

ଭୁବନେଶ୍ୱରରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଆରମ୍ଭ କରିଛି

ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତିଷ୍ଠାତା ପ୍ରତିଭା

ଆଲେକଜାଣ୍ଡାରଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ ସମ୍ମାନ

ଇଣ୍ଟରଭ୍ୟୁ ଟାଇମ୍ସ ଦ୍ଵାରା ସମ୍ମାନିତ କରାଯାଇଥିବା ଶ୍ରେଷ୍ଠ ୨୦ ଜଣ ବ୍ୟକ୍ତିତ୍ଵଙ୍କ ଭିତରେ ଆଲେକ୍ସ୍ ଅନ୍ୟତମ ଭୁବନେଶ୍ଵର : ଯାଜପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ

ଭୁବନେଶ୍ୱରରେ କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍‌ର ଶୁଭାରମ୍ଭ

ଦେଶବ୍ୟାପୀ ଏହାର ୪୧ତମ ଶୋ’ରୁମକୁ ଚିହ୍ନିତ କରୁଛି ଭୁବନେଶ୍ୱର : କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍‌ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ଦେଶବ୍ୟାପୀ କିସ୍‌ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍‌କୁ

ବିକ୍ରି-ପରବର୍ତୀ ସେବା କ୍ଷେତ୍ରରେ ୧ ନମ୍ବର ସ୍ଥାନରେ ରହିଛି ଓପୋ ଇଣ୍ଡିଆ

ଭୁବନେଶ୍ୱର: ଅତୁଳନୀୟ ସେବା ଅନୁଭୂତି ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତା ସହ ଜଡିତ ହୋଇ ଓପୋ ଇଣ୍ଡିଆ ବିକ୍ରି-ପରବର୍ତୀ ସେବା ପାଇଁ ଗ୍ରାହକ ସନ୍ତୁଷ୍ଟିକରଣ କ୍ଷେତ୍ରରେ ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ଏହାର ୬୨% ଗ୍ରାହକ ନିଜର ଇନ୍‌-ଷ୍ଟୋର୍ ବିକ୍ରି ପରବର୍ତୀ ସେବାକୁ

ବିଶ୍ୱର ପ୍ରଥମ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ଅସ୍ତ୍ରୋପଚାର ଏବେ ଓଡ଼ିଶାରେ ଉପଲବ୍ଧ

ଭୁବନେଶ୍ୱର : ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି ।

ଡିଜିଟାଲ୍ ଗୋଲ୍ଡରେ ଦୈନିକ ସଂଚୟ ଆରମ୍ଭ କରିବାକୁ ଜାର୍ ସହ ଫୋନପେର ସହଭାଗୀତା

ଭୁବନେଶ୍ୱର : ଫୋନପେ ପକ୍ଷରୁ ନିଜ ପ୍ଲାଟଫର୍ମରେ ଏହାର ନୂଆ ପ୍ରଡକ୍ଟ ଅଫର ‘ଡେଲି ସେଭିଂସ୍‌' ଶୁଭାରମ୍ଭ କରିବା ଲାଗି ଜାର୍ ସହ ସହଭାଗୀତା ଘୋଷଣା କରାଯାଇଛ । ଏହାଦ୍ୱାରା ଉପଭୋକ୍ତାମାନେ ବର୍ଦ୍ଧିତ ଦୈନିକ ଅବଦାନ ମାଧ୍ୟମରେ ୨୪କ୍ୟାରେଟ ଡିଜିଟାଲ ସୁନାରେ ଟଙ୍କା ସଂଚୟ କରିପାରିବେ । ଦୈନିକ

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଉଛି ଯେ, ଏହା ଆମାଜନ ଓ ଏହାର ଷ୍ଟାଫିଙ୍ଗ ଏଜେନ୍ସିଗୁଡିକରେ ନିଯୁକ୍ତି ସୁଯୋଗ ଉପଲବ୍ଧତାକୁ ସୁଗମ କରିବା ପାଇଁ ନ୍ୟାଶନାଲ କ୍ୟାରିୟର ସର୍ଭିସ (ଏନ୍‌ସିଏସ୍‌) ପୋର୍ଟଲକୁ ଉପଯୋଗ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତ ମନ୍ତ୍ରଣାଳୟ ସହ ଏକ