ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ

ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ଗ୍ରାମରେ ଆଜି ପାଳିତ ହେଉଛି । କାନ୍ତକବିଙ୍କ ସମାଧି ପୀଠରେ ମାଲ୍ୟାର୍ପଣ, ନୂତନ ସମାଧିପୀଠର ନବୀକରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ ଭଦ୍ରକ ସାଳନ୍ଦୀ ବାଇପାସ…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ  । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ …

ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ

ଭିକାରୀ ମୁକ୍ତ-ଏକାମ୍ରକ୍ଷେତ୍ର ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଲିଙ୍ଗରାଜ ମନ୍ଦିର ଆଖାପାଖରେ ବୁଲୁଥିବା ଭିକାରୀମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଏମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଉଛି ।…

ଓଡିଶା ରାଜ୍ୟ ସଡକ ପରିବହନ ନିଗମ -ଓଏସଆରଟିସି ଆଗାମୀ ଦୁଇବର୍ଷ ଭିତରେ ୧ହଜାର ନୂଆ ବସ୍‍ କିଣିବ

ଓଡିଶା ରାଜ୍ୟ ସଡକ ପରିବହନ ନିଗମ -ଓଏସଆରଟିସି ଆଗାମୀ ଦୁଇବର୍ଷ ଭିତରେ ୧ହଜାର ନୂଆ ବସ୍‍ କିଣିବ ବୋଲି ସୂଚନା ମିଳିଛି ।ପ୍ରାଥମିକ ପର୍ଯ୍ୟାୟରେ ୬୩କୋଟି ଟଙ୍କା ବ୍ୟୟ ବରାଦ କରି ୧୭୦ଟି ବସ୍‍ କିଣାଯିବ । ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ନୂତନ ବସ୍‍ କ୍ରୟ କରାଯାଇ ନ ଥିବାରୁ ବସ୍‍ର ଆବଶ୍ୟକତା…

ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌

ଚନ୍ଦ୍ରଭାଗା ସ୍ୱର୍ଣ୍ଣାର୍ଭ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍‌ ଉତ୍ସବକୁ ଆଜି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ ସାଢେ ୧୧ଟାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଉତ୍ସବ…

ପିଲାଙ୍କ ବୌଦ୍ଧିକ ଏବଂ ସୃଜନାତ୍ମକ ବିକାଶ ପାଇଁ ଆସନ୍ତା ୧୬ରୁ ‘ବନ୍ଧୁ’ ଆୟୋଜନ କରୁଛି ଅନଲାଇନରେ ପ୍ରତିଯୋଗିତା

ଭୁବନେଶ୍ବର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର‌୍ୟ୍ୟକ୍ରମ ‘ଛୋଟିଆ ଆଖିରେ ବଡ଼ ସପନ – ଅଙ୍କୁରାୟନ ୨୦୨୦' ଆସନ୍ତା ଡିସେମ୍ବର ୧୬-୧୮ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ । ଯେକୌଣସି ସ୍ଥାନରେ ରହୁଥିବା ଓଡିଆ…

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ

ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ କୃଷକ ସଂଗଠନମାନଙ୍କ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରାଯିବା ସହ ସାଧାରଣ ଲୋକ ଯେମିତି ଭାରତ ବନ୍ଦ ସମୟରେ ପ୍ରଭାବିତ ନ ହେବେ ସେ ଦିଗପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିୟନର…

ରାୟଗଡାରୁ ଦୁଇଟି ଅଖା ବସ୍ତାରେ ଦେଢ କୋଟି ଟଙ୍କାର ରତ୍ନପଥର ଜବତ

ରାୟଗଡା ସହରର ଏକ ଘରୁ କ୍ରାଇମବ୍ରାଞ୍ଚର ଏସ.ଟି.ଏଫ ଟିମ୍‍ ଦ୍ୱାରା ବିପୁଳ ପରିମାଣର ରତ୍ନପଥର ଜବତ କରାଯାଇଛି । ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩କିଲୋ ମଚଲନ ରତ୍ନପଥର ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ୧କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି…

ରାଜ୍ୟରେ ଶୀତର ଲହରୀ ଜାରି

ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର୍‍ ସମୟରେ ଥଣ୍ଡାର ପ୍ରକୋପ ଅଧିକ ରହିଛି । ଶୀତ ସହ ଘନ କୁହୁଡି ଯୋଗୁଁ କେତେକ ଅଞ୍ଚଳରେ ଯା ତାୟାତ ବାଧାପ୍ରାପ୍ତ ହେଉଥିବା ଖବର ମିଳିଛି । ଆଜି ରାଜ୍ୟର ତିନୋଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ…

ରାଜ୍ୟରେ ଥିବା ଘରୋଇ ସ୍କୁଲ୍‌ ଫି ଉପରେ ରାଜ୍ୟ ସରକାରଙ୍କ ନାହିଁ କର୍ତ୍ତୃତ୍ୱ- ହାଇକୋର୍ଟରେ କଲେ ସତ୍ୟପାଠ ଦାଖଲ

ଭୁବନେଶ୍ୱର - ରାଜ୍ୟରେ ଘରୋଇ ସ୍କୁଲ ଗୁଡିକରେ ଫି ଛାଡ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ଘରୋଇ ସ୍କୁଲ ଫି ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନ ଥିବା ଦର୍ଶାଯାଇଛି । ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି…