ଭାରତୀୟ ଗୃହିଣୀ: ୨୦୨୦ର ଅପରିିଚିତ ମନି ମ୍ୟାନେଜର

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ଅନେକ ପରିବାର ଓ ଘରଗୁଡିକ ପାଇଁ କଷ୍ଟକର ଥିଲା । ଇଟାଲିର ବିଶ୍ୱସ୍ତରୀୟ ବୀମା ଓ ସଂପତି ପରିଚାଳନା କଂପାନି ଜେନେରାଲି ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛିଯେ ଭାରତର ପ୍ରାୟ ୮୦ ପ୍ରତିଶତ କର୍ମଜୀବୀ ଶ୍ରେଣୀର ଲୋକଙ୍କର ମହାମାରୀ ସମୟରେ ଆୟ…

ଓଡ଼ିଶାର ୬ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି  । ଦେଶରେ ମୋଟ୍‍ ୧୧୯ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବା ବେଳେ ଓଡ଼ିଶାର ୬ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି  । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍‍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ…

ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି

ସାଧାରଣତନ୍ତ୍ର ଦିବସ ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି  । ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କରୋନା କଟକଣାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।…

ଆରମ୍ଭ ହେଲା ତୋଷାଳୀ ମେଳା

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ୨୦୨୧ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଉଦ୍‍ଘାଟିତ ହୋଇଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‍ଘାଟନ କରିଛନ୍ତି । ଏହି ମେଳାରେ ରାଜ୍ୟର ପ୍ରାୟ ୧୭୦ ଏବଂ…

ରାତିରେ ରାଜପଥରେ ଏଲ୍‍.ଇ.ଡି. ଲାଇଟ୍‍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି

ଏଲ୍‍ଇଡି ଲାଇଟ୍‍ ରାତିରେ ରାଜପଥରେ ଏଲ୍‍.ଇ.ଡି. ଲାଇଟ୍‍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି ।…

କୋଭିଡ୍‌ ଟିକା କରଣ ପାଇଁ ଉନ୍ମୋଚନ କରାଯିବ ପୋଷ୍ଟର

ଟିକାକରଣକୁ ନେଇ କେତେକ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱିଧାକୁ  ଦୂର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଇ.ଇ.ସି. ପୋଷ୍ଟର ଗୁଡ଼ିକୁ ଉନ୍ମୋଚନ କରିଛନ୍ତି  । ଅସତ୍ୟ ଓ ଅପପ୍ରଚାରର ଏହି ସ୍ୱାର୍ଥନ୍ୱେଷୀ ଅଭିଯାନକୁ ପ୍ରତିହତ କରିବା ପାଇଁ…

କିନ୍ନର ଆଦାୟ କରିବେ ପାର୍କିଂ ଫି

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଏଣିକି ପାର୍କିଂ ଫି ଆଦାୟ କରିବେ କିନ୍ନର । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍‍ଷ୍ଟପ୍‍ ନିକଟରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଏମସି କମିଶନର  ସହରର…

କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍‍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ

କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍‍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ ଆଜି ପହଞ୍ଚିଛନ୍ତି । ଶ୍ରୀ କୁଲସ୍ତେ ରାଉରକେଲାରେ ପହଞ୍ଚିବା ପରେ ବରମୁଆଁ ଖଣି ଓ ତାଲଡିହ ଖଣି ପରିଦର୍ଶନ କରିବା ପାଇଁ ଯାଇଛନ୍ତି । ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ…

ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ

ପୁରୀ ଶ୍ରୀମନ୍ଦିର ପ୍ରଶାସନ ସେବାୟତକୁ ମାଗଣାରେ କୋଭିଡ୍‍ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଅନୁରୋଧ କରିଛି । ପ୍ରଶାସନ ଏ ସମ୍ପର୍କରେ ଏକ ପତ୍ରଲେଖି ସେବାୟତ ଓ ତାଙ୍କ ପରିବାରକୁ ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟବିଭାଗକୁ ଜଣାଇଛି । ବିନା କୋଭିଡ ରିପୋର୍ଟରେ ହଜାର…