ମା’ ସରସ୍ୱତୀଙ୍କ ବର୍ଣ୍ଣନା

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ…

ଦେଶରେ ଏତିକି ଲୋକ ନେଇ ସାରିଲେଣି କରୋନା ଟିକ

ଦେଶବ୍ୟାପୀ ଚାଲିଥିବା କରୋନା ପ୍ରତିଷେଧକ ଟିକାଦାନ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ଟିକା ନେବାପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଫେବ୍ରୁଆରୀ ୧୪ ତାରିଖ  ଟିକାଦାନର ୨୯ତମ…

ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ର ଲଭ୍‌ ୨୦୨୧ ସହ ଭାଲେଟାଂଇନ୍‌ ଦିବସ ପାଳନ କରନ୍ତୁ

ଭୁବନେଶ୍ୱର: ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଗହଣା ଶୃଙ୍ଖଳା ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ତରଫରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଭାଲେଂଟାଇନ୍‌ ଡେ ଅଫର-ଲଭ୍‌ ୨୦୨୧ ଘୋଷଣା କରାଯାଇଛି ଯେଉଁଥିରେ ସେମାନେ ଅତି ସୂକ୍ଷ୍ମ କାରିଗରୀରେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ଗହଣା ମଧ୍ୟକୁ…

କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ…

କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟର…

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନିମନ୍ତେ ଫର୍ମପୂରଣର ସମୟସୀମାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ନିମନ୍ତେ ଫର୍ମପୂରଣର ସମୟସୀମାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରିଷଦର…

ରାଜ୍ୟ କ୍ୟାବିନେଟ୍‍ ବୈଠକ-ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗ ସମ୍ପର୍କୀତ ୨୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‍ ପରିମାଣ…

ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ

ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ  । ଗତକାଲି ମୁକ୍ତିମଣ୍ଡପ ପଣ୍ଡିତ ଓ ପଞ୍ଜିକାର ଗଣନାକାରୀମାନେ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି  । ଗତବର୍ଷ ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ସମୟରେ…

ପି.ଜି. ପ୍ରଥମ ବର୍ଷ ଓ ୟୁ.ଜି. ପାଠ୍ୟକ୍ରମର ପ୍ରି ଫାଇନାଲ୍‍ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଆଜିଠାରୁ ଶ୍ରେଣୀ କକ୍ଷରେ…

ପି.ଜି. ପ୍ରଥମ ବର୍ଷ ଓ ୟୁ.ଜି. ପାଠ୍ୟକ୍ରମର ପ୍ରି ଫାଇନାଲ୍‍ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଆଜିଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ ହେବ । କୋଭିଡ୍‍ ନାଇଣ୍ଟିନ୍‍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା…

ଉତ୍କଳ ବିଶ୍ୱବିଦ୍ୟାଳୟ ପି.ଜି. ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‍ ଫି’ ୧ ହଜାର ୭୪୦ ଟଙ୍କା ଛାଡ଼

ହଷ୍ଟେଲ୍‍ ଫି’  ଉତ୍କଳ ବିଶ୍ୱବିଦ୍ୟାଳୟ ପି.ଜି. ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‍ ଫି’ ୧ ହଜାର ୭୪୦ ଟଙ୍କା ଛାଡ଼ କରିବାପାଇଁ ପି.ଜି. କାଉନ୍‍ସିଲ୍‍ର ଅଧ୍ୟକ୍ଷ ସମ୍ମତି ପ୍ରକାଶ କରିଛନ୍ତି  । ଯାହାଫଳରେ ଏବେ ଛାତ୍ରଛାତ୍ରୀମାନେ ୨ ହଜାର ୯୫୦ ଟଙ୍କା ବଦଳରେ ୧ ହଜାର ୨୧୦ ଟଙ୍କା ଦେବେ  ।

 ଚଳିତ ବର୍ଷ ପାଇଁ ମାଟ୍ରିକ୍‍ ପରୀକ୍ଷା ସୂଚୀ -ଏହି ତାରିଖରେ ଏହି ପରୀକ୍ଷା,ପଢନ୍ତୁ

ମାଟ୍ରିକ୍‍ ପରୀକ୍ଷା ଚଳିତ ବର୍ଷ ପାଇଁ ମାଟ୍ରିକ୍‍ ପରୀକ୍ଷା ସୂଚୀ ପ୍ରକାଶ ପାଇଛି  । ଏହି ପରୀକ୍ଷା ମେ ୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ  । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବ  । ମେ ୫ ତାରିଖରେ ଇଂରାଜୀ, ୭ ତାରିଖରେ ହିନ୍ଦୀ, ୮ରେ ସଂସ୍କୃତ,…