ପାଦର୍ସ ଡେ ପାଇଁ ୫ ମୂଲ୍ୟବାନ ଅଳଙ୍କାର ଉପହାର

0 858

ଭୁବନେଶ୍ୱର, : ଏକ ଶିଶରୁ ପ୍ରଥମ ସୁପର ହିରୋ, ପୁଅର ପ୍ରଥମ କୋଚ୍‍ ଓ ପ୍ରତି ଝିଅର ପସନ୍ଦର ମଣିଷ ହେଉଛନ୍ତି-ବାପା, ଆମେ ଆମେ ଯାହା ବି କିଛି ହୋଇଛେ ତାଙ୍କ ପାଇଁ। ଏହି ପିତୃତ ଦିବସ ଅବସରରେ, ସେ ଆପଣଙ୍କ ପାଇଁ କେତେକ ଅର୍ଥପୂର୍ଣ୍ଣ ତାହାକୁ ଏକ ପୁରସ୍କାର ସହିତ ଜଣାଇବା ବ୍ୟତୀତ ଆଉ କିଛି ନାହିଁ। କଲ୍ୟାଣ ଜୁଏଲର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପିତୃ ଦିବସ ସମ୍ଭାରରେ ଉତ୍କୃଷ୍ଟ ମେନସଓୟାର ଡିଜାଇନ୍‍ ରହିଛି। ଆକର୍ଷଣୀୟରୁ ସ୍ପୋର୍ଟ ରୁ ଡ୍ରେସି ଏବଂ କ୍ଲାସି ପର୍ଯ୍ୟନ୍ତ, ଆପଣମାନଙ୍କ ପାଇଁ ସବୁ କିଛି ରହିଛି। ସେଥି ମଧ୍ୟରୁ କେବଳ ଆପଣମାନଙ୍କୁ ଚୟନ କରିବାକୁ ହେବ। ଏହି ସମ୍ଭାରରେ ରହିଛି ମୁଦି ଯାହାକୁ ହାତ ଘଂଟାର ରେଖା ସଦୃଶ ଡିଜାଇନ୍‍ କରାଯାଇଛି। ଏହା ଏକ ସୁନା ମୁଦି ଯାହାକୁ ଆଧୁନିକ ଯୁଗର ଦାୟିତ୍ୱବାନ ପୁରୁଷଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ଡାଇମଣ୍ଡ୍‍ ଷ୍ଟଡେଡ୍‍ ମୁଦି କଲ୍ୟାଣ ଜୁଏଲର୍ସର ହୃଦୟରେ ଥିବା ପୁରୁଷ ପରିଧାନ କାରିଗରୀକୁ ପ୍ରମାଣିତ କରୁଛି। ଏହି ସମ୍ଭାରରେ ରହିଛି ଏକ ବ୍ରେସ୍‍ଲେଟ୍‍ ଯାହା ଫେସନ୍‍ ଓ ଫାଇନ୍‍ ଗହଣା ଭିତରେ ଥିବା ଅନ୍ତରକୁ ଦୂର କରୁଛି। କ୍ଷୁଦ୍ର ହୀରା ଲଗାଯାଇଥିବା ଏହି ସ୍ୱତନ୍ତ୍ର ଷ୍ଟାଇଲ୍‍ର ବ୍ରେସ୍‍ଲେଟ୍‍
ହେଉଛି ଏହି ପିତୃ ଦିବସରେ ଆପଣଙ୍କ ବାପା ପାଇଁ ସବୁଠୁ ଶ୍ରେଷ୍ଠ ଉପହାର। କାରଣ ଏହି ସ୍ୱତନ୍ତ୍ର ଦିବସ ବର୍ଷକୁ ଥରେ ମାତ୍ର ଆସିଥାଏ। ହିନ୍ଦୁ ଧର୍ମରେ ଓମ୍‍ ହେଉଛି ବିଶ୍ୱାସ ଓ ଆଧ୍ୟାତ୍ମିକତାର ପ୍ରତୀକ। ହୀରା ଖଚିତ ଏହି ସୁନ୍ଦର ହୀରା ପେଣ୍ଡେଂଟ୍‍ ନିଶ୍ଚିତ ରୂପେ ଅନ୍ତର ଆତା୍ମକୁ ଛୁଇଁଯିବ। ଏହି ଓମ୍‍ ପେଣ୍ଡେଂଟ୍‍କୁ ଉଭୟ ଭାରତୀୟ ଓ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକ ସହ ପିନ୍ଧିହେବ। ଏହି ମୁଦିରେ ଗୋଲାପୀ ସୁନା ରଙ୍ଗରେ ହୀରା ଲଗାଯାଇଛି ଏବଂ ଏହାର ମଝିରେ ଧଳା ସୁନା ରହିଛି। ଏହି ସୁନ୍ଦର ତଥା ଆକର୍ଷଣୀୟ ମୁଦି ଏହି ପିତୃ ଦିବସ ପାଇଁ ଏକ ସୁଲଭ ଚୟନ ହୋଇପାରିବ। ଆପଣଙ୍କ ବିବାହ ଅବସରରେ ତାଙ୍କୁ କିଛି ଦେବା ପାଇଁ ଭାବୁଛନ୍ତି କି? ଆମର ମୁହୁରତ ସମ୍ଭାରରେ ସେଭଳି ଏକ ଗହଣା ରହିଛି। ଏହି ଓଜନିଆ ନୱାବି ଷ୍ଟାଇଲ୍‍ ନେକ୍‍ଲେସ୍‍ ସେରୱାନି ସହ ପିନ୍ଧିଲେ ବହୁତ ଭଲ ଲାଗିବ। ପୋଲକି ହୀରା ଓ ସବୁଜ ରତ୍ନପଥର ଲଗାଯାଇଥିବା ଏହି ବିବିଧ ସ୍ତରର ହାତ ଜବରଦସ୍ତ ବିବାହ ଉତ୍ସବର ଭାଷା କହୁଛି।

Leave A Reply