Sign in
Sign in
Recover your password.
A password will be e-mailed to you.
Browsing Category
Uncategorized
ନାକରୁ ରକ୍ତ ପଡିବାର ଚିକିତ୍ସା ବା ରକ୍ତପିତ୍ତର ଚିକିତ୍ସା
ରକ୍ତଜନିତ ବିକାର, ପେଟ ଗରମ ହେଲେ ନାକରୁ ରକ୍ତ ପଡ଼େ।
ଆୟୁର୍ବେଦ ଚିକିତ୍ସାବିଜ୍ଞାନରେ ଏହା ରକ୍ତପିତ୍ତ ନାମରେ ଜଣାଯାଏ।
ବେଳେବେଳେ ପାଟି, କାନ ବାଟେ ମଧ୍ୟ ରକ୍ତ ପଡ଼ିଥାଏ।
ଏପରି ହେଲେ ଖଟା, ଲୁଣ, ମସଲାମସଲି ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ନ ଖାଇବା ଉଚିତ।
ମୃଦୁପାନୀୟ ପିଇବା ବନ୍ଦ…
ବିବାହ, ବ୍ରତ ପରି ଶୁଭ କାମରେ ଅଧିକ ଟଙ୍କାଟିଏ କାହିଁକି ଦିଆଯାଏ? ଜାଣନ୍ତୁ
ବିବାହ ହେଉ ବା ବ୍ରତ ବା ଜନ୍ମଦିନ, ଯେକୌଣସି ଶୁଭ କାମରେ ଉପହାର ଲଫାପାରେ ଟଙ୍କାଟିଏ ଅତିରିକ୍ତ ଭାବେ ରଖି ପ୍ରଦାନ କରାଯାଏ । ଅତିଥିମାନେ ଯେତେବେଳେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଯୋଗ ଦେବାକୁ ଆସନ୍ତି ସେମାନେ ଲଫାପାରେ ଉପହାର ସହ ଟଙ୍କିକିଆ ମୁଦ୍ରାଟିଏ ଦିଅନ୍ତି । ତେବେ…
ବିଜେପିରେ ଯୋଗଦେବେ ସିନେ ତାରକା ମହେଶ୍ୱତା
ଭୁବନେଶ୍ଵର: ବିଜେପିରେ ମିଶିବେ ଓଲିଉଡ୍ ଅଭିନେତ୍ରୀ ମହାଶ୍ୱେତା ରାୟ। ଶନିବାର ଭୁବନେଶ୍ୱରରେ ସେ ବିଜେପିରେ ଯୋଗ ଦେବେ। ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ମଧ୍ୟ…
ସାଂସଦ ଏ.ଭି. ସ୍ୱାମୀ ଆହତ
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଭାରସାମ୍ୟ ହରାଇ ଗୃହ ମଧ୍ୟରେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଡାହାଣ ହାତରେ ଆଘାତ ଲାଗିଛି। ସ୍ଥାନୀୟ ରାମ ମନୋହର ଲୋହିଆ ହସପିଟାଲ ମେଡିସିନ ବିଭାଗର ଆଇସିୟୁରେ ଏବେ ଚିକିତ୍ସାଧିନ ଅଛନ୍ତି। ତାଙ୍କ…
ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ !
ସ୍ମାଟର୍ଫୋନ୍ ବ୍ୟବହାର କରୁଥିଲେ !
ଯୁଗ ଅନୁସାରେ ତାଳ ଦେଇ ଆଗକୁ ବଢ଼ୁଥିବା ଲୋକେ ସ୍ମାର୍ଟଫୋନକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ମନେକରୁଛନ୍ତି। ଯଦିଓ ଆଜିର ସମୟରେ ଏହାର ଉପଯୋଗରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି, ତେବେ କେତୋଟି ଦିଗ ପ୍ରତି ବେଶ୍ ଧ୍ୟାନ ଦେବା ଜରୁରୀ। ଫୋନକୁ…
ହିରୋର ନୂଆ ୨୦୦ ସିସି ବାଇକ୍, ପଲ୍ସର ଓ ଆପାଚିକୁ ଦେବ ଟକ୍କର !
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟକର୍ପ ଅଟୋ ଏକ୍ସପୋ ପୂର୍ବରୁ ନୂଆ ବାଇକ୍ର ବଜାର ପ୍ରବେଶ କରିଛି । ଏହି ନୂଆ ବାଇକ୍ ଏକ୍ସଟ୍ରିମ୍ ୨୦୦ଆର୍ର ଷ୍ଟାଇଲିସ୍ ଲୁକ୍ ରହିଛି । ପୂର୍ବରୁ କମ୍ପାନୀ ୨୦୧୬ରେ ଏକ୍ସଟ୍ରିମ୍ ୨୦୦ ଏସ୍ ମଡେଲ ବଜାରକୁ…
ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ମାମଲା, ହାଇକୋର୍ଟରେ ଶୁଣାଣି ୧୫ରେ
କଟକ : ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ ନିଯୁକ୍ତି ରଦ୍ଦ ପାଇଁ ଦାୟର ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଫେବ୍ରୁଆରି ୧୫ରେ ହେବ। ଆଜି ଜଷ୍ଟିସ ଏସ୍.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।…