Browsing Category

ଓଡିଶା

ଏଥର ନିର୍ବାଚନରେ କ’ଣ ଓଡ଼ିଶାବାସୀଙ୍କ ପାଇଁ ଏକ ବିକଳ୍ପ ଆସିଯ଼ାଇଛି  ?

ଭୁବନେଶ୍ୱର  : 2019ର ନିର୍ବାଚନରେ ପୂର୍ବଭାରତର ଦୁଇଟି ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ଆଖି । କାରଣ ଏହି ଦୁଇଟି ରାଜ୍ୟରେ ଦୁଇଟି ଆଞ୍ଚଳିକ ଦଳ (ଯ଼ଥାକ୍ରମେ ବିଜେଡି଼ ଓ ତୃଣମୂଳ କଂଗ୍ରେସ) ବିଗତ ଦୁଇ ଦଶନ୍ଧି ଧରି ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଚ୍ୟାଲେଞ୍ଜ…

ସଡକ ଦୁର୍ଘଟଣାରେ ତହସିଲଦାରଙ୍କର ମୃତ୍ୟୁ

ଭୁବନେଶ୍ୱର: ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନାର ତହସିଲଦାରଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱରୁ ଆସୁଥିବା ସମୟରେ ତାଙ୍କର ଟାଭେରା ଗାଡି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଶନିବାର ସକାଳ ୫ଟା୩୦ ସମୟରେ ଏହି ଘଟଣା ଘଟିଛି । ସୋରଡା ନିକଟରେ ଏହି…

ନିର୍ବାଚନ ପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ

ନିର୍ବାଚନ ପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ ପୁରୀ – ମହେଶ୍ୱର ମହାନ୍ତି ବାଲେଶ୍ୱର- ଜୀବନ ପ୍ରଦୀପ ଦାସ ସୋର- ପର୍ଶୁରାମ ଧଡା ଜଳେଶ୍ବର-ଅଶ୍ବିନୀ ପାତ୍ର ଭଦ୍ରକ-ସଂଜୀବ ମଲ୍ଲିକ ବଡ଼ଚଣା- ଅମର ପ୍ରସାଦ ଶତପଥୀ ରେଙ୍ଗାଲୀ-ରୀନା ତନ୍ତୀ ବାରବାଟୀ-କଟକ – ଦେବାଶୀଷ…

କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ

କଂଗ୍ରେସର ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ପାଟକୁରା- ଜୟନ୍ତ ମହାନ୍ତି ଧାମନଗର-ବିଦ୍ୟାଧର ଜେନା ବିଝାଂରପୁର-ମନୋରଂଜନ ଦାସ ବରି-ଉମେଶ ଜେନା ସୁକିନ୍ଦା- ଶରତ ରାଉତ ପରଜଙ୍ଗ- ଜସସ୍ୱିନୀ ରାଉତ ନିଆଳି- ମମତା ଭୋଇ…

ଓଡ଼ିଶାର ୭ ଲୋକସଭା ଆସନ ଓ ୨୦ ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ଚତୁର୍ଦ୍ଦଶ ପ୍ରାର୍ଥୀ ତାଲକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଶାର ୭ଟି ଲୋକସଭା ଆସନ ସ୍ଥାନ ପାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକାରେ ଓଡ଼ିଶାର ୭ଟି, ବିହାରର ୪ଟି ଓ ଉତ୍ତର…

ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି

ଭୁବନେଶ୍ୱର: ମୋଦୀ କହିଛନ୍ତି, ମୁଁ ଆପଣମାନଙ୍କ ପ୍ରଧାନ ସେବକ ଭାବେ କାମ କରିବାକୁ ପ୍ରସ୍ତୁତ ଅଛି । ବିଗତ ୫ ବର୍ଷରେ ଆପଣମାନେ ମୋ ସହିତ ଯେମିତି ଅଛନ୍ତି, ଏଥି ପାଇଁ ଧନ୍ୟବାଦ ଜଣାଉଛି । ଦେଶବାସୀ ମୋତେ ଆର୍ଶୀବାଦ, ସହଯୋଗ ଦେଇ ନଥିଲେ, ଆଜି ଯେଉଁ କାମ କରୁଛି, ତାହା ହୋଇପାରି ନଥାନ୍ତା ।…

ଏକାକୀ ବିଜେପି ଫେରିଲେ ବିଜୟ, ଏବେ କ’ଣ କରିବେ ଦିଲ୍ଲୀପ ରାୟ?

ଭୁବନେଶ୍ୱର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଶକ୍ତିଶାଳୀ ନେତା ଦିଲ୍ଲୀପ ରାୟଙ୍କୁ ଛାଡି କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ଫେରିଯାଇଛନ୍ତି । ଉଭୟ ଦିଲ୍ଲୀପ ଓ ବିଜୟ ଭାରତୀୟ ଜନତା ପାର୍ଟିରେ ୨୦୦୯ ମାର୍ଚ୍ଚରେ ଯୋଗ…

ବିଜେଡିର ବୁଧବାରରେ ୩୬ ବିଧାନସଭା ଆସନପାଇଁ କରାଯାଇଥିବା ପ୍ରାର୍ଥୀ ତାଲିକା

ବ୍ରହ୍ମଗିରି - -ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ- -ଉମାକାନ୍ତ ସାମନ୍ତରାୟ ରଣପୁର- -ସତ୍ୟନାରାୟଣ ପ୍ରଧାନ ନୟାଗଡ଼-- ଅରୁଣ କୁମାର ସାହୁ ଏକାମ୍ର ଭୁବନେଶ୍ୱର-- ଅଶୋକ ଚନ୍ଦ୍ର ପଣ୍ଡା ବଡ଼ମ୍ବା--ନରସିଂହପୁର ଦେବୀ ପ୍ରସାଦ ମିଶ୍ର ବାଙ୍କୀ --ଦେବୀ ରଂଜନ ତ୍ରିପାଠୀ ଆଠଗଡ଼-- ‌…

ବିଜେଡି ପକ୍ଷରୁ ବୁଧବାର କରାଯାଇଥିବା ୯ ଲୋକ ସଭାର ପ୍ରାର୍ଥୀ ତାଲିକା

ଲୋକସଭା ଆସନ ଓ  ପ୍ରାର୍ଥୀଙ୍କ ନାମ ପୁରୀ – ପିନାକୀ ମିଶ୍ର ଭୁବନେଶ୍ୱର – ଅରୁପ ମୋହନ ପଟ୍ଟନାୟକ ମୟୂରଭଞ୍ଜ – ଡାକ୍ତର ଦେବାଶୀଷ ମାରାଣ୍ଡି ଜଗତସିଂହପୁର – ଡାକ୍ତର ରାଜଶ୍ରୀ ମଲ୍ଲିକ ସମ୍ବଲପୁର – ନଳିନୀ ପ୍ରଧାନ ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନ‌ା…

ରାଜ୍ୟ ବିଜେପିରେ ଟିକେଟ ବଣ୍ଟନକୁ ନେଇ ସଂଘ କ୍ଷୁବ୍ଧ!

ଭୁବନେଶ୍ବର : ଓଡ଼ିଶାରେ ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଗଲାଣି । ଏବେ ଚାଲିଛି ନିର୍ବାଚନ ଋତୁର ପ୍ରଥମ ସୋପାନ ଟିକେଟ ବଣ୍ଟନ ପର୍ବ । ପ୍ରାୟ ସବୁ ପ୍ରମୁଖ ଦଳରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିନ୍ତୁ ବିଜେପିରେ ଏହି ଅସନ୍ତୋଷ ଏବେ ଚିନ୍ତାଜନକ ସ୍ଥିତିରେ…