Browsing Category

ଖବର

ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ.- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ୧୯ ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା…

ଗୋଧ୍ରା ଟ୍ରେନ୍‌ ପୋଡି ମାମଲାରେ ୨ ଜଣଙ୍କୁ ଆଜୀବନ କାରଦଣ୍ଡ

ଅହମ୍ମଦାବାଦ.- ଗୋଧ୍ରା ଟ୍ରେନ ପୋଡି ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଅଦାଲତ ଖଲାସ କରିଛନ୍ତି ।  ୨୦୦୨ ମସିହାରେ ସାବରମତୀ ଏକ୍ସପ୍ରେସକୁ ଏହି ଅଭିଯୁକ୍ତମାନେ ପୋଡି ଦେଇଥିବା ପାଇଁ ଅନ୍ୟମାନଙ୍କୁ…

୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍‌ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ

ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍‌ ଫିଙ୍ଗି ସେ ପ୍ରଥମ…

ଫାଇଭ୍‌ଷ୍ଟାର ହୋଟେଲ୍‌ରେ  ଖାଦ୍ୟ ଖାଇ ଡାଇରିଆରେ  ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !

ଲଣ୍ଡନ.- ଇଜିପ୍ଟର ଏକ ପଞ୍ଚ ତାରକା ହୋଟେଲ୍‌ରେ ରହିଥିବା ଅନେକ ପର୍ଯ୍ୟଟକ  ସେଠାକାର ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ଏକ ବ୍ରିଟିଶ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ସେଠାକାର ଖାଦ୍ୟ ଖାଇ ଅତିଥିମାନଙ୍କର ଏପରି ଅବସ୍ଥା  ହୋଇଥିଲା । ସମସ୍ତଙ୍କର ପେଟ ଖରାପ…

ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ

ନୂଆଦିଲ୍ଲୀ.- ଗତ ୨୪ ବର୍ଷ ଧରି ପାକିସ୍ତାନରେ ଜନ୍ମ ହୋଇଥିବା ଜଣେ ମହିଳା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ରାକ୍ଷୀ ବାନ୍ଧିଆସୁଛନ୍ତି । କ୍ୱାମାର ମୋହସିନ୍ ଶେଖ ନାମକ ମହିଳା  ମୋଦି ଆର୍‌ଏସ୍‌ଏସ୍‌ର କର୍ମକର୍ତ୍ତା ଥିବା ବେଳୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । ଏବେ ନରେନ୍ଦ୍ର…

ବାଜପେୟୀଙ୍କ ଚିତାଭସ୍ମ ନେଇ  ଯାଉଥିବା ଡଙ୍ଗା ଉତ୍ତର ପ୍ରଦେଶର କୁଆନୋ ନଦୀରେ ଓଲଟିଲା , ଅଳ୍ପକେ ବର୍ତ୍ତିଲେ ବିଜେପି…

ଲକ୍ଷ୍ମୌ.- ବାଜପେୟୀଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶର କୁଆନୋ ନଦୀରେ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଏହି ଡଙ୍ଗାରେ ଅଧିକ ଲୋକ ଚଢି ଯିବାରୁ ତାହା  କୂଳରେ ଓଲଟି ପଡିଥିବା ଜଣା ପଡିଛି ।  ଏଥରେ ଉତ୍ତର ପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ  ରାମପତି ରାମ ତ୍ରିପାଠୀ ଓ ସାସଂଦ ହରିଶ୍‌…

କଂଗ୍ରେସର ଖବର କାଗଜନାମରେ ଅନୀଲ ଅମ୍ବାନୀ ୫ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ

ନୂଆଦିଲ୍ଲୀ.- ଅନୀଲ ଅମ୍ବାନୀଙ୍କର ରିଲାଏନ୍ସ ଗ୍ରୁପ୍‌ କଂଗ୍ରେସ ଦ୍ୱାର ଚଳାଯାଉଥିବା ଖବର କାଗଜ ନ୍ୟାସନାଲ୍‌ ହେରାଲ୍ଡ ନାମରେ ୫ ହଜାରକୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି । ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପ୍ରସଙ୍ଗରେ ଏହି ଖବରକାଗଜରେ ଅନୀଲ ଅମ୍ୱାନୀଙ୍କ ନାମରେ  ଅପମାନ ସୂଚକ ଲେଖା…

ରାକ୍ଷୀ ଗୋଟାକର ଦାମ ୫୦ରୁ ୭୦ହଜାର ଟଙ୍କା,

ଅହମ୍ମଦାବାଦ.- ଗୁଜୁରାଟର ଅହମ୍ମଦାବାଦରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁହଁ ଥିବା ରାକ୍ଷୀ ବିକ୍ରି ହେଉଛି । ଏହି ରାକ୍ଷୀ ଗୋଟାକରଦାମ ୫୦ରୁ ୭୦ ହଜାର ଟଙ୍କା । ରାକ୍ଷୀ ଗୁଡିକୁ ସୁନାରେ ତିଆରି କରାଯାଇଛି । ଏକ ଅଳଙ୍କାର…

ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍‌

ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ  ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା । ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି…

ଦେବୁ ବୋଷଙ୍କର ପରଲୋକ, ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ  ତ୍ୟାଗ କଲେ

ହାଇଦ୍ରାବାଦ.- ଓଲିଉଡ୍‌ରେ ଲୋକ ପ୍ରିୟ କଳାକାର ଦେବୁ ବୋଷଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ସେ ଗତ ୪ ମାସ ଧରି ଅସୁସ୍ଥ ଥିଲେ । ଆଗରୁ ଦେବୁ ବୋଷଙ୍କର ଦୁଇଥର ହୃଦଘାତ ହୋଇଥିଲା । ସେ ଓଡିଆ ସିନେମା ତପସ୍ୟାରୁ ଅଭିନୟ…