Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ବିଜେଡି ପକ୍ଷରୁ ବୁଧବାର କରାଯାଇଥିବା ୯ ଲୋକ ସଭାର ପ୍ରାର୍ଥୀ ତାଲିକା
ଲୋକସଭା ଆସନ ଓ ପ୍ରାର୍ଥୀଙ୍କ ନାମ
ପୁରୀ – ପିନାକୀ ମିଶ୍ର
ଭୁବନେଶ୍ୱର – ଅରୁପ ମୋହନ ପଟ୍ଟନାୟକ
ମୟୂରଭଞ୍ଜ – ଡାକ୍ତର ଦେବାଶୀଷ ମାରାଣ୍ଡି
ଜଗତସିଂହପୁର – ଡାକ୍ତର ରାଜଶ୍ରୀ ମଲ୍ଲିକ
ସମ୍ବଲପୁର – ନଳିନୀ ପ୍ରଧାନ
ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନା…
ରାଜ୍ୟ ବିଜେପିରେ ଟିକେଟ ବଣ୍ଟନକୁ ନେଇ ସଂଘ କ୍ଷୁବ୍ଧ!
ଭୁବନେଶ୍ବର : ଓଡ଼ିଶାରେ ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଗଲାଣି । ଏବେ ଚାଲିଛି ନିର୍ବାଚନ ଋତୁର ପ୍ରଥମ ସୋପାନ ଟିକେଟ ବଣ୍ଟନ ପର୍ବ । ପ୍ରାୟ ସବୁ ପ୍ରମୁଖ ଦଳରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କିନ୍ତୁ ବିଜେପିରେ ଏହି ଅସନ୍ତୋଷ ଏବେ ଚିନ୍ତାଜନକ ସ୍ଥିତିରେ…
ଅନ୍ତରୀକ୍ଷରେ ସରପ୍ରାଇଜ୍ ଦେଲା ଭାରତ, ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ମିସାଇଲ୍ ମାଡକରି ମାତ୍ର ୩ମିନିଟ୍ରେ ଧ୍ୱଂସ…
ନୂଆଦିଲ୍ଲୀ . – ମହାକାଶ ବିଜ୍ଞାନରେ ଭାରତ ଏକ ବଡ ସଫଳତା ହାସଲ କରିଛି । ମହାକାଶ ବିଜ୍ଞାନୀମାନେ ଭାରତକୁ ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ବିକଶିତ କରିଛନ୍ତି । ପଥିବୀଠାରୁ ୩ଶହ କିଲୋମିଟର ଦୂରରେ ଥିବା ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍କୁ ମିସାଇଲ୍ ମାଡ କରି ଧ୍ୱଂସ କରିଛି । …
ବଢୁଛି ତାତି, କାଳ ବୈଶାଖୀ ସମ୍ଭାବନା
ଭୁବନେଶ୍ୱର.- ଚଳିତ ବର୍ଷ ଅଧିକ ଗରମ ହେବ । ବର୍ଷାର ପରିମାଣ ଅଗଷ୍ଟ ମାସ ମଧ୍ୟରେ କମିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ମଝିରେ ମଢିରେ ପବନ ସହ କଳାହାଣ୍ଡିଆ ମେଘ ଓ ଘଡଘଡି ସହ ବର୍ଷା ହେବ । କାଳ ବୈଶାଖୀର ପ୍ରଭାବ ରହିବ…
ଆଚରଣ ବିଧି ଉଲ୍ଲଙ୍ଘନ କରିନାହିଁ, ନୋଟିସ ମିଳିଲେ ଉତ୍ତର ରଖିବି : ସଂବିତ ପାତ୍ର
ଭୁବନେଶ୍ବର : ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯ଼ୋଗର ସମ୍ମୁଖୀନ ହୋଇଥିବା ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସଂବିତ ପାତ୍ର କହିଛନ୍ତି ଯ଼େ ସେ ଏପର୍ଯ଼୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି । ନୋଟିସ ପାଇବାପରେ ସେ ତାହାର ଉଚିତ ଉତ୍ତର ରଖିବେ ।
ଏହା ପୂର୍ବରୁ ବିଜେଡିର…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢିବେ ବିଜେପିର ପୀତାମ୍ବର ଓ ସନତ
ଭୁବନେଶ୍ୱର ..- ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ବାତାବରଣ ବେଶ୍ ସରଗରମ୍ ହୋଇ ଆସୁଛି । ଓଡ଼ିଶାରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏବେ ବିଜୁ ଜନତା ଦଳ ୫ ଥର କ୍ଷମତାକୁ…
୨ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୂଆ ୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: କଂଗ୍ରେସ ୨ଟି ଆସନ ପାଇଁ ପ୍ରାର୍ଥୀ ବଦଳାଇଥିବା ବେଳେ ଅନ୍ୟ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ।ହିଞ୍ଜିଳି ପାଇଁ ପୂର୍ବରୁ ରାମକୃଷ୍ଣ…
ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର .- ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଓ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇଟି ଆସନରୁ ପ୍ରାର୍ଥୀ…
ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ
ଭୁବନେଶ୍ୱର: ସୋମବାରରେ ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏଥିରେ ଓଡ଼ିଶାର ଦୁଇଟି ଲୋକସଭା ପ୍ରାର୍ଥୀ ଓ ୯ଟି ବାଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି989 ।ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କଟକରୁ ଓ ପୂର୍ବତନ…
ମାର୍ଚ୍ଚ ୨୯ ଓ ଏପ୍ରିଲ ୧ ରେ ଓଡ଼ିଶାରେ ସାଧାରଣ ସଭା କରିବେ ମୋଦୀ
ଭୁବନେଶ୍ୱର ..- ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି । ମାର୍ଚ୍ଚ ୨୯ ତାରିଖରେ ସେ ଜୟପୁରରରେ ଏକ ସଧାରଣ ସଭାରେ ଯୋଗ ଦେବେ । ସେହିପରି ଏପ୍ରିଲ ଏକ ତାରିଖରେ ସେ ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ।
ମଙ୍ଗଳବାର ୨୬ ତାରିଖରେ…