Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଓଜେଇଇ ୨୦୧୯ ନାମରେ ପ୍ରକାଶିତ ଜାଲ ବିଜ୍ଞାପନ ଉପରେ ସ୍ପଷ୍ଟୀକରଣ
ଭୁବନେଶ୍ୱର,- ଜୁନ୍ ୨୧ ତାରିଖ ଦିନ ଏକ ସ୍ଥାନୀୟ ସମ୍ବାଦପତ୍ରରେ ଓଜେଇଇ-୨୦୧୯ ନାପରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା ।
ସେଥିରେ ବି.ଟେକ୍ କୋର୍ସରେ ଆଡ୍ପିସନ୍ ସହିତ ଓଜେଇଇ ହେଲପ୍ଲାଇନ୍ ଭାବେ ଦୁଇଟି ପୋବାଇଲ୍ ନମ୍ବର ପଧ୍ୟ
ଦିଆଯାଇଥିଲା ।
ଏ ସମ୍ବନ୍ଧରେ ଓଜେଇଇ ପକ୍ଷରୁ ଏକ…
ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁଳିକରି ହତ୍ୟା
ଫରିଦାବାଦ: ହରିୟାଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି । କିଛି ଦୁବୃର୍ତ୍ତ ବିକାଶ ଚୌଧୁରୀଙ୍କୁ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେକ୍ଟର ୯ସ୍ଥିତ ମାର୍କେଟରେ ଦିନଦ୍ୱିପ୍ରହରରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ…
ନିଃସ୍ୱାର୍ଥ ମନରେ ଭଲ କାମ କରିଥିଲେ ଭାବନ୍ତୁ ନାହିଁ ଏଥିରୁ କ’ଣ ଲାଭ ମିଳିବ
ଭୁବନେଶ୍ୱର: ପ୍ରଚଳିତ ଲୋକକଥା ଅନୁସାରେ ପୁରାତନ ସମୟରେ କୌଣସି ଏକ ନଦୀ କୂଳରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ଥ ରହୁଥିଲେ । ସେହି ଆଶ୍ରମର ଆଖପାଖରେ ବହୁତ ଗୁଡିଏ ଲମ୍ବା ଲମ୍ବା ଘାସ ହୋଇଯାଇଥିଲା । ସନ୍ଥ ସେହି ଘାସରୁ ଟୋକେଇ ବନାଇବା କଳା ଜାଣିଥିଲେ । ଗୋଟିଏ ଦିନ ସନ୍ଥ ଆଶ୍ରମକୁ ସଫା କଲେ ଓ…
ରବି ଧାନ ସଂଗ୍ରହ ସଂପର୍କିତ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର - ସୋମବାରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୧୮-୧୯ ରବି ସଂଗ୍ରହଣ ଋତୁରେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି…
ସାଇରନ୍ ଶଦ୍ଦରେ ଚୋର ଛାନିଆଁ, ବ୍ୟାଙ୍କରୁ ଡରି ପଳେଇଲେ
ଢେଙ୍କାନାଳ . ଢେଙ୍କାନାଳରେ ଥିବା ଏକ ବ୍ୟାଙ୍କର ଶାଖାରେ ରାବିବାର ରାତିରେ ଚୋରି ଉଦ୍ୟମ୍ ଅସଫଳ ହୋଇଛି । ଷ୍ଟ୍ରଙ୍ଗ ରୁମ୍ରେ ଲାଗିଥିବା ସାଇରନ୍ ଚୋରାମାନେ ତାଲା ଭାଙ୍ଗୁଥିବା ବେଳେ ବାଜି ଉଠିବାରୁ ଚୋରମାନେ ପ୍ରାଣ ବିକଳରେ ସେହି ସ୍ଥାନ ଛାଡି ପଳାଇଛନ୍ତି ।
ଢେଙ୍କାନାଳ ସହରେ ଥିବା…
ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶନିବାରରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ…
ଓଡିଶାରେ ବଦଳିଲା ସରକାରୀ ଅଫିସ୍ ସମୟ ଏବେ ଦିନ ୧୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଅଫିସ୍
ଭୁବନେଶ୍ୱର . - ରାଜ୍ୟ ସରକାର ଏବେ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ସମୟ ପରିବର୍ତ୍ତନ କରିଛନ୍ତି । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟ ଏବେ ଅଫିସ୍ ଖୋଲା ରହିବା ସହ କର୍ମଚାରୀ ଉପସ୍ଥିତ ରହି କାମ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦେଶାନାମା ଜାରି କରାଯାଇଛି ।…
ନଦୀ-ପାହାଡ଼ରେ ଯୋଗ କଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ…
ଜମ୍ମୁ କାଶ୍ମୀରରେ ଓଡିଆ ଜବାନ ସହିଦ
ଶ୍ରୀନଗର . - ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇତିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ ।
କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କର ମୁକାବିଲା କରିବା ସମୟରେ ଅଜିତ୍ ସହିଦ ହୋଇଛନ୍ତି…
ପାକିସ୍ତାନକୁ ଧୂଳି ଚଟାଇଲା ଭାରତ,୮୯ ରନ ରେ ଜିତିଲା
ପାକିସ୍ତାନକୁ ଧୂଳି ଚଟାଇଲା ଭାରତ,୮୯ ରନ ରେ ଜିତିଲା