Browsing Category

ଖବର

ଭାରତରେ ହ୍ରାସ ପାଇଛି ଅପପୁଷ୍ଟି, ବଢୁଛି ମୋଟାପଣ: ରିପୋର୍ଟ

ସଂଯୁକ୍ତ ରାଷ୍ଟ୍ର: ଭାରତରେ ଅପପୁଷ୍ଟିର ଶିକାର ହେଉଥିବା ଲୋକଙ୍କର ସଂଖ୍ୟା ହ୍ରାସ ପାଇବାକୁ ଏକ ଭଲ ଖବର କୁହାଯାଉଛି । ମାତ୍ର ଅନ୍ୟ ଏକ ଖରାପ ହେଉଛି, ଦେଶରେ ମୋଟାପଣ ଲୋକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏବେ ଦୁର୍ଭିକ୍ଷ ନାହିଁ । ଲୋକଙ୍କୁ…

ଏମ୍‍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଡାଏଲିସସ୍‍ ୟୁନିଟ୍‍, ଏମ୍‍ଆର୍‍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି…

ଭୁବନେଶ୍ୱର .- ଭୁବନେଶ୍ୱର ଏମ୍‍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ଶଯ୍ୟା ବିଶିଷ୍ଟ ଡାଏଲିସସ୍‍ ୟୁନିଟ୍‍, ଦ୍ୱିତୀୟ ଏମ୍‍ଆର୍‍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି କେନ୍ଦ୍ର ଲୋକାର୍ପିତ ହୋଇଛି। ଖୁବ୍‍ଶୀଘ୍ର ୨୫ଟି ମଡ୍ୟୁଲାର ଓଟି ଏବଂ ୧୦୨ଟି ଆଇସିୟୁ ପ୍ରତିଷ୍ଠା କରାଯିବ। ଅନୁଷ୍ଠିତ…

ଚିଟ୍‍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇ ସୁପାରିଶ

ଭୁବନେଶ୍ୱର .- ରାଜ୍ୟରେ ଚିଟ୍‍ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ୍‍ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଶେଷ ହେବାକୁ ଯାଉଛି। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କମିଶନ କ’ଣ କ’ଣ…

ମଇଁଷି ଦେଉଛି ବୁଡା ପହଁରା , ଦେଖନ୍ତୁ ଭିଡିଓ

ମାଛ ପାଣି ଭିତରେ ରହିଥାଏ । କୁମ୍ଭୀର ସହ ଅନ୍ୟାନ୍ୟ ଜଳଜ ଜୀବ ପାଣି ଭିତରେ ପହଁରି ଥାଆନ୍ତି । ମଣିଷ ବି ବୁଡା ପହଁରା ଦେଇଥାଏ । ହେଲେ ମଇଁଷି ପାଣିରେ ପହଁରିଥାଏ । ମାତ୍ର ଜୀବବିଜ୍ଞାନୀ ଓ ପ୍ରକୃତି ପ୍ରେମୀଙ୍କୁ ଏକ ଭିଡିଓ ଆଶ୍ଚର୍ଯ୍ୟ କରି ଦେଇଛି .। ମଇଁଷି ପାଣି ଉପରେ ପହଁରିବା ବଦଳରେ…

ପାର୍କକୁ ସଫା କରିବା ସହ ଡଷ୍ଟବିନ୍‌ରେ ଅଳିଆ ଫିଙ୍ଗୁଛି ହାତୀ, ଦେଖନ୍ତୁ ଭିଡିଓ

ଏବେ ସ୍ୱଚ୍ଛତା ପାଇଁ ସମସ୍ତେ ବାର୍ତ୍ତା ଦେଉଛନ୍ତି । ସ୍ୱଚ୍ଛତା ସହ ଆମେ ପରିବେଶକୁ ଭଲ ରଖିବା ସହ ନିଜର ପାରିପାର୍ଶ୍ୱିକ ସ୍ଥିତି ଓ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ଅନେକ ଲୋକ ପାର୍କ ସହ ଅନ୍ୟାନ୍ୟ ସାଧାରଣ ସ୍ଥାନକୁ ଅପରିଷ୍କାର କରିଥାଆନ୍ତି । ମାତ୍ର ଏକ ହାତୀ ପାର୍କକୁ ସଫା କରିବା ସହ…

ସ୍ପଣ୍ଡିଲୋସିସ୍ ଓ ଏହାର ନିରାକରଣ

ଏହି ରୋଗରେ ବେକ, କାନ୍ଧ, ଅଣ୍ଟାଦରଜ ହୁଏ। ହାତ ଉପରକୁ ଉଠାଇବାକୁ କଷ୍ଟ ଲାଗେ। ମୁଣ୍ଡ ତଳେ ତକିଆ ଦେଇ ଶୁଅନ୍ତୁ ନାହିଁ। ମୁଣ୍ଡ ଧୋଇ ନିୟମିତ ସ୍ନାନ କରିବା ମଧ୍ୟ ଅନୁଚିତ। ସିଝା ଖାଦ୍ୟ ଠିକ୍ ସମୟରେ ଖାଇବା ଆବଶ୍ୟକ। ଔଷଧ ଖାଇବା ସହ   ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସାରଣୀ…

ଆପଣ ପିଲାକୁ ସ୍କୁଲରେ ଟପ୍ପର କରିବାକୁ ଚାହୁଁଥିଲେ…

ଭୁବନେଶ୍ୱର: ଜୀବନର ପ୍ରାରମ୍ଭିକ ସମୟରୁ ଯଦି ପିଲାମାନଙ୍କୁ ଘରେ ପଢିବା ପାଇଁ ଭଲ ପରିବେଶ ମିଳିଯାଏ, ତେବେ ଘରୋଇ ଶିକ୍ଷଣୀୟ ମାଧ୍ୟମରେ ଭବିଷ୍ୟତରେ ଭଲ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇପାରିବେ ଓ ପାଠ ପଢାରେ ଭଲ ପ୍ରଦର୍ଶନ କରିପାରିବେ । ଏକ ନୂତନ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।…

୨୦୨୨ ସୁଦ୍ଧା ପ୍ରତି ଘରକୁ ବିଦ୍ୟୁତ ଯୋଗାଇବା ମୋଦୀ ସରକାରଙ୍କ ଲକ୍ଷ୍ୟ: ସୀତାରମଣ

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ଘରକୁ ବିଦ୍ୟୁତ ଯୋଗାଇ ଦିଆଯିବ । ମୋଦୀ ସରକାର ୨୦୨୨ ସୁଦ୍ଧା ଏହି କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ୨ୟ କାର୍ଯ୍ୟକାଳରେ ପ୍ରଥମ ବଜେଟ…

ଭକ୍ତ ଓ ଭକ୍ତିର ମହାମିଳନ, ବଡ଼ଦାଣ୍ଡରେ ତିନି ଠାକୁର

ଭୁବନେଶ୍ୱର: ଦୀର୍ଘ ବର୍ଷକ ପରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଭକ୍ତ ଓ ଭକ୍ତିର ଅପୂର୍ବ ସମନ୍ୱୟ ପୁଣି ଥରେ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ସାତ ଦରିଆ ଡେଇଁ ଭକ୍ତମାନେ ପୁରୀ ପହଂଚିଛନ୍ତି । ମହାପ୍ରଭୁଙ୍କର କି ଅପୂର୍ବ ଲୀଳା ଜାଣିହେଉ ନାହିଁ କିନ୍ତୁ ଏହା…

ମହାଭାରତରେ ଲୁଚି ରହିଛି ସଫଳତାର ରହସ୍ୟ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଏମିତି କିଛି ଗ୍ରନ୍ଥ ଓ ପୁରାଣ ରହିଛି, ଯାହା ଆମକୁ ଜୀବନ ଦର୍ଶନ ଓ ପଥ ପ୍ରଦର୍ଶନ ବାବଦରେ ରାସ୍ତା ଦେଖାଇଥାଏ । ମହାଭାରତ ମଧ୍ୟ ଏମିତି ଏକ ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବାର ମନ୍ତ୍ର ଲୁଚି ରହିଛି । ମହାଭାରତ ଅନୁସାରେ ଯଦି ଆପଣ…