Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କାରିଗିଲ୍ରେ ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ବିଷୟରେ ସୂଚନା ଦେଇଥିଲେ ଗୋପାଳକ
କାରଗିଲ୍ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । କାରଗିଲ୍ ସହ ଟାଇଗର ହିଲ୍ ଓ କାଶ୍ମୀରର ଅନ୍ୟକେତକ ସ୍ଥାନରେ ପାକିସ୍ତାର ସୈନ୍ୟମାନେ ଅନୁପ୍ରବେଶ କରିବା ସହ ବଙ୍କର ତିଆରି କରିଥିଲେ । ଶୀତ ଦିନର ତୁଷାରପାତ ସମୟରେ ସେମାନେ ସେହି ସ୍ଥାନରେ ଅନୁପ୍ରବେଶ କରିଥିଲେ ।…
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ହୋଇଥିଲେ ସହିଦ୍
କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଭଦ୍ରକ ନିରଞ୍ଜନ ବେହେରା ଓ ଗଞ୍ଜାମର ଉମାକାନ୍ତ ପଟ୍ଟନାୟକ ଅନ୍ୟତମ । ଯୁବକ ଅବସ୍ଥାରେ ମାତ୍ର ୧୯ ବର୍ଷ ବୟସରେ ଉମାକାନ୍ତ ଦେଶ ପାଇଁ ସହିଦ ହୋଇଥିଲେ ।
ଭଦ୍ରକ ଚାନ୍ଦବାଲିର ନିରଞ୍ଜନ ବି ଯୁବକ ଅବସ୍ଥାରେ…
ସହରୀକରଣ ଯୋଗୁଁ ହ୍ରାସ ପାଉଛି ପୈତୃକ ସଂପର୍କ
ଭୁବନେଶ୍ୱର: ଆଜିକାଲି ପିଲାମାନଙ୍କର ରକ୍ଷଣାବେକ୍ଷଣ ଏକାକୀ ପରିବାରରେ ହେଉଛି । ଅନେକ ଘରେ ଅଜା-ଆଈଙ୍କର ଭଲ ପାଇବା ପିଲାମାନଙ୍କୁ ମିଳିପାରୁନାହିଁ । କାରଣ କାମ ଖୋଜି ଏହି ପିଲାମାନଙ୍କର ମାତା-ପିତା ନିଜର ଘର ଓ ନିଜର ଜନ୍ମଭୂମିକୁ ଛାଡି ଦୂର କୌଣସି ସହରରେ ରହୁଛନ୍ତି କିନ୍ତୁ ଏହି ସବୁ…
ପାଟକୁରାରେ ବିଜେଡିର ବିଜୟ
ଭୁବନେଶ୍ୱର - ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ୧୮ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି
୧୬ ତମ…
ଆଗରେ ସାବିତ୍ରୀ ପଛଉଛନ୍ତି ବିଜୟ
ପାଟକୁରାର ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୩,୬୮୧ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ…
ପାଟକୁରାର ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୦,୫୩୨ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି ।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା
ସାବିତ୍ରୀ …
ସାପ କାମୁଡ଼ାରେ ଦୁଇ ମୃତ
ଅନୁଗୋଳ . - ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…
ଫସଲବୀମା ଯୋଜନା ରଥ, ଏକର ପିଛା ୩୯୫ ଟଙ୍କା
ପୁରୀ . - ପୁରୀ ଜିଲ୍ଲାରେ ଗୁରୁବାରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ୧୧ଟି ବ୍ଲକ୍ ଅନ୍ତର୍ଗତ ୨୬୮ଟି ଗ୍ରାମପଞ୍ଚାୟତରେ ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ ଚାଷୀମାନଙ୍କୁ ଫସଲବୀମା ଭୁକ୍ତ ଲାଗି ଉତ୍ସାହିତ କରିବ ।
ଚଳିତ…
ପାଟକୁରା ନିର୍ବାଚନ
ପାଟକୁରା . - ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ଲାଗି ପ୍ରଚାରକାର୍ଯ୍ୟ ଗୁରୁବାର ସଂଧ୍ୟାରେ ଶେଷ ହୋଇଛି ।
ପାଟକୁରା ବିଧାନସଭା ମଣ୍ଡଳୀରେ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ, ୧ଲକ୍ଷ ୭ହଜାର…
ରାଜ୍ୟରେ ମିଳିବ ଉନ୍ନତ ଧରଣ ର ପାଣିପାଗ ସୂଚନା, ଲାଗିବ ଆଉ ଦୁଇଟି ଡପଲର୍ ରାଡାର୍
ଭୁବନେଶ୍ୱର . - ରାଜ୍ୟରେ ବର୍ତ୍ତମାନ ପାରାଦ୍ୱୀପ ଓ ଗୋପାଳପୁରଠାରେ ଡପ୍ଲର ରାଡାର୍ ସ୍ଥାପନ କରାଯାଇଛି । ବାଲେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାରରେ ବିଧାନସଭାରେ ଏହି ସୂଚନା…