Browsing Category

ଖବର

ଓଡ଼ିଶା ପିସିସି ନିର୍ବାଚନ କମିଟି ଭଙ୍ଗ ,ନିରଞ୍ଜନ ରହିବେ ସଭାପତି

ଭୁବନେଶ୍ୱର - ଲୋକସଭା ଓ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଓଡ଼ିଶା ପିସିସିର ସବୁ ପଦାଧିକାରୀଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅପସାରଣ କରିଛି । ସଭାପତି, କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ସବୁ ପଦାଧିକାରୀଙ୍କୁ ଅପସାରଣ କରାଯାଇଛି । ପଦାଧିକାରୀଙ୍କ ସହ…

ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ

କଳାହାଣ୍ଡି- ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଆଜିଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁନାଗଡ ରୋଡ ରେଳଷ୍ଟେସନ ଠାରେ ଓଡିଶାର ଗୃହ, ଶକ୍ତି ଓ ଏମଏସ୍‍ଏମ୍‍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳା ନେତା…

ଚଳିତ ବର୍ଷ କଲେଜମାନଙ୍କରେ ହେବାନାହିଁ ଛାତ୍ର ସଂସଦ ନିର୍ବାଚନ, ଚୟନ ପ୍ରକ୍ରିୟା ହେବ

ଭୁବନେଶ୍ୱର .- ଚଳିତ ବର୍ଷ ରାଜ୍ୟରେ କଲେଜ୍‍ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ । ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଠାରେ ଏଥିଲାଗି ଛାତ୍ର ପ୍ରତିନିଧି ମନୋନୀତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି ଏବଂ…

୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଗସ୍ତ

ଭୁବନେଶ୍ୱର .- ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ…

ଫୋନି ପାଇଁ କେନ୍ଦ୍ର ଦେଲେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି

ନୂଆଦିଲ୍ଲୀ . - ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫୋନି’କୁ ୪ମାସ ପୂରିବାକୁ ବସିଥିବାବେଳେ , କେନ୍ଦ୍ର ସରକାର ଓଡିଶା ପାଇଁ ତୃତୀୟ ପର୍ଯ୍ୟାୟରେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ପରେ ଜରୁରୀକାଳୀନ ଥଇଥାନ ପାଇଁ ପ୍ରଥମେ କେନ୍ଦ୍ର ସରକାର ଓଡିଶାକୁ…

ବିଦ୍ୟୁତ ଚୋରି ରୋକିବା ପାଇଁ ଲାଗିବ ସ୍ମାର୍ଟ ମିଟର

ଭୁବନେଶ୍ୱର - ରାଜ୍ୟରେ ଏଣିକି ବିଜୁଳି ସୁବଣ୍ଟନ ସହ ଚୋରୀକୁ ରୋକିବାପାଇଁ ସ୍ମାର୍ଟ ଓ ପ୍ରିପେଡ୍‍ ମିଟର ଲାଗୁ କରାଯିବ ବୋଲି ସୋମାବାରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଲଗାଯିବ । ସେହିଭଳି ସମ୍ବଲପୁର ସହରରେ…

ଢେଙ୍କାନାଳ ଆଇଆଇଏମ୍‌ସିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ .- ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ୨୭ତମ ପ୍ରତିଷ୍ଠା ଦିବସ ଶନିବାରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ, ଜାତୀୟବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର…

ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ପୁଣି ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଗଗନ କୁମାର ଧଳଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ସୁଦର୍ଶନପାଲ୍‍ ଠାକୁରଙ୍କୁ କେ.ବି.କେ. ମୁଖ୍ୟ ପ୍ରଶାସକ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ସହ ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ

ନୂଆଦିଲ୍ଲୀ .- ଦେଶର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତଥା ଭୁପେନ ହଜାରିକା ଓ ନାନାଜୀ…

ଆଇ.ଏ.ଏସ୍‍. ସ୍ତରରେ ଅଦଳବଦଳ

ଭୁବନେଶ୍ୱର - ରାଜ୍ୟ ସରକାର ଆଇ.ଏ.ଏସ୍‍. ସ୍ତରରେ କେତେକ ଅଦଳବଦଳ କରି ୧୭ଜଣ ଆଇ.ଏ.ଏସ୍‍. ଓ ଆଇ.ପି.ଏସ୍‍.ଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉନ୍ନୟନ କମିଶନର ଅସିତ୍‍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ…