Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଭୁବନେଶ୍ୱର ସୁରଟ୍-ବିମାନ ସେବା ଜାନୁଆରୀ ଏକ ତାରିଖରୁ ଆରମ୍ଭ ହେବ
ଭୁବନେଶ୍ୱର - ଗୁଜରାଟ୍ର ସୁରଟ୍ ସହରରେ ରହୁଥିବା ଓଡିଆଙ୍କ ପାଇଁ ଏଣିକି ଗମନାଗମନରେ ଆଉ ବିଶେଷ କିଛି ଅସୁବିଧା ହେବନାହିଁ । ବିମାନ ଯୋଗେ ସେମାନେ ଭୁବନେଶ୍ୱରରୁ ସୁରଟ୍ ଯାଇପାରିବେ ।
ନୂଆବର୍ଷ ଅର୍ଥାତ୍ ଜାନୁୟାରୀ ୧ତାରିଖରୁ ଭୁବନେଶ୍ୱରରୁ ସୁରଟ୍କୁ ସିଧାସଳଖ ବିମାନସେବା ଆରମ୍ଭ ହେବ…
ସବୁଠି ଭସାଣୀ ପୁରୀରେ ଗୋସାଣୀ
ପୁରୀ - ବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଜୟାଦଶମୀ ପରଦିନ ଏକାଦଶୀରେ
ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହିଯାତ୍ରା ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା ।
ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର…
ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ
ବେଙ୍ଗାଲୁର - ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’…
ଜେଇଇ ମେନ୍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ ,ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ କରିପାରିବେ ଆବେଦନ ପ୍ରକ୍ରିୟାରେ…
ଭୁବନେଶ୍ୱର - ଜେଇଇ ମେନ୍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ । ୧୦ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ରେ କରିଛନ୍ତି ।
ଯଦି ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାର ଥାଏ, ତେବେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୪ରୁ ୨୦ ତାରିଖ ରାତି ୧୧ଟା ୫୦…
ଶ୍ରୀମନ୍ଦିରରେ ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ
ପୁରୀ - ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…
ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ
ଭୁବନେଶ୍ୱର - ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ । ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରି।ରିବେ ନାହିଁ । ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ । ତେବେ ଧାନ ବିକ୍ରି କରିବା…
ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ
ଭୁବନେଶ୍ୱର - ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ ।…
ଏହି ମେଡିକାଲ୍ ଏଟିଏମ୍ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)
ନୂଆଦିଲ୍ଲୀ - ଦେଶରେ ଖୁବ ଶୀଘ୍ର ମେଡିକାଲ୍ ଏଟିଏମ୍ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍ଏମ୍ କିୟୋସ୍କୋ କୁହାଯାଉଛି ।
ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍ ଭାବାରେ ଯାଞ୍ଚ କରାଯାଇ…
କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା
ଭବାନୀ ପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମାଆଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମନ୍ଦିରରୁ ବହାରକରି ଲାଖମରା…
ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପଠାଇ ଏମିତି ଲକ୍ କରନ୍ତୁ ଆପଣଙ୍କର ଆଧାର ନମ୍ବର, କେହି କରି ପାରିବେନି ଏହାର ଦୂରୁପଯୋଗ
ନୂଆଦିଲ୍ଲୀ - ବେଳେ ବେଳେ ଆପଣଙ୍କ ଆଧାର କାର୍ଡରେ ଥିବା ସଂଖ୍ୟାକୁ କେହିବି ଦୁରୁପଯୋଗ କରିପାରନ୍ତି । ଏବେ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟରେ ଆଧାର ନମ୍ବରକୁ ଲିଙ୍କ କରାଯାଉଛି । ଏବେ ଆଧାର ସହ ବ୍ୟାଙ୍କ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ବି ରହୁଛି । କୌଣସି କାରଣରୁ ଡାଟା ବା…