Browsing Category

ଖବର

ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମିଳିପାରେ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ - ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ମିଳିପାରେ । କରୋନା ସଙ୍କଟ ବେଳେ ଗ୍ରାହକମାନଙ୍କୁ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରି ପାରନ୍ତି ବୋଲି ସୂଚନା ମିଳିଛି । ସିଏନ୍‌ଏନ୍ ନେଟଓ୍ୱରର୍କ ୧୮ରେ ବାହାରିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ…

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି

ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ ୬ଟି ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି

ଭୁବନେଶ୍ୱର - ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଜିଲ୍ଲାର ସରକାରୀ କର୍ମଚାରୀ ଆସନ୍ତା ୧୬ ତାରିଖ ମଙ୍ଗଳବାରର ଅତିରିକ୍ତ ଛୁଟି ସୁବିଧା ହାସଲ କରିପାରିବେ । ସୂଚନା ଯୋଗ୍ୟ ପୂର୍ବରୁ ଆସନ୍ତା…

ବିନା ଏସିରେ ସରକାରୀ ବୈଠକ- ନୂତନ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର - ନୂତନ ନିର୍ଦ୍ଦେଶାବଳୀ ସରକାରୀ ବୈଠକ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ସରକାରୀ ବୈଠକକୁ ଯଥାସମ୍ଭବ ସୀମିତ ରଖିବା ପାଇଁ…

ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହୋଇଛି

ଭୁବନେଶ୍ୱର - ସଟ୍‍ଡାଉନ୍‍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ମୁକାବିଲା ପାଇଁ ଆଜି ଏବଂ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହୋଇଛି । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ମଧ୍ୟ ଲାଗୁ ହେବ । ତେବେ ସଟ୍‍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି…

ପ୍ରଧାନମନ୍ତ୍ରୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ…

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ଧରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ କୋଭିଡ୍‍ ସଂକ୍ରମଣ ପରିସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ…

ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ

ଭୁବନେଶ୍ୱର - ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ । ଏହାବ୍ୟତୀତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍‍-୧୯ ନିର୍ଦ୍ଦେଶାବଳୀ…

ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ଦୋଳି ଖେଳ, ମେଳା ମହୋତ୍ସବ ବା ପାରମ୍ପରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ…

କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ

କଟକ - ବାତ୍ୟା ଅମ୍ପନର ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍‍ ହସ୍ପିଟାଲକୁ…

ସଟ ଡାଉନ୍‌ ସମୟରେ ଏହି ସବୁ ସେବା ଜାରି ରହିବ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା ୧୧ଟି ଜିଲ୍ଲାରେ ଚଳିତମାସର ପ୍ରତି ଶନିବାର ଓ ରବିବାର ସଟ୍‍ଡାଉନ୍‍ କରିବା ଲାଗି ସରକାରଙ୍କ ନିଷ୍ଠତ୍ତି ଆଜିଠାରୁ ଲାଗୁ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନୟାଗଡ, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର,…