Sign in
Sign in
Recover your password.
A password will be e-mailed to you.
Browsing Category
ଖବର
୧୦୦ ଡାଏଲ୍ ବଦଳରେ ଏବେ ହେଲା ୧୧୨-ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’
ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’ ରଖାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍ ବିଭାଗରେ
୧୦୯୮କୁ ମଧ୍ୟ…
ନଭେମ୍ବରରେ ହୋଣ୍ଡା ୨ ହ୍ୱିଲର୍ସ ବିକ୍ରିରେ ୧୧ଧ ଭଳି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି
ଭୁବନେଶ୍ୱର: ଉତ୍ସବ ଋତୁରେ ବିକ୍ରି ବହୁତ ଭଲ ରହିବା କାରଣରୁ ଚଳିତ ବର୍ଷ ନଭେମ୍ବରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ୧୧ଧ ବୃଦ୍ଧି ହାସଲ କରିଛି । ୨୦୧୯ରେ କଂପାନି ୩୭୩,୨୮୩ଟି ଗାଡ଼ି ବିକିଥିଲା । ଚଳିତ ବର୍ଷ ସେହି…
କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଅଭିନବ ଉତ୍ସବ କେୟାର ସିଲଡ୍ ଉନ୍ମୋଚିତ
ଭୁବନେଶ୍ୱର: କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ କେୟାର ସିଲ୍ଡକୁ ଉନ୍ମୋଚନ କରାଯାଇଛି । ଏହି ତିନି ପ୍ରକାର ସୁବିଧା ଥିବା ଅଭିନବ ଉତ୍ପାଦକୁ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆଗରୁ ସାମିଲ ନଥିବା କିଛି ନିର୍ଦିଷ୍ଟ ମେଡିକାଲ୍ ଖର୍ଚ ଏବଂ ନୋ କ୍ଲେମ୍ ବୋନସ୍ ଲାଭ…
ରାଜ୍ୟରେ ସମସ୍ତ ରୁଟ୍ରେ ‘ମୋ ବସ୍’ ସେବା ଆରମ୍ଭ
ରାଜ୍ୟରେ ସମସ୍ତ ରୁଟ୍ରେ ‘ମୋ ବସ୍’ ସେବା ଆରମ୍ଭ ହୋଇଛି । କୋଭିଡ୍ ନିୟମ ପାଳନକରି ମୋ ବସ୍ ସେବା ଆରମ୍ଭ କରାଯାଇଛି ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ମିଳିଛି । ତେବେ କେବଳ ୨୯ ନମ୍ବର ରୁଟ୍କୁ ଛାଡ଼ି ଅନ୍ୟ ୨୨ଟି ରୁଟ୍ରେ ମୋଟ୍ ୧୪୪ଟି…
ପାଟଣାଗଡ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଥିବା ଅରୁଣ ବୋଥ୍ରା ଆରମ୍ଭ କଲେ ପରୀ ହତ୍ୟା ଘଟଣାର ତଦନ୍ତ
ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ହାଇକୋର୍ଟ ନିରୀକ୍ଷଣରେ ତଦନ୍ତ କରିବା ନିମନ୍ତେ ଏସଆଇଟି ଟିମ୍ ଏଠାରେ ଆସି ପହଞ୍ଚିଛନ୍ତି ।
ଏହି ଟିମର ୪ଜଣ ସଦସ୍ୟ ପ୍ରଥମେ ଆସି ଏଠାରେ ଥିବା ସର୍କିଟ ହାଉସରେ ରହିଥିଲେ । ପବରର୍ତ୍ତୀ ସମୟରେ ଟିମର…
ରାଜ୍ୟର ମେଡ଼ିକାଲ କଲେଜ ଗୁଡ଼ିକରେ ମଙ୍ଗଳବାରରୁ ଶିକ୍ଷାଦାନ ଆରମ୍ଭ ହେବ
ରାଜ୍ୟର ମେଡ଼ିକାଲ କଲେଜ ଗୁଡ଼ିକରେ ମଙ୍ଗଳବାରରୁ ଶିକ୍ଷାଦାନ ଆରମ୍ଭ ହେବ । ଅପରପକ୍ଷରେ ଆସନ୍ତା ଡିସେମ୍ବର ୭ ତାରିଖରୁ ଏମ୍ବିବିଏସ୍ ପ୍ରଥମବର୍ଷ ପରୀକ୍ଷା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । .
ଜାତୀୟ ମେଡ଼ିକାଲ କମିସନ ଆସନ୍ତା ବର୍ଷ ଫେବୃୟାରୀ…
ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ
କଟକସ୍ଥିତ ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନାକୁ କମିସନରେଟ୍ ପୁଲିସ ଠାବ କରିଛି । ଏହାସହ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ମଧ୍ୟ ଜବତ କରାଯାଇଛି । ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ସାମଗ୍ରୀକୁ ମଧ୍ୟ ପୁଲିସ ଜବତ କରିଛି । ସୂଚନାଯୋଗ୍ୟ ଲଗାତାର…
ରାଜ୍ୟରେ କ୍ରମଶଃ ବଢୁଛି ଶୀତ- ଆହୁରି ୪୮ ଘଣ୍ଟାରେ କମିବ ତାପମାତ୍ରା
ଦକ୍ଷିଣ ଆଣ୍ଡାମାନ୍ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ ବଳୟ ଧୀରେ…
ଲଳିତକଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୫ ବର୍ଷ ପାଇଁ ଘୋଷଣା କରାଯାଇଛି
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୫ ବର୍ଷ ପାଇଁ ଘୋଷଣା କରାଯାଇଛି । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ ଜଣ ବିଶିଷ୍ଟ ଶିଳ୍ପୀ ଧର୍ମପଦ ପୁରସ୍କାର ପାଇବେ । ସେହିଭଳି ୨୫ ଜଣଙ୍କୁ ଶିଳ୍ପୀ…