ରାଜ୍ୟରେ   ସମସ୍ତ ରୁଟ୍‍ରେ ‘ମୋ ବସ୍‍’ ସେବା ଆରମ୍ଭ

0 348

ରାଜ୍ୟରେ   ସମସ୍ତ ରୁଟ୍‍ରେ ‘ମୋ ବସ୍‍’ ସେବା ଆରମ୍ଭ ହୋଇଛି । କୋଭିଡ୍‍ ନିୟମ ପାଳନକରି ମୋ ବସ୍‍ ସେବା ଆରମ୍ଭ କରାଯାଇଛି ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ସୂଚନା ମିଳିଛି । ତେବେ କେବଳ ୨୯ ନମ୍ବର ରୁଟ୍‍କୁ ଛାଡ଼ି ଅନ୍ୟ ୨୨ଟି ରୁଟ୍‍ରେ ମୋଟ୍‍ ୧୪୪ଟି ‘ମୋ ବସ୍‍’ ଧାର୍ଯ୍ୟ ସମୟରେ ଯାତାୟତ କରିବା ଆରମ୍ଭ କରିଛି ।

Leave A Reply