Browsing Category

ଦେଶ-ବିଦେଶ

ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର-କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨…

ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର-କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୦୮୦୩୭ ଖଡ଼ଗପୁର -

ବଦଳିବ Facebook ନାଁ ହେବ Meta

ଫେସ୍‌ବୁକ୍‌ର ନାମକୁ ପରିବର୍ତ୍ତନ କରି ମେଟା କରାଯାଇଛି । ଫେସ୍‌ବୁକର ମାଲିକା ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । Announcing @Meta — the Facebook company’s new name. Meta is

ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ ୧୦୧ କୋଟି ୫୦ ଲକ୍ଷ ୯୪ କୋଭିଡ ଟିକା ଦିଆଯାଇଛି

ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି । ଆଜି

କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି

କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପଦକ୍ଷେପ ଦ୍ୱାରା ୪୭ ଲକ୍ଷ ୧୪ ହଜାର

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ

ଭାରତ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର, ନର୍ସ ଏବଂ ଏହି ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ଟ୍ୱିଟ୍‍ରେ ସେ

ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ…

କନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଦଶମଶ୍ରେଣୀ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧

ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ…

କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍‍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ

ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍‍’ ଓଡ଼ିଶା ପରିକ୍ରମା:୧୯୭୧ ଭାରତ-ପାକିସ୍ତାନ ଯୁଦ୍ଦରେ ଦେଶର ଐତିହାସିକ ବିଜୟର ୫୦ ବର୍ଷ…

ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍‍’ ଓଡ଼ିଶା ପରିକ୍ରମା କରିବ । ୨୦ ତାରିଖରେ ଏହା ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମର ଗୋପାଳପୁରଠାରେ ପହଞ୍ଚିବ । ୨୭ ତାରିଖରେ ଗୋପାଳପୁରରୁ ବାହାରି ୨୮ ତାରିଖରେ ଆଇ.ଏନ୍‍.ଏସ୍‍. ଚିଲିକାରେରହିବ ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚାଇଲେ ସାହାଯ୍ୟକାରୀଙ୍କୁ ୫ ହଜାର ଟଙ୍କା…

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚାଇଲେ ସାହାଯ୍ୟକାରୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଆସନ୍ତା ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ – ଆସନ୍ତା ୧୪…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି । ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ୧୪ ପରଠାରୁ ରାଜ୍ୟରେ ବର୍ଷା