Sign in
Sign in
Recover your password.
A password will be e-mailed to you.
Browsing Category
ଲାଇଫଷ୍ଟାଇଲ
ଗର୍ଭବତୀଙ୍କ ପାଇଁ ଗୁଆସେମି ଔଷଧ ଭଳି କରେ କାମ
ଭୁବନେଶ୍ୱର: ଗୁଆସେମି ପରିବା ଠାରୁ ଅଧିକ ଏହା ଏକ ଔଷଧ ଅଟେ । ଏଥିରେ ଉଭୟ ପ୍ରୋଟିନ ଓ ଫାଇବର ଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-କେ, ଭିଟାମିନ-ସି, ଭିଟାମିନ-ଏ, ଫୋଲିକଏସିଡ ଓ କାର୍ବୋହାଇଡେଟସ ସହିତ ପ୍ରଚୁର ମାତ୍ରାରେ ଖଣିଜ, ଫସଫରସ, କ୍ୟାଲସିୟମ, ଆୟରନ, ଓ ପୋଟାସିୟମ ମଧ୍ୟ ମିଳିଥାଏ ।…
ସମୁଦ୍ରରେ ଗାଧୋଇଲେ ଚର୍ମ ପାଇଁ ବଢ଼ିପାରେ ବିପଦ
ସାନଫ୍ରାନସିକୋ: ଯଦି ବେଳାଭୂମିରେ ଛୁଟି କାଟିବାକୁ ଯାଉଛନ୍ତି ତେବେ ସମୁଦ୍ରର ପାଣିରେ ଗାଧୋଇବା ଓ ପହଁରିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ । ସମୁଦ୍ରର ପାଣିରେ ପହଁରିବା, ଖେଳିବା ଓ ମଜା କରିବା ନୂତନ ଅନୁଭୂତି ଆଣିଥାଏ କିନ୍ତୁ ଏହାରି ଉପରେ ଏକ ନୂଆ ଗବେଷଣା…
ପରିବର୍ତ୍ତିତ ଜୟବାୟୁ ମ୍ୟାଲେରିଆ ରୋଗର ଅନ୍ୟତମ କାରଣ
ଭୁବନେଶ୍ୱର: ଅଧିକାଂଶ ସମୟରେ ଆଜିକାଲି ପାଗ ବଦଳୁଛି, କେତେବେଳେ ବର୍ଷାରେ ପାଗ ଥଣ୍ଡା ପଡୁଛି ତ କେତେବେଳେ ଗରମରେ ଲୋକ ଛଟପଟ ହେଉଛନ୍ତି । ଦିଲ୍ଲୀରେ ପାଗ ବଦଳିବା କାରଣରୁ ଲୋକଙ୍କୁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗରେ ପଡୁଛନ୍ତି । କାରଣ ଏହିପରି ପାଗରେ ସବୁଠାରୁ ବେଶୀ ମଶା ହୋଇଥାନ୍ତି, ଯାହା…
କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ
ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ ।
ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି ,…
ଦୀର୍ଘାୟୁ ର ରହସ୍ୟ
ସୁସ୍ଥ ରହବା ପାଇଁ ସନ୍ତୁଳିତ ଆହାର ଏବଂ ଆୟୁର୍ବେଦ ଶାସ୍ତ୍ର ଅନସୁାରେ ଦିନଚର୍ଯ୍ୟା, ରାତିଚର୍ଯ୍ୟା ଓ ଋତଚୁର୍ଯ୍ୟା ପାଳନର ଏକାନ୍ତ ଆବଶ୍ୟକତା ଅଛି।
ସାଧାରଣ ରୋଗର ଚିକିତ୍ସା ପାଇଁ ହାତ ପାଆନ୍ତାରେ ତଥା ବାଡ଼ିବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷଲତାକୁ ଚିହ୍ନି ତା’ର ଔଷଧୀୟ…
ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର ନିରାକରଣ
ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।
ଏହା ଦୁଇପ୍ରକାର- ଭିତର…
ଲେମ୍ବୁପାଣି ପିଇଲେ ପତଳା ହେବ, ଅଧିକ ପିଇଲେ କ’ଣ କ୍ଷତି ଜାଣନ୍ତୁ
କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍। ଯଦି ଆପଣ ପ୍ରତିଦିନ ନିଜର ଓଜନ କମ୍ କରିବା ପାଇଁ ସକାଳେ ଲେମ୍ବୁ ପାଣି ପିଉଛନ୍ତି, ତେବେ ଏହି ଖାସ୍ ଖବର କେବଳ ଆପଣଙ୍କ ପାଇଁ। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍ ମନେ କରୁଛନ୍ତି।…
ଯୋଗ କଲେ କ’ଣ ଫାଇଦା ମିଳିଥାଏ ।
ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ ।
> ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ ।
> ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
>…
କାହିଁକି ଜୁନ୍ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ ।
ଜୁନ୍ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଭାରତରେ ଯୋଗର ଉତ୍ପତି ହୋଇଥିଲା । କୁହାଯାଏ ଭାରତବର୍ଷରେ ୬ହଜାର ବର୍ଷ ତଳୁ ଯୋଗ କରାଯାଉଅଛି । ହିନ୍ଦୁ ପୌରାଣିକ କଥାରେ ଯୋଗ ନିଦ୍ରାରେ ପାଳନକର୍ତ୍ତା ବିଷ୍ଣୁ ଓ ସଂହାର କର୍ତ୍ତା ମହେଶ୍ୱର (ଶିବ), ଏପରିକି ସଦା…
କୌଣସି ଖର୍ଚ୍ଚ ବିନା ପାଇବେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରତିଦିନ କରନ୍ତୁ ଯୋଗ
ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ଲାଗିଥାଏ । ଏଥିପାଇଁ ଅନେକ ଲୋକ ଅନେକ କିଛି ଖର୍ଚ୍ଚ କରିଥାଆନ୍ତି । ମାତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଅଳ୍ପ କିଛି ସମୟ ଯୋଗ କଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ଅନେକ ରୋଗ ସ୍ପର୍ଶ କରିପାରିବ ନାହିଁ । କେବଳ ସ୍ୱାସ୍ଥ୍ୟ ନୁହେଁ ମନ…