Browsing Category

ଲାଇଫଷ୍ଟାଇଲ

ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ହାଇ-ଫାଇବର ସପ୍ଲିମେଂଟ୍‌

ଟାଇପ୍ ୨ ଡାଇବେଟିସ୍ ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ହାଇ-ଫାଇବର୍ ସପ୍ଲିମେଂଟ୍‌ର ବ୍ୟବହାର ଭୁବନେଶ୍ୱର : ଟାଇପ୍‌-୨ ଡାଇବେଟିସ୍ ରୋଗରେ ପୀଡିତ ୩୦୪୨ ଜଣ ଲୋକ ଓ ୧୫୨ ଜଣ ଡାକ୍ତରଙ୍କ ମଧ୍ୟରେ ପରିଚାଳନା କରାଯାଇଥିବା ଏକ ସର୍ବଭାରତୀୟ ସ୍ତରର ସର୍ବେକ୍ଷଣ

ଓଡ଼ିଶାର ବିଭିନ୍ନ ପଛୁଆବର୍ଗଙ୍କୁ କେନ୍ଦ୍ରରତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ପଛୁଆବର୍ଗଙ୍କୁ କେନ୍ଦ୍ରର ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର

ଆମେରିକାରେ ପାଳନ କରାଯିବ ଭାରତୀୟ ପର୍ବ – ସେଠାକାରେ ସଂସଦରେ ଆଗତ ହେଲା ବିଲ୍‌

ଆମେରିକାରେ ଦୀପାବଳିକୁ ଏକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଆମେରିକାର ଜଣେ ପ୍ରମୁଖ ସାଂସଦ ଗ୍ରେସ୍‍ ମେଙ୍ଗ୍‍ ଗତକାଲି ଆମେରିକା କଂଗ୍ରେସରେ ଏକ ବିଲ୍‍ ଆଗତ କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକାର ବିଭିନ୍ନ ସଂପ୍ରଦାୟ ବ୍ୟାପକ ସମର୍ଥନ ଜଣାଇଛନ୍ତି । ମେଙ୍ଗ୍‍ ଏକ ଆନୁଷ୍ଠାନିକ

ରାଜ୍ୟରେ ସବୁଜ ଶକ୍ତି ପରିବହନ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

ରାଜ୍ୟରେ ଏକ ନୂତନ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରାଯିବ ।ଏଥିରେ ସବୁଜ ଶକ୍ତି ପରିବହନ କରିବା ପାଇଁ ୫୦ କୋଟି ଟଙ୍କାବ୍ୟୟବରାଦ କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବକହିଛନ୍ତି । ସେ କହିଛନ୍ତି, ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ପାଇଁମଧ୍ୟ ୫୦ କୋଟି ଟଙ୍କା

ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀ
ପରୀକ୍ଷା ଦେବେ

ଚଳିତବର୍ଷ ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଗତବର୍ଷ ଅପେକ୍ଷା ଏଥର ବହୁତକମ୍‍ ପିଲା ଡ୍ରପ୍‍ଆଉଟ୍‍ ହୋଇଛନ୍ତି । ସେମାନେ କାହିଁକି

ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ

ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।

ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ

ପୂର୍ବ ଭାରତରେ ଏହାର ଓମ୍‌ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ

କ୍ରୋମା ପକ୍ଷରୁ ପଟିଆରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଭୁବନେଶ୍ୱରରେ ସମ୍ପ୍ରସାରଣ

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ସଂସ୍ଥା ତଥା ଭାରତର ପ୍ରଥମ ଓ ବିଶ୍ୱାସନୀୟ ଓମ୍‌ନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଭୁବନେଶ୍ୱରର ଆବାସିକ ଏବଂ କର୍ପୋରେଟ୍ ଅଂଚଳ ଭାବେ ଜଣାଶୁଣା ପଟିଆରେ ନୂଆ ଷ୍ଟୋର୍ ଖୋଲାଯାଇଛି । ପଟିଆର କାନନ ବିହାର ସ୍ଥିତ ଗାୟତ୍ରୀ ବିହାରର ବିଗ୍

ଆଲ୍‌କେମିକ୍ ସୋନିକ୍ ଏନ୍‌ଭାର୍ଣ୍ଣମେଂଟ୍‌ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱର ଜରିଆରେ ମାନସିକ…

ଭୁବନେଶ୍ୱର: ଆଲ୍‌କେମିକ୍ ସୋନିକ୍ ଏନଭାର୍ଣ୍ଣମେଂଟ୍ (ଏଏସ୍‌ଇ)ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱରକୁ ବ୍ୟବହାର କରି ମାନସିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟ ଲାଗି ପଥ ପ୍ରଦର୍ଶନ କରିବା ନିମନ୍ତେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଂଟର ଫର ନ୍ୟୁରୋଆକୋଷ୍ଟିକ୍

କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହରଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍‍ ୧୦ମେଗାୱାଟ୍‍