Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ମୃତ୍ୟୁ ପରେ ଆତ୍ମା ଯାଏ କୁଆଡେ ? ବୈଜ୍ଞାନିକ କଣ କୁହନ୍ତି ?
ଆମ ସନାତନ ସଂସ୍କୃତିରେ ଶ୍ରୀମଦ ଭଗବତ ଗୀତା ହେଉଛି ସବୁଠାରୁ ପବିତ୍ର ଧର୍ମଗ୍ରନ୍ଥ । ଏହା ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ ବୋଲି ବିଶ୍ୱାସ କରାଯାଏ । ଭଗବାନଙ୍କ ବାଣୀ ହୋଇଥିବାରୁ ଏହାର ପ୍ରତିଟି ପଦ ଚରମ ସତ୍ୟ ବୋଲି ବିଶ୍ୱାସ କରାଯାଏ । ଏବେ ବୈଜ୍ଞାନିକମାନେ ମଧ୍ୟ ଏହାକୁ ମାନିଛନ୍ତି ।…
‘ଓମ୍’ ବିଷୟରେ କିଛି ଜାଣିବା କଥା
ଅଧିକାଂଶ ମନ୍ତ୍ର ଉଚାରଣ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଇଥାଏ । ଧ୍ୟାନ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଏ । ଓମ୍କୁ ସମସ୍ତ ଶଦ୍ଦ ମନ୍ତ୍ରର ମୂଳ ବୋଲି କୁହାଯାଇଥାଏ । ଓମ୍ ସର୍ବଶକ୍ତିମାନେ ଓ ପରଂବ୍ରହ୍ମଙ୍କର ପାଇଁ ଉଚ୍ଚାରିତ ଶଦ୍ଦ ବୋଲି ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ଅଛି…
ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଅର୍ଥାଭାବ ଦୂର କରିବା ସହ, ଧନ ସମ୍ପତି ବୃଦ୍ଧି କରିଥାଏ
ଧନର ଦେବୀ ହେଉଛନ୍ତି ଲକ୍ଷ୍ମୀ । ସେ ନିଜର ଭକ୍ତ ତଥା ଆଶ୍ରିତମାନଙ୍କୁ ଧନ ସମ୍ପତ୍ତି ପ୍ରଦାନ କରିଥାଆନ୍ତି । ଗୁରୁବାରେ ହେଉଛି ଲକ୍ଷ୍ମୀଙ୍କର ବାର । ତେବେ ଲକ୍ଷ୍ମୀହ୍କୁ ପ୍ରସନ୍ କରିବା ପାଇଁ ସ୍ନାନାଦି କାର୍ଯ୍ୟ ସମ୍ପନ୍ନ କରି ଏକ ଆସନରେ ବସି , ଧୂପ ଦୀପ ନୈବେଦ୍ୟ ଲକ୍ଷ୍ମୀ ପ୍ରତିମା…
ଆଇନା ଭାଙ୍ଗିବା ,ଅନ୍ଧ ବିଶ୍ୱାସ ପଛର କାରଣ
ଆଇନା ଭାଙ୍ଗିଯିବା ପୂର୍ବ କାଳରେ ଆଇନାର ମୂଲ୍ୟ ଅଧିକ ଥିଲା। ସାଧାରଣ ଲୋକ ଏହାକୁ କିଣିବା ଦୁଃସାଧ୍ୟ ଥିଲା। ଏବେ ଯେପରି ଆଇନା ଦେଖିବାକୁ ମିଳୁଛି ସେତେବେଳେ ତାହା ସେପରି ନଥିଲା। ବହୁତ କଦର୍ଯ୍ୟ ଥିଲା। ପୁରାତନ କାଳରେ ଆଇନାକୁ ଲୋକମାନେ ଦୁର୍ମୂଲ୍ୟ ବସ୍ତୁ ବୋଲି ମନେ କରୁଥିଲେ। ଏହାକୁ…
ହିନ୍ଦୁ ଦେବାଦେବୀଙ୍କ ଅତି ଶକ୍ତିଶାଳୀ ମନ୍ତ୍ର
ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ…
ବିବାହ, ବ୍ରତ ପରି ଶୁଭ କାମରେ ଅଧିକ ଟଙ୍କାଟିଏ କାହିଁକି ଦିଆଯାଏ? ଜାଣନ୍ତୁ
ବିବାହ ହେଉ ବା ବ୍ରତ ବା ଜନ୍ମଦିନ, ଯେକୌଣସି ଶୁଭ କାମରେ ଉପହାର ଲଫାପାରେ ଟଙ୍କାଟିଏ ଅତିରିକ୍ତ ଭାବେ ରଖି ପ୍ରଦାନ କରାଯାଏ । ଅତିଥିମାନେ ଯେତେବେଳେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଯୋଗ ଦେବାକୁ ଆସନ୍ତି ସେମାନେ ଲଫାପାରେ ଉପହାର ସହ ଟଙ୍କିକିଆ ମୁଦ୍ରାଟିଏ ଦିଅନ୍ତି । ତେବେ…
ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା
ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା ସୂର୍ଯୋପରାଗ ସମୟରେ ଏକ ରାକ୍ଷସ ସୂର୍ଯ୍ୟଙ୍କୁ ଗିଳି ଦେଇଥାଏ ବୋଲି ଭାରତୀୟମାନେ ବିଶ୍ୱାସ କରନ୍ତି। କାଳେ ରାକ୍ଷସର ପ୍ରଭାବ ଗର୍ଭବତୀଙ୍କ ଉପରେ ପଡ଼ିବ ସେଥିପାଇଁ ତାଙ୍କୁ ବାହାରକୁ ଯିବାକୁ ଦିଆଯାଏ ନାହିଁ। ଏହି ରାକ୍ଷସର ପ୍ରଭାବରେ…
ଲଙ୍କା ଓ ଲେମ୍ବୁ ଓହଳାଇବା ଲକ୍ଷ୍ମୀଙ୍କ ପ୍ରତୀକ: ଏହାର ବିଶ୍ୱାସ ଓ ବିଜ୍ଞାନ
ଲଙ୍କା ଓ ଲେମ୍ବୁ ଓହଳାଇବା ଲକ୍ଷ୍ମୀଙ୍କ ପ୍ରତୀକ: ଏହାର ବିଶ୍ୱାସ ଓ ବିଜ୍ଞାନ
କାହିଁକି ଆଗକାଳରେ ସୂର୍ଯ୍ୟାସ୍ତ ପରେ ଓ ମଙ୍ଗଳବାରରେ ନଖ ଓ ଚୁଟି କାଟିବାକୁ ଅଶୁଭ କହୁଥିଲେ!
ମଙ୍ଗଳବାରରେ ବାଳ ନକାଟିବା
ପୂର୍ବେ ଭାରତରେ ଅଧିକ ସଂଖ୍ୟାରେ କୃଷକ ଥିଲେ। ଶନିବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହଯାକ ଏମାନେ କ୍ଷେତରେ କାମ କରୁଥିଲେ। ସୋମବାର ଥିଲା କୃଷକଙ୍କ ବିଶ୍ରାମ ଦିନ। ଏହିଦିନ ସେମାନେ ଘର ପରିଷ୍କାର, ଲୁଗା ସଫା କରିବା ସହ ବାଳ କାଟୁଥିଲେ। ତେଣୁ ମଙ୍ଗଳବାର ଧୋବା…
ଶ୍ରୀରାମ ନବମୀରେ ଭଗବାନଙ୍କ ଏହି ମନ୍ତ୍ର ଜପ କରନ୍ତୁ, ଶାନ୍ତି ମିଳିବ, ସଂକଟ ଦୂର ହେବ
ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ, ମର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୁଭ ଜନ୍ମ ଦିନ ତ୍ରେତୟା ଯୁଗରେ ତୈତ୍ର ଶୁକଳ ନବମୀରେ ସ୍ବୟଂ ନର୍ିଗୁଣ ବ୍ରହ୍ମ ଶ୍ରୀରାମ ରୂପରେ ପ୍ରକଟ ହୋଇଥିଲେ ସନାତନ ଧର୍ମରେ କେତୋଟି ଅତି ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ ବିଶ୍ବାସ ଅଛି ଆଜିର…